ଆସନ୍ତୁ ଜାଣିବା ଏପରି କିଛି ବସ୍ତୁ ବିଷୟରେ, ଯାହାକୁ ଦାନ କଲେ ଆପଣଙ୍କର ଲାଭ ବଦଳରେ ହୋଇଥାଏ କ୍ଷତି…

The Sakala Picture
Published On

ସନାତନ ହିନ୍ଦୁ ଧର୍ମରେ ଦାନ ଓ ଧର୍ମର ବିଶେଷ ମହତ୍ତ୍ବ ରହିଛି। କୁହାଯାଏ ଯେ, ଦାନ କରିବା ଦ୍ବାରା ପୁଣ୍ୟ ପ୍ରାପ୍ତି ହେବା ସହ ମୋକ୍ଷ ମିଳିଥାଏ। ଶାସ୍ତ୍ରରେ କୁହାଯାଇଛି ଯେ, ନିଜର ସକ୍ଷମତା ଅନୁଯାୟୀ ଦାନକଲେ ଜୀବନକାଳ ମଧ୍ୟରେ ସମସ୍ତ ସୁଖ ମିଳିବା ସହ ପରବର୍ତ୍ତୀ ସମୟରେ ପରିତ୍ରାଣ ମିଳିଥାଏ। କିନ୍ତୁ, ଏପରି କିଛି ବସ୍ତୁ ଅଛି, ଯାହା ଦାନ କଲେ ଲାଭ ବଦଳରେ କ୍ଷତି ହୋଇଥାଏ। କାହାକୁ କଷ୍ଟ ଦେଇ ରୋଜଗାର କରିଥିବା ଧନ […]

ସନାତନ ହିନ୍ଦୁ ଧର୍ମରେ ଦାନ ଓ ଧର୍ମର ବିଶେଷ ମହତ୍ତ୍ବ ରହିଛି। କୁହାଯାଏ ଯେ, ଦାନ କରିବା ଦ୍ବାରା ପୁଣ୍ୟ ପ୍ରାପ୍ତି ହେବା ସହ ମୋକ୍ଷ ମିଳିଥାଏ। ଶାସ୍ତ୍ରରେ କୁହାଯାଇଛି ଯେ, ନିଜର ସକ୍ଷମତା ଅନୁଯାୟୀ ଦାନକଲେ ଜୀବନକାଳ ମଧ୍ୟରେ ସମସ୍ତ ସୁଖ ମିଳିବା ସହ ପରବର୍ତ୍ତୀ ସମୟରେ ପରିତ୍ରାଣ ମିଳିଥାଏ। କିନ୍ତୁ, ଏପରି କିଛି ବସ୍ତୁ ଅଛି, ଯାହା ଦାନ କଲେ ଲାଭ ବଦଳରେ କ୍ଷତି ହୋଇଥାଏ।

ଆହୁରି ପଢ଼ନ୍ତୁ: ଚାଣକ୍ୟ ନୀତି: ଘରର ଲୁଚି ରହିଥିବା ଶତ୍ରୁଙ୍କୁ କିପରି ଚିହ୍ନିବେ? ଜାଣନ୍ତୁ ବଞ୍ଚିବାର ଉପାୟ

  • କାହାକୁ କଷ୍ଟ ଦେଇ ରୋଜଗାର କରିଥିବା ଧନ ଦାନ କରିବା ଉଚିତ ନୁହେଁ। ଏହି ଦାନର କିଛି ଲାଭ ନାହିଁ। ଏହାର କୌଣସି ସୁଫଳ ମଧ୍ୟ ମିଳି ନ ଥାଏ।
  • ଦାନ ସବୁବେଳେ ପାତ୍ରରେ ହିଁ କରିବା ଉଚିତ। ଅର୍ଥାତ୍‌ ଆବଶ୍ୟକୀୟ ଏବଂ ଅଭାବୀ ଲୋକଙ୍କୁ ହିଁ ଦାନ କରିବା ଉଚିତ। ଯେଉଁମାନେ ଦାନ ନେଇ ସନ୍ତୁଷ୍ଟ ହୋଇ ନ ଥାନ୍ତି ଏବଂ ଆହୁରି ଅଧିକ ଆଶା କରନ୍ତି, କିମ୍ବା ଦାତାଙ୍କୁ ଅପମାନିତ କରନ୍ତି, ସେମାନଙ୍କୁ ଦାନ ଦିଆଯିବ ଉଚିତ ନୁହେଁ।
  • ପୁରୁଣା ଏବଂ ନିଜ ଉପଯୋଗରେ ନ ଆସୁଥିବା ପୁରୁଣା ଜିନିଷ କେବେ କାହାକୁ ଦାନ କରନ୍ତୁ ନାହିଁ।
  • ଘରେ ବ୍ୟବହୃତ ହେଉଥିବା ପ୍ଲାଷ୍ଟିକ କିମ୍ବା ଷ୍ଟିଲ୍‌ର କୌଣସି ବି ଜିନିଷ ଅନ୍ୟକୁ ଦାନ ଦିଅନ୍ତୁ ନାହିଁ ଏହାଦ୍ୱାରା ଅଶୁଭ ହେବା ସହ ଧନହାନି
    ମଧ୍ୟ ହୋଇଥାଏ।
  • ଯଦି କାହାର ଶନିଦଶା ପଡିଥାଏ ତେବେ, ତେଲ ଦାନ ଦ୍ୱାରା ଶନିଙ୍କ କୋପରୁ ରକ୍ଷା ମିଳିଥାଏ । କିନ୍ତୁ କାହାକୁ ଖରାପ ତେଲ ଦାନ କରିବା ଦ୍ବାରା ଅନେକ କ୍ଷତି ହେଇଥାଏ । ଘରେ ଅଶାନ୍ତି ଲାଗିରୁହେ।
  • ଗୁଡ଼, ଅଟା, ତମ୍ବା ଆଦି ଦାନ କରିବା ଅନୁଚିତ। ଏପରି କଲେ ଘରେ ଅମଙ୍ଗଳ ହେଇଥାଏ ଏବଂ ପରିବାର ସଦସ୍ୟଙ୍କ ଶରୀର ଖରାପ ହେଇଥାଏ।
  • ଝାଡ଼ୁ ମଧ୍ୟ ଦାନ କରିବା ଅନୁଚିତ। ଏହା ଦ୍ୱାରା ମା ଲକ୍ଷ୍ମୀ କ୍ରୋଧିତ ହେଇଥା’ ନ୍ତି ଏବଂ ଦାରିଦ୍ର୍ୟତା ଦେଖା ଦେଇଥାଏ ବୋଲି ବିଶ୍ବାସ ରହିଛି।
07 Jun 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp