ଡ୍ୟାନ୍ସିଙ୍ଗ୍ ପ୍ଲେଗ୍ : ନାଚୁନାଚୁ ହେଉଥିଲା ମୃତ୍ୟୁ

The Sakala Picture
Published On

ବିଶ୍ୱର ବିଭିନ୍ନ ସମୟରେ ମହାମାରୀର କରାଳ ରୂପ ଦେଖିବାକୁ ମିଳିଛି। ବର୍ତ୍ତମାନ ବିଶ୍ବ କୋରନା ମହାମାରୀ ସହ ସଂଗ୍ରାମ ଚଳାଇଛି ଏବଂ ଲକ୍ଷାଧୂକ ଲୋକ ଏହି ମହାମାରୀର ଶିକାର ହୋଇସାରିଛନ୍ତି। କିନ୍ତୁ ୫୦୦ ବର୍ଷ ପୂର୍ବେ ଏକ ଅଜବ ମହାମାରୀର ଘଟଣା ଦେଖିବାକୁ ମିଳିଥିଲା। ଏହି ମହାମାରୀରେ ଲୋକମାନେ ନୃତ୍ୟ କରିବା ସମୟରେ ମୃତ୍ୟୁର ଶିକାର ହେଉଥିଲେ। ୧୫୧୮ ଏହି ମହାମାରୀ ଫ୍ରାନ୍ସରେ ଦେଖିବାକୁ ମିଳିଥିଲା ଏବଂ ଏଥିରେ ପ୍ରାୟ ୪୦୦ ଲୋକଙ୍କ ମୃତ୍ୟୁ ହୋଇଥିଲା । […]

ବିଶ୍ୱର ବିଭିନ୍ନ ସମୟରେ ମହାମାରୀର କରାଳ ରୂପ ଦେଖିବାକୁ ମିଳିଛି। ବର୍ତ୍ତମାନ ବିଶ୍ବ କୋରନା ମହାମାରୀ ସହ ସଂଗ୍ରାମ ଚଳାଇଛି ଏବଂ ଲକ୍ଷାଧୂକ ଲୋକ ଏହି ମହାମାରୀର ଶିକାର ହୋଇସାରିଛନ୍ତି। କିନ୍ତୁ ୫୦୦ ବର୍ଷ ପୂର୍ବେ ଏକ ଅଜବ ମହାମାରୀର ଘଟଣା ଦେଖିବାକୁ ମିଳିଥିଲା। ଏହି ମହାମାରୀରେ ଲୋକମାନେ ନୃତ୍ୟ କରିବା ସମୟରେ ମୃତ୍ୟୁର ଶିକାର ହେଉଥିଲେ। ୧୫୧୮ ଏହି ମହାମାରୀ ଫ୍ରାନ୍ସରେ ଦେଖିବାକୁ ମିଳିଥିଲା ଏବଂ ଏଥିରେ ପ୍ରାୟ ୪୦୦ ଲୋକଙ୍କ ମୃତ୍ୟୁ ହୋଇଥିଲା । ୧୫୧୮ରେ ଜୁଲାଇ ମାସରେ ଫ୍ରାଉ ଟ୍ରଫି ନାମକ ଜଣେ ଯୁବତୀ ଅଚାନକ ନାଚିବା ଆରମ୍ଭ କଲେ ଏବଂ ନାଚିନାଚି ଘର ବାହାରକୁ ଚାଲିଆସିଲେ। ଏହାପରେ ଫ୍ରାଉଙ୍କ ପରିବାର ତାଙ୍କୁ ବୁଝାଇବା ପାଇଁ ଆସିଲେ।

ଆହୁରି ପଢ଼ନ୍ତୁ: ଆଧାର କାର୍ଡ ୟୁଜର୍ସଙ୍କ ପାଇଁ ବଡ଼ ଖବର: ମାଗଣାରେ ଆଧାର ଅପଡେଟ୍ କରିବାର ସମୟସୀମା ୧୪ ଜୁନ୍ ୨୦୨୬କୁ ବୃଦ୍ଧି

କିନ୍ତୁ ସେମାନେ ମଧ୍ୟ ନାଚିବା ଆରମ୍ଭ କଲେ। ସେଠାରେ ଉପସ୍ଥିତ ଥିବା ଅନେକ ଲୋକ ମଧ୍ୟ ଅଚାନକ ନୃତ୍ୟ କରିବାକୁ ଲାଗିଲେ | ଏମିତି ନାଚିବା ସମୟରେ ୩୦ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା । ଏହାପରେ ଅନେକ ସ୍ଥାନରେ ଲୋକମାନେ ଅଚାନକ ନାଚିବା ଆରମ୍ଭ କରୁଥିଲେ ଏବଂ ମୃତ୍ୟୁବରଣ କରୁଥିଲେ। ଅନେକ ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଗଲା। କିନ୍ତୁ କୌଣସି ସୁଫଳ ମିଳିନଥିଲା। ତେଣୁ ଏହି ରୋଗକୁ ଡ୍ୟାନ୍ସିଙ୍ଗ୍ ପ୍ଲେଗର ନାମ ଦିଆଯାଇଥିଲା। ଏହି ମହାମାରୀ କ’ଣ ପାଇଁ ହୋଇଥିଲା, ତାହା ଆଜି ପର୍ଯ୍ୟନ୍ତ ଏକ ରହସ୍ୟମୟ ଘଟଣା ହୋଇ ରହିଛି।

ଆହୁରି ପଢ଼ନ୍ତୁ: ମେଷ ସଂକ୍ରାନ୍ତି ଓ ସତୁଆ ସଂକ୍ରାନ୍ତି ୨୦୨୬: ଖରାଦିନେ 'ସତ୍ତୁ' ଖାଇବାର ପରମ୍ପରା ଏବଂ ଏହାର ଚମତ୍କାରୀ ସ୍ୱାସ୍ଥ୍ୟ ଉପକାରିତା

13 Sep 2021 By The Sakala

ଡ୍ୟାନ୍ସିଙ୍ଗ୍ ପ୍ଲେଗ୍ : ନାଚୁନାଚୁ ହେଉଥିଲା ମୃତ୍ୟୁ

ବିଶ୍ୱର ବିଭିନ୍ନ ସମୟରେ ମହାମାରୀର କରାଳ ରୂପ ଦେଖିବାକୁ ମିଳିଛି। ବର୍ତ୍ତମାନ ବିଶ୍ବ କୋରନା ମହାମାରୀ ସହ ସଂଗ୍ରାମ ଚଳାଇଛି ଏବଂ ଲକ୍ଷାଧୂକ ଲୋକ ଏହି ମହାମାରୀର ଶିକାର ହୋଇସାରିଛନ୍ତି। କିନ୍ତୁ ୫୦୦ ବର୍ଷ ପୂର୍ବେ ଏକ ଅଜବ ମହାମାରୀର ଘଟଣା ଦେଖିବାକୁ ମିଳିଥିଲା। ଏହି ମହାମାରୀରେ ଲୋକମାନେ ନୃତ୍ୟ କରିବା ସମୟରେ ମୃତ୍ୟୁର ଶିକାର ହେଉଥିଲେ। ୧୫୧୮ ଏହି ମହାମାରୀ ଫ୍ରାନ୍ସରେ ଦେଖିବାକୁ ମିଳିଥିଲା ଏବଂ ଏଥିରେ ପ୍ରାୟ ୪୦୦ ଲୋକଙ୍କ ମୃତ୍ୟୁ ହୋଇଥିଲା । ୧୫୧୮ରେ ଜୁଲାଇ ମାସରେ ଫ୍ରାଉ ଟ୍ରଫି ନାମକ ଜଣେ ଯୁବତୀ ଅଚାନକ ନାଚିବା ଆରମ୍ଭ କଲେ ଏବଂ ନାଚିନାଚି ଘର ବାହାରକୁ ଚାଲିଆସିଲେ। ଏହାପରେ ଫ୍ରାଉଙ୍କ ପରିବାର ତାଙ୍କୁ ବୁଝାଇବା ପାଇଁ ଆସିଲେ।

କିନ୍ତୁ ସେମାନେ ମଧ୍ୟ ନାଚିବା ଆରମ୍ଭ କଲେ। ସେଠାରେ ଉପସ୍ଥିତ ଥିବା ଅନେକ ଲୋକ ମଧ୍ୟ ଅଚାନକ ନୃତ୍ୟ କରିବାକୁ ଲାଗିଲେ | ଏମିତି ନାଚିବା ସମୟରେ ୩୦ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା । ଏହାପରେ ଅନେକ ସ୍ଥାନରେ ଲୋକମାନେ ଅଚାନକ ନାଚିବା ଆରମ୍ଭ କରୁଥିଲେ ଏବଂ ମୃତ୍ୟୁବରଣ କରୁଥିଲେ। ଅନେକ ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଗଲା। କିନ୍ତୁ କୌଣସି ସୁଫଳ ମିଳିନଥିଲା। ତେଣୁ ଏହି ରୋଗକୁ ଡ୍ୟାନ୍ସିଙ୍ଗ୍ ପ୍ଲେଗର ନାମ ଦିଆଯାଇଥିଲା। ଏହି ମହାମାରୀ କ’ଣ ପାଇଁ ହୋଇଥିଲା, ତାହା ଆଜି ପର୍ଯ୍ୟନ୍ତ ଏକ ରହସ୍ୟମୟ ଘଟଣା ହୋଇ ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର