ଘରର ସମସ୍ତ ପ୍ରକାର ନକାରାତ୍ମକ ଶକ୍ତି ଦୂର ପାଇଁ ରଖନ୍ତୁ ଫେଙ୍ଗ୍‌ସୁଇ ବେଙ୍ଗ….

The Sakala Picture
Published On

ଫେଙ୍ଗ୍‌ସୁଇରେ ଏମିତି ଅନେକ ଜିନିଷ ଥାଏ, ଯାହାକି ନକାରାତ୍ମକ ଶକ୍ତିକୁ ଦୂରେଇ ଦେବାରେ ସାହାଯ୍ୟ କରିଥାଏ। ସେମିତି ଗୋଟିଏ ଜିନିଷ ହେଉଛି ଫେଙ୍ଗ୍‌ସୁଇ ବେଙ୍ଗ। ତେବେ ଆସନ୍ତୁ ଜାଣିବା ଏହାର ଉପକାରିତା। ଫେଙ୍ଗ୍‌ସୁଇ ବେଙ୍ଗକୁ ମୁଖ୍ୟ କବାଟ ପାଖରେ ରଖିବା ଦ୍ବାରା ନକାରାତ୍ମକ ଶକ୍ତି ଘର ଭିତରକୁ ପ୍ରବେଶ କରେନାହିଁ। ଏହା ସହିତ ସୁଖ, ସମୃଦ୍ଧି ଓ ସୌଭାଗ୍ୟ ଆସିଥାଏ। ରୋଷେଇ ଘର କିମ୍ବା ଟଏଲେଟ୍ ପାଖରେ ଫେଙ୍ଗ୍‌ସୁଇ ବେଙ୍ଗକୁ ରଖନ୍ତୁ ନାହିଁ। ଏହାଦ୍ବାରା ନକାରାତ୍ମକ ଶକ୍ତି […]

ଫେଙ୍ଗ୍‌ସୁଇରେ ଏମିତି ଅନେକ ଜିନିଷ ଥାଏ, ଯାହାକି ନକାରାତ୍ମକ ଶକ୍ତିକୁ ଦୂରେଇ ଦେବାରେ ସାହାଯ୍ୟ କରିଥାଏ। ସେମିତି ଗୋଟିଏ ଜିନିଷ ହେଉଛି ଫେଙ୍ଗ୍‌ସୁଇ ବେଙ୍ଗ। ତେବେ ଆସନ୍ତୁ ଜାଣିବା ଏହାର ଉପକାରିତା।

  • ଫେଙ୍ଗ୍‌ସୁଇ ବେଙ୍ଗକୁ ମୁଖ୍ୟ କବାଟ ପାଖରେ ରଖିବା ଦ୍ବାରା ନକାରାତ୍ମକ ଶକ୍ତି ଘର ଭିତରକୁ ପ୍ରବେଶ କରେନାହିଁ। ଏହା ସହିତ ସୁଖ, ସମୃଦ୍ଧି ଓ ସୌଭାଗ୍ୟ ଆସିଥାଏ।
  • ରୋଷେଇ ଘର କିମ୍ବା ଟଏଲେଟ୍ ପାଖରେ ଫେଙ୍ଗ୍‌ସୁଇ ବେଙ୍ଗକୁ ରଖନ୍ତୁ ନାହିଁ। ଏହାଦ୍ବାରା ନକାରାତ୍ମକ ଶକ୍ତି ସୃଷ୍ଟି ହୁଏ।
  • ପାଟିରେ କଏନ୍‌ ଧରିଥିବା କିମ୍ବା କଏନ୍‌ ଉପରେ ବସିଥିବା ଫେଙ୍ଗ୍‌ସୁଇ ବେଙ୍ଗ ଘରେ ରଖିବା ଦ୍ବାରା ଘରର ଉତ୍ତରୋତ୍ତର ଉନ୍ନତି ହୋଇଥାଏ।
  • ଫେଙ୍ଗ୍‌ସୁଇ ବେଙ୍ଗକୁ ସିଧାସଳଖ ଭୂମି ଉପରେ ନ ରଖି ଉଚ୍ଚ ସ୍ଥାନରେ ଲାଲ୍‌ କାଗଜ କିମ୍ବା ଲାଲ୍‌ ରଙ୍ଗର କପଡ଼ା ଉପରେ ରଖିବା ଉଚିତ।
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର