ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି କରିବା ପାଇଁ ଫର୍ଣ୍ଣିଚର୍‌କୁ ନେଇ କ’ଣ ରହିଛି ଫେଙ୍ଗ୍‌ସୁଇ ନିୟମ, ଆସନ୍ତୁ ଜାଣିବା…

The Sakala Picture
Published On

ଘର ନିର୍ମାଣ ସମୟରେ ଅଧିକାଂଶ ଲୋକ ବାସ୍ତୁ ଓ ଫେଙ୍ଗ୍‌ସୁଇ ନିୟମ ଅନୁସରଣ କରିଥାନ୍ତି। କିନ୍ତୁ ଘର ନିର୍ମାଣ ସରିବା ପରେ ଫର୍ଣ୍ଣିଚର୍ ବା ଆସବାବପତ୍ର ପାଇଁ ପ୍ରାୟତଃ କୌଣସି ନିୟମ ଉପରେ ଦୃଷ୍ଟି ଦିଅନ୍ତି ନାହିଁ। ଫେଙ୍ଗ୍‌ସୁଇରେ ଫର୍ଣ୍ଣିଚର୍‌କୁ ନେଇ ଅନେକ କିଛି ନିୟମ ରହିଛି। ଏହି ସବୁ ନିୟମ ପାଳନ କରିବା ଦ୍ବାରା ଜୀବନରେ ସୁଖ ସମୃଦ୍ଧି ଆସିବା ସହ ଉନ୍ନତି ହୋଇଥାଏ। ଫେଙ୍ଗ୍‌ସୁଇ ଅନୁସାରେ, ଘର କିମ୍ବା ଅଫିସ୍‌ରେ ଥିବା ଫର୍ଣ୍ଣିଚର୍‌ ରଙ୍ଗ […]

ଘର ନିର୍ମାଣ ସମୟରେ ଅଧିକାଂଶ ଲୋକ ବାସ୍ତୁ ଓ ଫେଙ୍ଗ୍‌ସୁଇ ନିୟମ ଅନୁସରଣ କରିଥାନ୍ତି। କିନ୍ତୁ ଘର ନିର୍ମାଣ ସରିବା ପରେ ଫର୍ଣ୍ଣିଚର୍ ବା ଆସବାବପତ୍ର ପାଇଁ ପ୍ରାୟତଃ କୌଣସି ନିୟମ ଉପରେ ଦୃଷ୍ଟି ଦିଅନ୍ତି ନାହିଁ। ଫେଙ୍ଗ୍‌ସୁଇରେ ଫର୍ଣ୍ଣିଚର୍‌କୁ ନେଇ ଅନେକ କିଛି ନିୟମ ରହିଛି। ଏହି ସବୁ ନିୟମ ପାଳନ କରିବା ଦ୍ବାରା ଜୀବନରେ ସୁଖ ସମୃଦ୍ଧି ଆସିବା ସହ ଉନ୍ନତି ହୋଇଥାଏ।

ଆହୁରି ପଢ଼ନ୍ତୁ: ଅକ୍ଷୟ ତୃତୀୟା ୨୦୨୬: ମା' ଲକ୍ଷ୍ମୀଙ୍କର ଅତି ପ୍ରିୟ ଏହି ୫ଟି ରାଶି, ବର୍ଷିବ ଅପାର ଧନସମ୍ପତ୍ତି

  • ଫେଙ୍ଗ୍‌ସୁଇ ଅନୁସାରେ, ଘର କିମ୍ବା ଅଫିସ୍‌ରେ ଥିବା ଫର୍ଣ୍ଣିଚର୍‌ ରଙ୍ଗ ହାଲ୍‌କା ହେବା ଉଚିତ। ହାଲ୍‌କା ରଙ୍ଗରୁ ସକାରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ।

  • ସେହିଭଳି ଗୋଲାକାର କିମ୍ବା ମୁନିଆ ଫର୍ଣ୍ଣିଚର ଘରେ କିମ୍ବା ଅଫିସ୍‌ରେ ରଖିବା ଉଚିତ ନୁହେଁ। ଏହାଦ୍ବାରା ନକାରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ। ଫର୍ଣ୍ଣିଚର୍‌ର ଆକାର ସବୁବେଳେ ସାଧାରଣ ରହିବା ଆବଶ୍ୟକ।

  • ଫେଙ୍ଗ୍‌ସୁଇ ଅନୁଯାୟୀ ,ହାଲ୍‌କା ଫର୍ଣ୍ଣିଚର୍‌ଗୁଡ଼ିକୁ ଉତ୍ତର ବା ପୂର୍ବ ଦିଗରେ ଏବଂ ଓଜନିଆ ବା ଭାରୀ ଫର୍ଣ୍ଣିଚର୍‌କୁ ପଶ୍ଚିମ ବା ଦକ୍ଷିଣ ଦିଗରେ ରଖିବା ଉଚିତ। ଏଭଳି କରିବା ଦ୍ବାରା ନକାରାତ୍ମକ ଶକ୍ତିର ପ୍ରବାହ କମ୍ ହୋଇଥାଏ।

13 May 2022 By The Sakala

ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି କରିବା ପାଇଁ ଫର୍ଣ୍ଣିଚର୍‌କୁ ନେଇ କ’ଣ ରହିଛି ଫେଙ୍ଗ୍‌ସୁଇ ନିୟମ, ଆସନ୍ତୁ ଜାଣିବା…

ଘର ନିର୍ମାଣ ସମୟରେ ଅଧିକାଂଶ ଲୋକ ବାସ୍ତୁ ଓ ଫେଙ୍ଗ୍‌ସୁଇ ନିୟମ ଅନୁସରଣ କରିଥାନ୍ତି। କିନ୍ତୁ ଘର ନିର୍ମାଣ ସରିବା ପରେ ଫର୍ଣ୍ଣିଚର୍ ବା ଆସବାବପତ୍ର ପାଇଁ ପ୍ରାୟତଃ କୌଣସି ନିୟମ ଉପରେ ଦୃଷ୍ଟି ଦିଅନ୍ତି ନାହିଁ। ଫେଙ୍ଗ୍‌ସୁଇରେ ଫର୍ଣ୍ଣିଚର୍‌କୁ ନେଇ ଅନେକ କିଛି ନିୟମ ରହିଛି। ଏହି ସବୁ ନିୟମ ପାଳନ କରିବା ଦ୍ବାରା ଜୀବନରେ ସୁଖ ସମୃଦ୍ଧି ଆସିବା ସହ ଉନ୍ନତି ହୋଇଥାଏ।

  • ଫେଙ୍ଗ୍‌ସୁଇ ଅନୁସାରେ, ଘର କିମ୍ବା ଅଫିସ୍‌ରେ ଥିବା ଫର୍ଣ୍ଣିଚର୍‌ ରଙ୍ଗ ହାଲ୍‌କା ହେବା ଉଚିତ। ହାଲ୍‌କା ରଙ୍ଗରୁ ସକାରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ।

  • ସେହିଭଳି ଗୋଲାକାର କିମ୍ବା ମୁନିଆ ଫର୍ଣ୍ଣିଚର ଘରେ କିମ୍ବା ଅଫିସ୍‌ରେ ରଖିବା ଉଚିତ ନୁହେଁ। ଏହାଦ୍ବାରା ନକାରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ। ଫର୍ଣ୍ଣିଚର୍‌ର ଆକାର ସବୁବେଳେ ସାଧାରଣ ରହିବା ଆବଶ୍ୟକ।

  • ଫେଙ୍ଗ୍‌ସୁଇ ଅନୁଯାୟୀ ,ହାଲ୍‌କା ଫର୍ଣ୍ଣିଚର୍‌ଗୁଡ଼ିକୁ ଉତ୍ତର ବା ପୂର୍ବ ଦିଗରେ ଏବଂ ଓଜନିଆ ବା ଭାରୀ ଫର୍ଣ୍ଣିଚର୍‌କୁ ପଶ୍ଚିମ ବା ଦକ୍ଷିଣ ଦିଗରେ ରଖିବା ଉଚିତ। ଏଭଳି କରିବା ଦ୍ବାରା ନକାରାତ୍ମକ ଶକ୍ତିର ପ୍ରବାହ କମ୍ ହୋଇଥାଏ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp