ମନୋରଞ୍ଜନ
Sakala Desk
<% catList.forEach(function(cat){ %> <%= cat.label %> <% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %> <%= node_description %>
<% } %> <% catList.forEach(function(cat){ %> <%= cat.label %> <% }); %>
ବେଦାନ୍ତ ଆଲୁମିନିୟମ ରାୟଗଡ଼ା ଏବଂ କଳାହାଣ୍ଡିର ଗ୍ରାମାଞ୍ଚଳ ବିଦ୍ୟାଳୟରେ ଡିଜିଟାଲ ଶିକ୍ଷା ପ୍ରଦାନ କରୁଛି
Published On
By Sakala Desk
ଭୁବନେଶ୍ୱର: ଶିକ୍ଷା ସେତେବେଳେ ଅଧିକ ଅର୍ଥପୂର୍ଣ୍ଣ ହୋଇଯାଏ ଯେତେବେଳେ ଛାତ୍ରମାନେ ସଠିକ୍ ଉପକରଣ ଏବଂ ସମ୍ବଳ ପାଇଥାନ୍ତି। ଗ୍ରାମାଞ୍ଚଳର ପିଲାମାନଙ୍କ ପାଇଁ ଗୁଣାତ୍ମକ ଶିକ୍ଷା ଏବଂ ଡିଜିଟାଲ ଅନ୍ତର୍ଭୂକ୍ତିକରଣ ଲାଗି ନିଜର ପ୍ରତିବଦ୍ଧତାକୁ ସୁଦୃଢ଼ କରି ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ଓଡ଼ିଶାର ରାୟଗଡା ଏବଂ କଳାହାଣ୍ଡି ଜିଲ୍ଲାର ୬ଟି ସରକାରୀ ବିଦ୍ୟାଳୟରେ...
ଗଜାନନଙ୍କ ପୂଜା ପାଇଁ ଉତ୍ସବମୁଖର କୃଷ୍ଣପ୍ରସାଦ
Published On
By Sakala Desk
କୃଷ୍ଣପ୍ରସାଦ: ଅଗ୍ରପୂଜ୍ୟ, ବିଘ୍ନ ବିନାଶକ ଗଜାନନଙ୍କ ପୂଜା ଉତ୍ସବ କୃଷ୍ଣପ୍ରସାଦ ବ୍ଳକ ଅଞ୍ଚଳରେ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯାଇଛି । ବିଭିନ୍ନ ଅନୁଷ୍ଠାନ ଓ ଶିକ୍ଷା ଅନୁଷ୍ଠାନ ପରିସରରେ ପ୍ରଭୁ ଗଜାନନଙ୍କ ମୃଣ୍ମୟ ମୂର୍ତ୍ତି ପୂଜା ପାଉଛନ୍ତି । ବିଭିନ୍ନ ପୂଜା ମଣ୍ଡପରେ ଗଜାନନଙ୍କ ମୃଣ୍ମୟ ମୂର୍ତ୍ତି ପୂଜା ପାଉଥିବା ବେଳେ ରଙ୍ଗୀନ ଆଲୋକ...
ଭୁବନେଶ୍ୱରରେ ମଣିପାଲ୍ କମ୍ପ୍ରିହେନସିଭ୍ ସ୍କାନିଂ ଫ୍ୟାସିଲିଟି ଏବଂ ଅତ୍ୟାଧୁନିକ PET/CT ସେବା ଉପଲବ୍ଧ
Published On
By Sakala Desk
ଭୁବନେଶ୍ୱର: ଓଡ଼ିଶାରେ କ୍ୟାନସର ରୋଗର ଉନ୍ନତ ଚିହ୍ନଟ, ରୋଗର ମୂଲ୍ୟାଙ୍କନ ଏବଂ ଚିକିତ୍ସାର ଅଗ୍ରଗତି ନିରୀକ୍ଷଣକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ମଣିପାଲ ହସ୍ପିଟାଲ ଭୁବନେଶ୍ୱରରେ “ମଣିପାଲ କମ୍ପ୍ରିହେନସିଭ୍ ସ୍କାନିଂ ଫ୍ୟାସିଲିଟି” ସହ ଅତ୍ୟାଧୁନିକ PET/CT ସ୍କାନିଂ ସୁବିଧାର ଉପଲବ୍ଧ କରାଯାଇଛି। ଏହି ସୁବିଧା ମାଧ୍ୟମରେ ରୋଗୀଙ୍କ ଶରୀରର ଟିସୁ ଓ ଅଙ୍ଗପ୍ରତ୍ୟଙ୍ଗର ଗଠନ ସହ...
ଆଜି ଜାତୀୟ କ୍ରୀଡ଼ା ଦିବସ: ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସନ୍ତୁଳନ, ଶୃଙ୍ଖଳା, ଏକାଗ୍ରତା ଓ ସହନଶୀଳତା ଶିକ୍ଷା ଦେବାରେ କ୍ରୀଡ଼ାର ଭୂମିକା ଅତୁଳନୀୟ
Published On
By Sakala Desk
ଭୁବନେଶ୍ୱର(ରଞ୍ଜନ କୁମାର ରାୟ): ମାନବ ସଭ୍ୟତାର ଉଷାକାଳରୁ କ୍ରୀଡ଼ା କେବଳ ମନୋରଞ୍ଜନର ସାଧନ ହୋଇ ରହିନାହିଁ, ବରଂ ଏହା ମାନବିକ ଶାରୀରିକ ସାମର୍ଥ୍ୟ, ମାନସିକ ଦୃଢ଼ତା ଓ ଆଧ୍ୟାତ୍ମିକ ଚେତନାର ଏକ ଅଭିନ୍ନ ଅଙ୍ଗ ଭାବେ ରିଗଣିତ ହୋଇଆସିଛି। ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସନ୍ତୁଳନ, ଶୃଙ୍ଖଳା, ଏକାଗ୍ରତା ଓ ସହନଶୀଳତା ଶିକ୍ଷା ଦେବାରେ...
ବେଦାନ୍ତ ଆଲୁମିନିୟମ୍ କୋଇଲା ଖଣି: ପ୍ରତିଭାର ଶକ୍ତିରେ ପ୍ରଗତିର ପଥେ ଶିକ୍ଷା, ନେତୃତ୍ୱ ଓ ବିକାଶର ସୁଯୋଗ ମାଧ୍ୟମରେ ଭବିଷ୍ୟତ ଗଢ଼ିବା
Published On
By Sakala Desk
ଭୁବନେଶ୍ୱର: ବେଦାନ୍ତ ଆଲୁମିନିୟମ କୋଇଲା ଖଣିର ପରିଚାଳନାଗତ ସଫଳତା ପଛରେ ଏକ ଦୃଢ କାର୍ଯ୍ୟବଳ ରହିଛି ଯାହା ବ୍ୟବସାୟ ସହିତ ତାଳଦେଇ ବୃଦ୍ଧି ପାଉଛି। ଓଡ଼ିଶାରେ ଜାମଖାନି, କୁରାଲୋଇ ଏବଂ ଘୋଘରପାଳିରେ ୮୦ ରୁ ଅଧିକ ଯୁବ ପେସାଦାର ଗୁରୁତ୍ୱପୂର୍ଣ୍ଣ ବ୍ୟବସାୟ କାର୍ଯ୍ୟରେ ଯୋଗଦାନ କରୁଥିବାବେଳେ ବିଶେଷଜ୍ଞ ସୃଷ୍ଟି କରୁଛନ୍ତି, ନୂତନ ଅଭିଜ୍ଞତା ହାସଲ...
ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ଶ୍ରୀ ରାମଚନ୍ଦ୍ର ଶତପଥୀଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ମୋ ବନ୍ଦୀ ଜୀବନ’ ଉନ୍ମୋଚିତ
Published On
By Sakala Desk
ବୀରମହାରାଜପୁର: ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କଳାପଥର ପଞ୍ଚାୟତ କାର୍ଯ୍ୟାଳୟରେ ୮୦ତମ ସ୍ୱାଧୀନତା ଦିବସର ଶୁଭ ଅବସରରେ ସୁବର୍ଣ୍ଣପୁରର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ଶ୍ରୀ ରାମଚନ୍ଦ୍ର ଶତପଥୀଙ୍କ ଦ୍ୱାରା ଲିଖିତ ସ୍ୱାଧୀନତା ସଂଗ୍ରାମ ସମ୍ବନ୍ଧୀୟ ପୁସ୍ତକ 'ମୋ ବନ୍ଦୀ ଜୀବନ' ଉନ୍ମୋଚିତ ହୋଇଯାଇଛି। କଳାପଥର ପଞ୍ଚାୟତର ସରପଞ୍ଚ ସୂର୍ଯ୍ୟକାନ୍ତି ମେହେର, ପ୍ରଫେସର ଡ. ପ୍ରଫୁଲ୍ଲ କୁମାର...
ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ଆସାମ ବନ୍ୟା ପୀଡ଼ିତଙ୍କ ପାଇଁ ୨୧ କୋଟି ଟଙ୍କାର ସହାୟତା; ନୀତା ଏମ୍. ଅମ୍ବାନୀଙ୍କ ସମବେଦନା ଓ ସମର୍ଥନର ବାର୍ତ୍ତା
Published On
By Sakala Desk
ମୁମ୍ବାଇ/ଗୁୱାହାଟୀ, ଅଗଷ୍ଟ ୩, ୨୦୨୬: ରିଲାଏନ୍ସ ଫାଉଣ୍ଡେସନ୍ର ପ୍ରତିଷ୍ଠାତ୍ରୀ ଓ ଅଧ୍ୟକ୍ଷା ଶ୍ରୀମତୀ ନୀତା ଏମ୍. ଅମ୍ବାନୀ ଆସାମରେ ଭୟାବହ ବନ୍ୟାରେ ପ୍ରଭାବିତ ପରିବାରମାନଙ୍କ ସହାୟତା ପାଇଁ ଆସାମ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡକୁ ୨୧ କୋଟି ଟଙ୍କା ଅନୁଦାନ ଘୋଷଣା କରିଛନ୍ତି। ଏହି ଆର୍ଥିକ ସହାୟତା ବ୍ୟତୀତ ରିଲାଏନ୍ସ ଫାଉଣ୍ଡେସନ୍, ଭନ୍ତାରା (Vantara) ଏବଂ ରିଲାଏନ୍ସ...
ମୃତ ବୃଦ୍ଧାଙ୍କୁ ଜୀବିତ ଦର୍ଶାଇ ଭତ୍ତା ଲୁଟ୍: ସାତପଡ଼ାରେ ସାମ୍ନାକୁ ଆସିଲା ସାଂଘାତିକ ଦୁର୍ନୀତି
Published On
By Sakala Desk
ପୁରୀ: ପୁରୀ ଜିଲ୍ଲା ସାତପଡ଼ା ଅଞ୍ଚଳରୁ ଏକ ଆଶ୍ଚର୍ଯ୍ୟଜନକ ତଥା ସାଂଘାତିକ ଦୁର୍ନୀତିର ଅଭିଯୋଗ ସାମ୍ନାକୁ ଆସିଛି। ସରକାରୀ ରେକର୍ଡରେ ଜଣେ ମୃତ ବୃଦ୍ଧାଙ୍କୁ ଜୀବିତ ଦର୍ଶାଇ, ଦୀର୍ଘ ଏକ ବର୍ଷ ଧରି ତାଙ୍କ ନାମରେ ଆସୁଥିବା ଭତ୍ତା ଟଙ୍କା ହଡ଼ପ କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ସାତପଡ଼ା...
ବେଦାନ୍ତ ଆଲୁମିନିୟମର କୋଇଲା ଖଣି ପ୍ରକଳ୍ପ ଆରୋଗ୍ୟମ୍ ଜରିଆରେ ଋତୁସ୍ରାବଜନିତ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରୁଛି
Published On
By Sakala Desk
ସାରା ଭାରତରେ ମହିଳା ଏବଂ କିଶୋରୀମାନଙ୍କ ପାଇଁ ଋତୁସ୍ରାବ ଜୀବନର ଏକ ସ୍ୱାଭାବିକ ଅଂଶ ହୋଇଥିବାବେଳେ ସ୍ୱାସ୍ଥ୍ୟ କ୍ଷେତ୍ରରେ ସବୁଠାରୁ କମ୍ ଆଲୋଚିତ ଦିଗ ମଧ୍ୟରୁ ଗୋଟିଏ ହୋଇ ରହିଛି। ଏ ନେଇ ହେଉଥିବା ଆଲୋଚନାରେ କଳଙ୍କ, ଭୁଲ ସୂଚନା ଆଦି ରହି ଅସ୍ବଶ୍ତିକର ସୃଷ୍ଟି କରୁଥିବାରୁ ଅନେକ କିଶୋରୀ ଏଥିପାଇଁ ପ୍ରସ୍ତୁତ ନଥାନ୍ତି ଏବଂ...
ଆଜି ବିଶ୍ୱ କ୍ରୀଡ଼ା ସାମ୍ବାଦିକ ଦିବସ; ଇତିହାସର ସ୍କୋରବୋର୍ଡ଼ରେ ଅଦୃଶ୍ୟ ନାୟକମାନଙ୍କ ଅକ୍ଷୟ ସ୍ୱାକ୍ଷର
Published On
By Sakala Desk
ଭୁବନେଶ୍ୱର (ରଞ୍ଜନ କୁମାର ରାୟ): ଜୁଲାଇ ୨। ବିଶ୍ୱ କ୍ରୀଡ଼ା ସାମ୍ବାଦିକ ଦିବସ। ଏହା କେବଳ ଏକ ପେଶାର ଉତ୍ସବ ନୁହେଁ; ଏହା ସେହି ଅଦୃଶ୍ୟ ଯୋଦ୍ଧାମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି, ଯେଉଁମାନେ ଷ୍ଟାଡିୟମର କୋଳାହଳକୁ ଶବ୍ଦରେ ପରିଣତ କରନ୍ତି, ଘାମର ଗନ୍ଧକୁ ଗଳ୍ପରେ ବଦଳାନ୍ତି ଓ ବିଜୟ-ପରାଜୟର କ୍ଷଣକୁ ପିଢ଼ି ପରେ ପିଢ଼ି...
ତିରୁପତିରେ ଅନନ୍ତ ଅମ୍ବାନୀଙ୍କ କେଶ ଦାନ: ଭଗବାନଙ୍କ ନିକଟରେ ସମସ୍ତେ ସମାନ, ଦେଖିବାକୁ ମିଳିଲା ନମ୍ରତାର ନିଆରା ଝଲକ
Published On
By Sakala Desk
ସନାତନ ଧର୍ମର ଏହା ହେଉଛି ଚିରନ୍ତନ ସୌନ୍ଦର୍ଯ୍ୟ ଯେ ଭଗବାନଙ୍କ ନିକଟରେ ସମସ୍ତେ ସମାନ। ନିକଟରେ ଅନନ୍ତ ଅମ୍ବାନୀ ତିରୁପତି ସ୍ଥିତ ଶ୍ରୀ ଭେଙ୍କଟେଶ୍ୱର ମନ୍ଦିର ଦର୍ଶନ କରିବା ସହ ନିଜର କେଶ ଦାନ କରିଛନ୍ତି। ଏହା ତାଙ୍କର ଭକ୍ତି ଏବଂ ସମର୍ପଣର ଏକ ନିଦର୍ଶନ ପାଲଟିଛି। ଭଗବାନଙ୍କ ସମ୍ମୁଖରେ ଧନୀ କିମ୍ବା ଗରିବ, ଶକ୍ତିଶାଳୀ...
୨୦୨୮ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ ଭାରତୀୟ ଦଳର ଲକ୍ଷ୍ୟ: ରଗବୀ ୟୁନିୟନ ଅଧ୍ୟକ୍ଷ ରାହୁଲ ବୋଷ
Published On
By Sakala Desk
ଭୁବନେଶ୍ୱର(ରଞ୍ଜନ କୁମାର ରାୟ): ଭାରତୀୟ ରଗ୍ବୀ ୟୁନିୟନର ସଭାପତି ତଥା ଜଣାଶୁଣା ବଲିଉଡ୍ ଅଭିନେତା ରାହୁଲ ବୋଷ, ଭାରତରେ ରଗ୍ବି ଖେଳର ବିକାଶ ଓ ଅଲିମ୍ପିକ୍ସର ସ୍ୱପ୍ନ ନେଇ ନୂଆ ଯୋଜନା ଓ ଲିଙ୍ଗଗତ ସମାନତା ବିଷୟରେ ନିଜର ମତ ରଖିଛନ୍ତି। ନିକଟରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ୧୫ ବର୍ଷରୁ କମ୍...
टॉप न्यूज
बिजनेस
LIVE
24K
Purity 99.9%
₹ 11,662
per gram
22K
Purity 91.6%
₹ 10,682
per gram
18K
Purity 75.0%
₹ 8,746
per gram
Today's Gold Rate in Bhubaneswar



