କେବେ ବି ଦାନ କରନ୍ତୁନି ଏହି ସବୁ ଜିନିଷ…ନହେଲେ ହେବ ବହୁତ ବଡ କ୍ଷତି….

The Sakala Picture
Published On

ହିନ୍ଦୁ ଧର୍ମ ଶାସ୍ତ୍ରଗୁଡ଼ିକରେ, ଦାନକୁ ଏକ ପୁଣ୍ୟକର୍ମ ଭାବରେ ବିବେଚନା କରାଯାଏ। କିନ୍ତୁ ଏପରି କିଛି ଜିନିଷ ରହିଛି, ଯାହାକୁ ଦାନ କରିବା ଦ୍ବାରା ଦାତାଙ୍କର କ୍ଷତି ହୋଇଥାଏ ବୋଲି କୁହାଯାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଷ୍ଟିଲ୍‌ର ବାସନକୁସନକୁ କେବେ ବି ଦାନ କରିବା ଉଚିତ ନୁହେଁ। ବିଶେଷକରି ବ୍ୟବହାର କରୁଥିବା ଷ୍ଟିଲ୍‌ ବାସନଗୁଡ଼ିକୁ କାହାକୁ ଦାନ କରିବା ଦ୍ବାରା ଘରର ସୁଖଶାନ୍ତି ଭଙ୍ଗ ହୋଇଥାଏ। ସେହିଭଳି ଚିରାଫଟା ବହି କିମ୍ବା ଆଧ୍ୟାତ୍ମିକ ପୁସ୍ତକ ମଧ୍ୟ କାହାକୁ […]

ହିନ୍ଦୁ ଧର୍ମ ଶାସ୍ତ୍ରଗୁଡ଼ିକରେ, ଦାନକୁ ଏକ ପୁଣ୍ୟକର୍ମ ଭାବରେ ବିବେଚନା କରାଯାଏ। କିନ୍ତୁ ଏପରି କିଛି ଜିନିଷ ରହିଛି, ଯାହାକୁ ଦାନ କରିବା ଦ୍ବାରା ଦାତାଙ୍କର କ୍ଷତି ହୋଇଥାଏ ବୋଲି କୁହାଯାଏ।

ଆହୁରି ପଢ଼ନ୍ତୁ: ଉତ୍ତରାଖଣ୍ଡ ଚାରିଧାମ ଯାତ୍ରା: ବୈଦିକ ମନ୍ତ୍ରୋଚ୍ଚାରଣ ସହ ଖୋଲିଲା ବଦ୍ରୀନାଥ ଧାମର କପାଟ

  • ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଷ୍ଟିଲ୍‌ର ବାସନକୁସନକୁ କେବେ ବି ଦାନ କରିବା ଉଚିତ ନୁହେଁ। ବିଶେଷକରି ବ୍ୟବହାର କରୁଥିବା ଷ୍ଟିଲ୍‌ ବାସନଗୁଡ଼ିକୁ କାହାକୁ ଦାନ କରିବା ଦ୍ବାରା ଘରର ସୁଖଶାନ୍ତି ଭଙ୍ଗ ହୋଇଥାଏ।
  • ସେହିଭଳି ଚିରାଫଟା ବହି କିମ୍ବା ଆଧ୍ୟାତ୍ମିକ ପୁସ୍ତକ ମଧ୍ୟ କାହାକୁ ଦାନ କରିବା ଅନୁଚିତ। ଏଭଳି କରିବା ଦ୍ବାରା ମା’ ସରସ୍ବତୀ ରୁଷ୍ଟ ହୋଇଥାନ୍ତି ବୋଲି କୁହାଯାଏ। ଏହାଦ୍ବାରା ପିଲାଙ୍କର ପାଠପଢ଼ା ମଧ୍ୟ ପ୍ରଭାବିତ ହୋଇଥାଏ। ଅଫିସ୍ ଓ ବ୍ୟବସାୟରେ ସମସ୍ୟା ବଢ଼ିପାରେ।
  • ସେହିଭଳି ଧାରଯୁକ୍ତ କୌଣସି ଜିନିଷ ଦାନ କରିବା ଉଚିତ ନୁହେଁ। ଧାର୍ମିକ ମାନ୍ୟତା ଅନୁଯାୟୀ, ଏଭଳି ଜିନିଷ ଦାନ କରିବା ଶୁଭଦାୟକ ହୋଇ ନ ଥାଏ। ଏହାଦ୍ବାରା ଘରେ କଳିଝଗଡ଼ା ଲାଗି ରୁହେ।
  • ଅନେକ ସମୟରେ ଆମେ ସଫାସଫି କରୁଥିବା ଜିନିଷଗୁଡ଼ିକୁ ଦାନ କରିଦେଉ। ଝାଡ଼ୁଦାନ କରିବା ଦ୍ବାରା ମା’ ଲକ୍ଷ୍ମୀ ରୁଷ୍ଟ ହୋଇଥାନ୍ତି ବୋଲି କୁହାଯାଏ। ଧନତେରାସ୍‌ ଓ ଦୀପାବଳି ଅବସରରେ ଝାଡ଼ୁ କିଣିବା ଅତ୍ୟନ୍ତ ଶୁଭଦାୟକ ହୋଇଥାଏ। ତେଣୁ ଝାଡ଼ୁ କାହାକୁ ଦାନ କରିବା କଥା ନୁହେଁ।
  • କଣ୍ଟାଗଛକୁ ଘର ମଧ୍ୟରେ ରଖିବା ଉଚିତ୍ ନୁହେଁ। ଏହାଦ୍ବାରା ନକାରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ। ସେହିଭଳି ଏହାକୁ କାହାକୁ ଦାନ କରିବା କଥା ମଧ୍ୟ ଅନୁଚିତ।
01 Oct 2024 By The Sakala

କେବେ ବି ଦାନ କରନ୍ତୁନି ଏହି ସବୁ ଜିନିଷ…ନହେଲେ ହେବ ବହୁତ ବଡ କ୍ଷତି….

ହିନ୍ଦୁ ଧର୍ମ ଶାସ୍ତ୍ରଗୁଡ଼ିକରେ, ଦାନକୁ ଏକ ପୁଣ୍ୟକର୍ମ ଭାବରେ ବିବେଚନା କରାଯାଏ। କିନ୍ତୁ ଏପରି କିଛି ଜିନିଷ ରହିଛି, ଯାହାକୁ ଦାନ କରିବା ଦ୍ବାରା ଦାତାଙ୍କର କ୍ଷତି ହୋଇଥାଏ ବୋଲି କୁହାଯାଏ।

  • ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଷ୍ଟିଲ୍‌ର ବାସନକୁସନକୁ କେବେ ବି ଦାନ କରିବା ଉଚିତ ନୁହେଁ। ବିଶେଷକରି ବ୍ୟବହାର କରୁଥିବା ଷ୍ଟିଲ୍‌ ବାସନଗୁଡ଼ିକୁ କାହାକୁ ଦାନ କରିବା ଦ୍ବାରା ଘରର ସୁଖଶାନ୍ତି ଭଙ୍ଗ ହୋଇଥାଏ।
  • ସେହିଭଳି ଚିରାଫଟା ବହି କିମ୍ବା ଆଧ୍ୟାତ୍ମିକ ପୁସ୍ତକ ମଧ୍ୟ କାହାକୁ ଦାନ କରିବା ଅନୁଚିତ। ଏଭଳି କରିବା ଦ୍ବାରା ମା’ ସରସ୍ବତୀ ରୁଷ୍ଟ ହୋଇଥାନ୍ତି ବୋଲି କୁହାଯାଏ। ଏହାଦ୍ବାରା ପିଲାଙ୍କର ପାଠପଢ଼ା ମଧ୍ୟ ପ୍ରଭାବିତ ହୋଇଥାଏ। ଅଫିସ୍ ଓ ବ୍ୟବସାୟରେ ସମସ୍ୟା ବଢ଼ିପାରେ।
  • ସେହିଭଳି ଧାରଯୁକ୍ତ କୌଣସି ଜିନିଷ ଦାନ କରିବା ଉଚିତ ନୁହେଁ। ଧାର୍ମିକ ମାନ୍ୟତା ଅନୁଯାୟୀ, ଏଭଳି ଜିନିଷ ଦାନ କରିବା ଶୁଭଦାୟକ ହୋଇ ନ ଥାଏ। ଏହାଦ୍ବାରା ଘରେ କଳିଝଗଡ଼ା ଲାଗି ରୁହେ।
  • ଅନେକ ସମୟରେ ଆମେ ସଫାସଫି କରୁଥିବା ଜିନିଷଗୁଡ଼ିକୁ ଦାନ କରିଦେଉ। ଝାଡ଼ୁଦାନ କରିବା ଦ୍ବାରା ମା’ ଲକ୍ଷ୍ମୀ ରୁଷ୍ଟ ହୋଇଥାନ୍ତି ବୋଲି କୁହାଯାଏ। ଧନତେରାସ୍‌ ଓ ଦୀପାବଳି ଅବସରରେ ଝାଡ଼ୁ କିଣିବା ଅତ୍ୟନ୍ତ ଶୁଭଦାୟକ ହୋଇଥାଏ। ତେଣୁ ଝାଡ଼ୁ କାହାକୁ ଦାନ କରିବା କଥା ନୁହେଁ।
  • କଣ୍ଟାଗଛକୁ ଘର ମଧ୍ୟରେ ରଖିବା ଉଚିତ୍ ନୁହେଁ। ଏହାଦ୍ବାରା ନକାରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ। ସେହିଭଳି ଏହାକୁ କାହାକୁ ଦାନ କରିବା କଥା ମଧ୍ୟ ଅନୁଚିତ।
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp