ଟ୍ରେନ୍‌ ଇଞ୍ଜିନ ତଳେ ବସି ୧୯୦ କିମି ଯାତ୍ରା

The Sakala Picture
Published On

ପାଟନା : ବିହାରର ଜଣେ ବ୍ୟକ୍ତି ଟ୍ରେନ୍‌ ଇଞ୍ଜିନ ତଳେ ବସି ୧୯୦ କିମି ଯାତ୍ରା କରିଛନ୍ତି। ସେ ରାଜଗୀରରୁ ଗୟା ପର୍ଯ୍ୟନ୍ତ ଯାଇଛନ୍ତି। ଗୟା ରେଳ ଷ୍ଟେସନରେ ଟ୍ରେନ୍‌ ଅଟକିବାରୁ ଡ୍ରାଇଭର ଓହ୍ଲାଇ ଥିଲେ। ଏହି ସମୟରେ ଇଞ୍ଜିନ ତଳୁ କେହି ପାଣି ମାଗୁଥିବା ସେ ଶୁଣିବାକୁ ପାଇଥିଲେ। ଡ୍ରାଇଭର ଏହାର ସୂଚନା ରେଳ ଅଧିକାରୀଙ୍କୁ ଦେଇଥିଲେ। ଆରପିଏଫ ଏବଂ ଅନ୍ୟ ଲୋକମାନେ ସେଠାରୁ ବ୍ୟକ୍ତିଙ୍କୁ ଭିଡି ବାହାର କରିଥିଲେ। ବାହାରକୁ ବାହାରିବା ପରେ ବ୍ୟକ୍ତି […]

ପାଟନା : ବିହାରର ଜଣେ ବ୍ୟକ୍ତି ଟ୍ରେନ୍‌ ଇଞ୍ଜିନ ତଳେ ବସି ୧୯୦ କିମି ଯାତ୍ରା କରିଛନ୍ତି। ସେ ରାଜଗୀରରୁ ଗୟା ପର୍ଯ୍ୟନ୍ତ ଯାଇଛନ୍ତି। ଗୟା ରେଳ ଷ୍ଟେସନରେ ଟ୍ରେନ୍‌ ଅଟକିବାରୁ ଡ୍ରାଇଭର ଓହ୍ଲାଇ ଥିଲେ। ଏହି ସମୟରେ ଇଞ୍ଜିନ ତଳୁ କେହି ପାଣି ମାଗୁଥିବା ସେ ଶୁଣିବାକୁ ପାଇଥିଲେ। ଡ୍ରାଇଭର ଏହାର ସୂଚନା ରେଳ ଅଧିକାରୀଙ୍କୁ ଦେଇଥିଲେ। ଆରପିଏଫ ଏବଂ ଅନ୍ୟ ଲୋକମାନେ ସେଠାରୁ ବ୍ୟକ୍ତିଙ୍କୁ ଭିଡି ବାହାର କରିଥିଲେ। ବାହାରକୁ ବାହାରିବା ପରେ ବ୍ୟକ୍ତି ସେଠାରୁ ଫେରାର ହୋଇଯାଇଥିଲେ। ସେ ଟ୍ରେନ ଇଞ୍ଜିନ ତଳେ ଥିବା ସେଣ୍ଟ୍ରାଲ ମୋଟର (ଟ୍ରେକ୍ସନ ମୋଟର) ନିକଟରେ ବସିଥିଲେ।

ଆହୁରି ପଢ଼ନ୍ତୁ: ଆସନ୍ତା ବର୍ଷଠାରୁ ଅନଲାଇନ୍‌ରେ ହେବ ନିଟ୍ (NEET) ପରୀକ୍ଷା, ରହିବନି ଓଏମ୍‌ଆର୍ (OMR) ସିଟ୍: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

08 Jun 2022 By The Sakala

ଟ୍ରେନ୍‌ ଇଞ୍ଜିନ ତଳେ ବସି ୧୯୦ କିମି ଯାତ୍ରା

ପାଟନା : ବିହାରର ଜଣେ ବ୍ୟକ୍ତି ଟ୍ରେନ୍‌ ଇଞ୍ଜିନ ତଳେ ବସି ୧୯୦ କିମି ଯାତ୍ରା କରିଛନ୍ତି। ସେ ରାଜଗୀରରୁ ଗୟା ପର୍ଯ୍ୟନ୍ତ ଯାଇଛନ୍ତି। ଗୟା ରେଳ ଷ୍ଟେସନରେ ଟ୍ରେନ୍‌ ଅଟକିବାରୁ ଡ୍ରାଇଭର ଓହ୍ଲାଇ ଥିଲେ। ଏହି ସମୟରେ ଇଞ୍ଜିନ ତଳୁ କେହି ପାଣି ମାଗୁଥିବା ସେ ଶୁଣିବାକୁ ପାଇଥିଲେ। ଡ୍ରାଇଭର ଏହାର ସୂଚନା ରେଳ ଅଧିକାରୀଙ୍କୁ ଦେଇଥିଲେ। ଆରପିଏଫ ଏବଂ ଅନ୍ୟ ଲୋକମାନେ ସେଠାରୁ ବ୍ୟକ୍ତିଙ୍କୁ ଭିଡି ବାହାର କରିଥିଲେ। ବାହାରକୁ ବାହାରିବା ପରେ ବ୍ୟକ୍ତି ସେଠାରୁ ଫେରାର ହୋଇଯାଇଥିଲେ। ସେ ଟ୍ରେନ ଇଞ୍ଜିନ ତଳେ ଥିବା ସେଣ୍ଟ୍ରାଲ ମୋଟର (ଟ୍ରେକ୍ସନ ମୋଟର) ନିକଟରେ ବସିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର