ମୋଦିଙ୍କ ସହ ଫଟୋ ସେୟାର କଲେ ଯୋଗୀ , ନୂତନ ଭାରତ ଗଠନ ପାଇଁ ପ୍ରତିସୃତିବଦ୍ଧ

The Sakala Picture
Published On

ଲକ୍ଷ୍ନୌ: ଆସନ୍ତା ବର୍ଷ ଉତ୍ତର ପ୍ରଦେଶରେ ହେବ ବିଧାନସଭା ନିର୍ବାଚନ । ଏହି ନିର୍ବାଚନ ପୂର୍ବରୁ ତିନିଦିନିଆ ଉତ୍ତର ପ୍ରଦେଶ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ଏହି ଗସ୍ତ ସମୟରେ ୟୁପି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ମୋଦି । ତେବେ ଏହି ଆଲୋଚନା ସମୟର ଏକ ଫଟୋ ଟୁଇଟରରେ ସେୟାର କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ମୋଦି ଯୋଗୀ ଆଦିତ୍ୟନାଥଙ୍କ କାନ୍ଧରେ ହାତ ରଖି ଆଲୋଚନା […]

ଲକ୍ଷ୍ନୌ: ଆସନ୍ତା ବର୍ଷ ଉତ୍ତର ପ୍ରଦେଶରେ ହେବ ବିଧାନସଭା ନିର୍ବାଚନ । ଏହି ନିର୍ବାଚନ ପୂର୍ବରୁ ତିନିଦିନିଆ ଉତ୍ତର ପ୍ରଦେଶ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ଏହି ଗସ୍ତ ସମୟରେ ୟୁପି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ମୋଦି । ତେବେ ଏହି ଆଲୋଚନା ସମୟର ଏକ ଫଟୋ ଟୁଇଟରରେ ସେୟାର କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ମୋଦି ଯୋଗୀ ଆଦିତ୍ୟନାଥଙ୍କ କାନ୍ଧରେ ହାତ ରଖି ଆଲୋଚନା କରୁଥିବାର ନଜର ଆସିଛନ୍ତି ।

ଆହୁରି ପଢ଼ନ୍ତୁ: ଟଳିବ ତୈଳ ସଙ୍କଟ ! ରୁଷ ତେଲ କିଣିବାକୁ ସବୁ ଦେଶଙ୍କୁ ଟ୍ରମ୍ପ୍‌ଙ୍କ ଅନୁମତି

ଏହି ଫଟୋକୁ ଯୋଗୀ ତାଙ୍କ ନିଜ ଟୁଇଟର ଆକାଉଣ୍ଟରେ ସେୟାର କରି ଏକ କବିତା ମଧ୍ୟ ଲେଖିଛନ୍ତି । ସେ ଲେଖିଛନ୍ତି କି “ଆମେ ବାହାରି ପଡ଼ିଛୁ ଶପଥ କରି, ନିଜ ତନ-ମନ ଅର୍ପଣ କରି, ଜିଦ୍‌ ହେଉଛି ସୂର୍ଯ୍ୟ ଉଦୟ କରିବା, ଆକାଶଠାରୁ ଉଚ୍ଚକୁ ଯିବାର ଅଛି, ଏକ ନୂଆ ଭାରତ ଗଢିବାର ଅଛି। ତେବେ ଯୋଗୀ ଏହି ଫଟୋକୁ ଟୁଇଟର ସେୟାର କରିବା ପରେ ଏହା ଭାଇରାଲ ହେବାରେ ଲାଗିଛି ।

ଆହୁରି ପଢ଼ନ୍ତୁ: ମିରଟରେ ଜଣେ ନକଲି ଆଇଏଏସ୍ ଅଧିକାରୀ ଗିରଫ: ମଦ ନିଶାରେ ପୋଲିସକୁ ଦେଉଥିଲା ଧମକ, ଏମିତି ଖୋଲିଲା ଗୁମର

ଆସନ୍ତା ବର୍ଷ ଉତ୍ତରପ୍ରଦେଶରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ପ୍ରଧାନମନ୍ତ୍ରୀ ମୋଦି ବିଧାନସଭା ନିର୍ବାଚନ ଜିତିବା ପାଇଁ ଲଗାତର ଭାବରେ ରାଲି, ଶିଳାନ୍ୟାସ ଓ ବିଭିନ୍ନ ପ୍ରକଳ୍ପର ଲୋକର୍ପଣ ମଧ୍ୟ ହେଉଛି । ଉତ୍ତର ପ୍ରଦେଶକୁ କିପରି ଦ୍ବିତୀୟ ଥର ନିଜ କବଜ୍ଜାରେ ରଖିପାରିବେ ସେଥିପାଇଁ ମୋଦିଙ୍କ ସମତେ ବହୁ କେନ୍ଦ୍ରୀୟ ନେତା ବାରମ୍ବାର ୟୁପି ଗସ୍ତ କରି ରଣନିତୀ ପ୍ରସ୍ତୁତ କରୁଛନ୍ତି । ମୋଦିଙ୍କ ୟୁପି ଗସ୍ତ ସମୟରେ ବାରମ୍ବାର ସେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରଶାଂସ କରୁଥିବାବେଳେ ଯୋଗୀ ଆଦିତ୍ୟନାଥ ମଧ୍ୟ ତାଙ୍କ ଭାଷଣରେ ମୋଦି କରିଥିବା ଯୋଜନାର ଗୁଣଗାନ କରୁଛନ୍ତି ।

ଆହୁରି ପଢ଼ନ୍ତୁ: ଦୁବାଇରେ କାହିଁକି ରାସ୍ତାରେ କୁକୁର ଛାଡି ପଳାଉଛନ୍ତି ଲୋକେ? ସାମ୍ନାକୁ ଆସିଲା ଚିନ୍ତାଜନକ ସତ୍ୟ

21 Nov 2021 By The Sakala

ମୋଦିଙ୍କ ସହ ଫଟୋ ସେୟାର କଲେ ଯୋଗୀ , ନୂତନ ଭାରତ ଗଠନ ପାଇଁ ପ୍ରତିସୃତିବଦ୍ଧ

ଲକ୍ଷ୍ନୌ: ଆସନ୍ତା ବର୍ଷ ଉତ୍ତର ପ୍ରଦେଶରେ ହେବ ବିଧାନସଭା ନିର୍ବାଚନ । ଏହି ନିର୍ବାଚନ ପୂର୍ବରୁ ତିନିଦିନିଆ ଉତ୍ତର ପ୍ରଦେଶ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ଏହି ଗସ୍ତ ସମୟରେ ୟୁପି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ମୋଦି । ତେବେ ଏହି ଆଲୋଚନା ସମୟର ଏକ ଫଟୋ ଟୁଇଟରରେ ସେୟାର କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ମୋଦି ଯୋଗୀ ଆଦିତ୍ୟନାଥଙ୍କ କାନ୍ଧରେ ହାତ ରଖି ଆଲୋଚନା କରୁଥିବାର ନଜର ଆସିଛନ୍ତି ।

ଏହି ଫଟୋକୁ ଯୋଗୀ ତାଙ୍କ ନିଜ ଟୁଇଟର ଆକାଉଣ୍ଟରେ ସେୟାର କରି ଏକ କବିତା ମଧ୍ୟ ଲେଖିଛନ୍ତି । ସେ ଲେଖିଛନ୍ତି କି “ଆମେ ବାହାରି ପଡ଼ିଛୁ ଶପଥ କରି, ନିଜ ତନ-ମନ ଅର୍ପଣ କରି, ଜିଦ୍‌ ହେଉଛି ସୂର୍ଯ୍ୟ ଉଦୟ କରିବା, ଆକାଶଠାରୁ ଉଚ୍ଚକୁ ଯିବାର ଅଛି, ଏକ ନୂଆ ଭାରତ ଗଢିବାର ଅଛି। ତେବେ ଯୋଗୀ ଏହି ଫଟୋକୁ ଟୁଇଟର ସେୟାର କରିବା ପରେ ଏହା ଭାଇରାଲ ହେବାରେ ଲାଗିଛି ।

ଆସନ୍ତା ବର୍ଷ ଉତ୍ତରପ୍ରଦେଶରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ପ୍ରଧାନମନ୍ତ୍ରୀ ମୋଦି ବିଧାନସଭା ନିର୍ବାଚନ ଜିତିବା ପାଇଁ ଲଗାତର ଭାବରେ ରାଲି, ଶିଳାନ୍ୟାସ ଓ ବିଭିନ୍ନ ପ୍ରକଳ୍ପର ଲୋକର୍ପଣ ମଧ୍ୟ ହେଉଛି । ଉତ୍ତର ପ୍ରଦେଶକୁ କିପରି ଦ୍ବିତୀୟ ଥର ନିଜ କବଜ୍ଜାରେ ରଖିପାରିବେ ସେଥିପାଇଁ ମୋଦିଙ୍କ ସମତେ ବହୁ କେନ୍ଦ୍ରୀୟ ନେତା ବାରମ୍ବାର ୟୁପି ଗସ୍ତ କରି ରଣନିତୀ ପ୍ରସ୍ତୁତ କରୁଛନ୍ତି । ମୋଦିଙ୍କ ୟୁପି ଗସ୍ତ ସମୟରେ ବାରମ୍ବାର ସେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରଶାଂସ କରୁଥିବାବେଳେ ଯୋଗୀ ଆଦିତ୍ୟନାଥ ମଧ୍ୟ ତାଙ୍କ ଭାଷଣରେ ମୋଦି କରିଥିବା ଯୋଜନାର ଗୁଣଗାନ କରୁଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର