କାମ ଦେଉନି କରୋନା ଟିକା, ଦ୍ବିତୀୟ ଡୋଜ ନେଲା ପରେ ମଧ୍ଯ ଲକ୍ଷ୍ନୌର କେଜିଏମୟୁ ମେଡିକାଲର ୪୦ ଡାକ୍ତରଙ୍କୁ କରୋନା

The Sakala Picture
Published On

ଉତ୍ତରପ୍ରଦେଶ: ଲକ୍ଷ୍ନୌର କିଙ୍ଗ ଜର୍ଜ ମେଡିକାଲ ବିଶ୍ବବିଦ୍ୟାଳୟ( KGMU)ର କୁଳପତିଙ୍କ ସମେତ ୩୯ ଜଣ ଡାକ୍ତର କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି।  ଅଧିକାଂଶ ଡାକ୍ତର କରୋନା ଟିକାର ଦ୍ବିତୀୟ ଡୋଜ ନେଇଥିବା ମଧ୍ଯ ଜଣାପଡ଼ିଛି। ସଂକ୍ରମିତ ଡାକ୍ତରଙ୍କ ମଧ୍ୟରୁ ଅସ୍ତ୍ରୋପଚାର ବିଭାଗର ୨୦  ଜଣ, ୟୁରୋଲୋଜି ବିଭାଗର ୯ ଜଣ ଏବଂ ଔଷଧ ବିଭାଗର ୩ ଜଣ ଅଛନ୍ତି। ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ ୩ ରୁ ୪ ଦିନ ମଧ୍ୟରେ ପ୍ରାୟ ୪୦ ଜଣ ଡାକ୍ତର […]

ଉତ୍ତରପ୍ରଦେଶ: ଲକ୍ଷ୍ନୌର କିଙ୍ଗ ଜର୍ଜ ମେଡିକାଲ ବିଶ୍ବବିଦ୍ୟାଳୟ( KGMU)ର କୁଳପତିଙ୍କ ସମେତ ୩୯ ଜଣ ଡାକ୍ତର କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି।  ଅଧିକାଂଶ ଡାକ୍ତର କରୋନା ଟିକାର ଦ୍ବିତୀୟ ଡୋଜ ନେଇଥିବା ମଧ୍ଯ ଜଣାପଡ଼ିଛି। ସଂକ୍ରମିତ ଡାକ୍ତରଙ୍କ ମଧ୍ୟରୁ ଅସ୍ତ୍ରୋପଚାର ବିଭାଗର ୨୦  ଜଣ, ୟୁରୋଲୋଜି ବିଭାଗର ୯ ଜଣ ଏବଂ ଔଷଧ ବିଭାଗର ୩ ଜଣ ଅଛନ୍ତି।

ଆହୁରି ପଢ଼ନ୍ତୁ: ଟ୍ୱିଶା ଶର୍ମା ମୃତ୍ୟୁ ରହସ୍ୟ: ସ୍ୱାମୀଙ୍କୁ ମାରାଥନ୍ ଜେରା, ଦ୍ୱିତୀୟ ଶବ ବ୍ୟବଚ୍ଛେଦରୁ ଖୋଲିବ କି ଗୁମର?

ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ ୩ ରୁ ୪ ଦିନ ମଧ୍ୟରେ ପ୍ରାୟ ୪୦ ଜଣ ଡାକ୍ତର କରୋନା ପଜିଟିଭ୍ ହୋଇଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ, କୋଭିଡ ପଜିଟିଭ୍ ଆସିଥିବା ସମସ୍ତ ଡାକ୍ତର କୋଭିଡର ଦିତ୍ବୀୟ ଡୋଜ ଟିକା ଗ୍ରହଣ କରିଥିଲେ। ଏଥି ସହ କେଜିଏମୟୁ କୁଳପତି ମଧ୍ଯ କୋଭିଡର ଦ୍ୱିତୀୟ ଡୋଜ ନେଇଥିଲେ। 

ଆହୁରି ପଢ଼ନ୍ତୁ: SIR ପ୍ରକ୍ରିୟା ବୈଧ, ନିର୍ବାଚନ ଆୟୋଗ କୌଣସି ସାମ୍ବିଧାନିକ ବ୍ୟବସ୍ଥାର ଉଲ୍ଲଂଘନ କରିନାହାନ୍ତି: ସୁପ୍ରିମକୋର୍ଟ

ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ଉତ୍ତରପ୍ରଦେଶରେ ୫,୯୨୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୦ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି।

ଆହୁରି ପଢ଼ନ୍ତୁ: ଖୁବଶୀଘ୍ର ଆସିବ ପ୍ଲାଷ୍ଟିକ୍ ନୋଟ୍: ଦଶନ୍ଧି ପୁରୁଣା ଯୋଜନାକୁ ପୁଣି ଲାଗୁ କରିବ ଆରବିଆଇ (RBI)

07 Apr 2021 By The Sakala

କାମ ଦେଉନି କରୋନା ଟିକା, ଦ୍ବିତୀୟ ଡୋଜ ନେଲା ପରେ ମଧ୍ଯ ଲକ୍ଷ୍ନୌର କେଜିଏମୟୁ ମେଡିକାଲର ୪୦ ଡାକ୍ତରଙ୍କୁ କରୋନା

ଉତ୍ତରପ୍ରଦେଶ: ଲକ୍ଷ୍ନୌର କିଙ୍ଗ ଜର୍ଜ ମେଡିକାଲ ବିଶ୍ବବିଦ୍ୟାଳୟ( KGMU)ର କୁଳପତିଙ୍କ ସମେତ ୩୯ ଜଣ ଡାକ୍ତର କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି।  ଅଧିକାଂଶ ଡାକ୍ତର କରୋନା ଟିକାର ଦ୍ବିତୀୟ ଡୋଜ ନେଇଥିବା ମଧ୍ଯ ଜଣାପଡ଼ିଛି। ସଂକ୍ରମିତ ଡାକ୍ତରଙ୍କ ମଧ୍ୟରୁ ଅସ୍ତ୍ରୋପଚାର ବିଭାଗର ୨୦  ଜଣ, ୟୁରୋଲୋଜି ବିଭାଗର ୯ ଜଣ ଏବଂ ଔଷଧ ବିଭାଗର ୩ ଜଣ ଅଛନ୍ତି।

ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ ୩ ରୁ ୪ ଦିନ ମଧ୍ୟରେ ପ୍ରାୟ ୪୦ ଜଣ ଡାକ୍ତର କରୋନା ପଜିଟିଭ୍ ହୋଇଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ, କୋଭିଡ ପଜିଟିଭ୍ ଆସିଥିବା ସମସ୍ତ ଡାକ୍ତର କୋଭିଡର ଦିତ୍ବୀୟ ଡୋଜ ଟିକା ଗ୍ରହଣ କରିଥିଲେ। ଏଥି ସହ କେଜିଏମୟୁ କୁଳପତି ମଧ୍ଯ କୋଭିଡର ଦ୍ୱିତୀୟ ଡୋଜ ନେଇଥିଲେ। 

ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ଉତ୍ତରପ୍ରଦେଶରେ ୫,୯୨୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୦ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର