ମନୋରଞ୍ଜନ

ସଲମାନ ଖାନଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହଠାତ୍ ଅଦୃଶ୍ୟ, X ପେଜ୍ ସକ୍ରିୟ ଥିବାରୁ ପ୍ରଶଂସକଙ୍କ ମଧ୍ୟରେ ଛନକା
ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ
ପ୍ରସିଦ୍ଧ ଗାୟକଙ୍କୁ ବିବାହ କରିବେ କି କୋଟିପତି କାବ୍ୟା ମାରନ୍? ସ୍ପେନରେ ବାହାଘର ନେଇ ଜୋର ଧରିଛି ଚର୍ଚ୍ଚା

ଚିଲକୁ ଉଦ୍ଧାର କରିବା ବେଳେ କାର୍ ମାଡ଼ିଯାଇ ୨ ଜଣଙ୍କ ମୃତ୍ୟୁ

The Sakala Picture
Published On

ମୁମ୍ବାଇ : ଏକ ପକ୍ଷୀକୁ ଗାଡ଼ି ତଳୁ ଉଦ୍ଧାର କରିବାକୁ ଯାଇ ଦୁଇ ଜଣଙ୍କ ପ୍ରାଣ ଯାଇଛି। ଏଭଳି ଏକ ଘଟଣା କିଛି ଦିନ ତଳେ ମୁମ୍ବାଇରେ ଘଟିଥିଲା ବେଳେ ଶୁକ୍ରବାର ଏ ସମ୍ପର୍କରେ ସୂଚନା ମିଳିଛି। ମିଳିଥିବା ଖବର ଅନୁସାରେ ମୁମ୍ବାଇର ବାନ୍ଦ୍ରା-ୱର୍ଲି ସାଗର ଲିଙ୍କ ରାସ୍ତାରେ ଗତ ୩୦ ତାରିଖରେ ଅମର ମନୀଷ ଜରିୱାଲା (୪୩)ନିଜ ଗାଡ଼ିରେ ଡ୍ରାଇଭର ସହ ଯାଉଥିଲେ। ଏହି ସମୟରେ ଗୋଟିଏ ଚିଲ ତାଙ୍କ ଗାଡ଼ି ତଳକୁ ଚାଲି ଆସିଥିଲା। […]

ମୁମ୍ବାଇ : ଏକ ପକ୍ଷୀକୁ ଗାଡ଼ି ତଳୁ ଉଦ୍ଧାର କରିବାକୁ ଯାଇ ଦୁଇ ଜଣଙ୍କ ପ୍ରାଣ ଯାଇଛି। ଏଭଳି ଏକ ଘଟଣା କିଛି ଦିନ ତଳେ ମୁମ୍ବାଇରେ ଘଟିଥିଲା ବେଳେ ଶୁକ୍ରବାର ଏ ସମ୍ପର୍କରେ ସୂଚନା ମିଳିଛି। ମିଳିଥିବା ଖବର ଅନୁସାରେ ମୁମ୍ବାଇର ବାନ୍ଦ୍ରା-ୱର୍ଲି ସାଗର ଲିଙ୍କ ରାସ୍ତାରେ ଗତ ୩୦ ତାରିଖରେ ଅମର ମନୀଷ ଜରିୱାଲା (୪୩)ନିଜ ଗାଡ଼ିରେ ଡ୍ରାଇଭର ସହ ଯାଉଥିଲେ। ଏହି ସମୟରେ ଗୋଟିଏ ଚିଲ ତାଙ୍କ ଗାଡ଼ି ତଳକୁ ଚାଲି ଆସିଥିଲା। ଏହା ଦେଖି ଜରିୱାଲା ତାଙ୍କ ଡ୍ରାଇଭର ଶ୍ୟାମ ସୁନ୍ଦର କାମାତଙ୍କୁ ଗାଡ଼ି ଅଟକାଇବାକୁ କହିଥିଲେ। ଏହାପରେ ଉଭୟ ଗାଡ଼ିରୁ ଓହ୍ଲାଇ ଏହା ତଳେ ଫସିଥିବା ଚିଲକୁ ବାହାର କରିବା ପାଇଁ ଚେଷ୍ଟା କରିଥିଲେ। ସେମାନେ ଚିଲକୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରୁଥିବା ବେଳେ ମାଲଦା ଆଡ଼େ ଯାଉଥିବା ଗୋଟିଏ ଦ୍ରୁତଗାମୀ ଟ୍ୟାକ୍ସି ଉଭୟଙ୍କୁ ଧକ୍କା ଦେଇଥିଲା।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ତାରିଖ ଘୋଷଣା: ୧୨ଟି ରାଜ୍ୟର ୨୬ଟି ଆସନ ପାଇଁ ଜୁନ ୧୮ରେ ଭୋଟଗ୍ରହଣ

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଉଭୟ ପେଣ୍ଡୁ ଭଳି ଉପରକୁ ଉଠି ଛିଟିକି ପଡ଼ିଥିଲେ। ଘଟଣାସ୍ଥଳରେ ହିଁ ଜରିୱାଲାଙ୍କ ମୃତ୍ୟୁ ହୋଇଥିଲା ବେଳେ ଡ୍ରାଇଭର ଶ୍ୟାମ ସୁନ୍ଦରଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ନିଆଯାଇଥିଲା। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ଶ୍ୟାମ ସୁନ୍ଦରଙ୍କ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହି ଘଟଣାର ଏକ ସିସିଟିଭି ଫୁଟେଜ୍ ଏବେ ଭାଇରାଲ ହେବାରେ ଲାଗିଛି। ଗାଡିଟି ଉଭୟଙ୍କୁ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଉଥିବା ଦେଖାଯାଇଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରି ଭିଡିଓ ଫୁଟେଜକୁ ଆଧାର କରି ସଂପୃକ୍ତ ଗାଡି ଡ୍ରାଇଭରକୁ ଖୋଜିବା ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ: କୁସ୍ତି କାହିଁକି କ୍ଷତି ସହିବ? ବିନେଶ ଫୋଗାଟଙ୍କୁ ଏସୀୟ କ୍ରୀଡ଼ା ଟ୍ରାଏଲରୁ ବାଦ୍ ଦେବା ପ୍ରସଙ୍ଗରେ ଡବ୍ଲ୍ୟୁଏଫଆଇ ଉପରେ ବର୍ଷିଲେ ଦିଲ୍ଲୀ ହାଇକୋର୍ଟ

11 Jun 2022 By The Sakala

ଚିଲକୁ ଉଦ୍ଧାର କରିବା ବେଳେ କାର୍ ମାଡ଼ିଯାଇ ୨ ଜଣଙ୍କ ମୃତ୍ୟୁ

ମୁମ୍ବାଇ : ଏକ ପକ୍ଷୀକୁ ଗାଡ଼ି ତଳୁ ଉଦ୍ଧାର କରିବାକୁ ଯାଇ ଦୁଇ ଜଣଙ୍କ ପ୍ରାଣ ଯାଇଛି। ଏଭଳି ଏକ ଘଟଣା କିଛି ଦିନ ତଳେ ମୁମ୍ବାଇରେ ଘଟିଥିଲା ବେଳେ ଶୁକ୍ରବାର ଏ ସମ୍ପର୍କରେ ସୂଚନା ମିଳିଛି। ମିଳିଥିବା ଖବର ଅନୁସାରେ ମୁମ୍ବାଇର ବାନ୍ଦ୍ରା-ୱର୍ଲି ସାଗର ଲିଙ୍କ ରାସ୍ତାରେ ଗତ ୩୦ ତାରିଖରେ ଅମର ମନୀଷ ଜରିୱାଲା (୪୩)ନିଜ ଗାଡ଼ିରେ ଡ୍ରାଇଭର ସହ ଯାଉଥିଲେ। ଏହି ସମୟରେ ଗୋଟିଏ ଚିଲ ତାଙ୍କ ଗାଡ଼ି ତଳକୁ ଚାଲି ଆସିଥିଲା। ଏହା ଦେଖି ଜରିୱାଲା ତାଙ୍କ ଡ୍ରାଇଭର ଶ୍ୟାମ ସୁନ୍ଦର କାମାତଙ୍କୁ ଗାଡ଼ି ଅଟକାଇବାକୁ କହିଥିଲେ। ଏହାପରେ ଉଭୟ ଗାଡ଼ିରୁ ଓହ୍ଲାଇ ଏହା ତଳେ ଫସିଥିବା ଚିଲକୁ ବାହାର କରିବା ପାଇଁ ଚେଷ୍ଟା କରିଥିଲେ। ସେମାନେ ଚିଲକୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରୁଥିବା ବେଳେ ମାଲଦା ଆଡ଼େ ଯାଉଥିବା ଗୋଟିଏ ଦ୍ରୁତଗାମୀ ଟ୍ୟାକ୍ସି ଉଭୟଙ୍କୁ ଧକ୍କା ଦେଇଥିଲା।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଉଭୟ ପେଣ୍ଡୁ ଭଳି ଉପରକୁ ଉଠି ଛିଟିକି ପଡ଼ିଥିଲେ। ଘଟଣାସ୍ଥଳରେ ହିଁ ଜରିୱାଲାଙ୍କ ମୃତ୍ୟୁ ହୋଇଥିଲା ବେଳେ ଡ୍ରାଇଭର ଶ୍ୟାମ ସୁନ୍ଦରଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ନିଆଯାଇଥିଲା। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ଶ୍ୟାମ ସୁନ୍ଦରଙ୍କ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହି ଘଟଣାର ଏକ ସିସିଟିଭି ଫୁଟେଜ୍ ଏବେ ଭାଇରାଲ ହେବାରେ ଲାଗିଛି। ଗାଡିଟି ଉଭୟଙ୍କୁ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଉଥିବା ଦେଖାଯାଇଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରି ଭିଡିଓ ଫୁଟେଜକୁ ଆଧାର କରି ସଂପୃକ୍ତ ଗାଡି ଡ୍ରାଇଭରକୁ ଖୋଜିବା ଆରମ୍ଭ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର