ଟୋକିଓ ଅଲିମ୍ପିକ୍ସ ରୌପ୍ୟ ପଦକ ବିଜେତା ମୀରାବାଇ ଚାନୁଙ୍କୁ ଆଜୀବନ ମାଗଣା ପିଜା ଯୋଗାଇବ ‘ଡୋମିନୋସ୍’
ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ୪୯ କିଲୋଗ୍ରାମ ଭାରୋତ୍ତୋଳନ ମହିଳା ବର୍ଗରେ ରୌପ୍ୟ ପଦକ ଜିତି ଭାରତ ପାଇଁ ଗୌରବ ଅର୍ଜନ କରିଛନ୍ତି ଭାରତୀୟ ଭାରୋତ୍ତୋଳନକାରୀ ମିରାବାଇ ଚାନୁ। ସେ ଦ୍ବିତୀୟ ଭାରତୀୟ ମହିଳା ଭାବେ ଅଲିମ୍ପିକ୍ରେ ରୌପ୍ୟ ପଦକ ହାସଲ କରିଛନ୍ତି। ଏହାପୂର୍ବରୁ ପି.ଭି ସିନ୍ଧୁ ରୌପ୍ୟ ପଦକ ଜିଣି କିର୍ତ୍ତୀ ରଚିଥିଲେ। ଏଥିପାଇଁ ବିଶ୍ୱର ବିଭିନ୍ନ ସ୍ଥାନରୁ ବହୁ ପ୍ରଶଂସାର ସୁଅ ଛୁଟୁଥିବା ବେଳେ ଡୋମିନୋସ୍ ଇଣ୍ଡିଆ ତାଙ୍କୁ ମାଗଣାରେ ଜୀବନ ସାରା ପିଜା ଯୋଗାଇଦେବାକୁ […]
ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ୪୯ କିଲୋଗ୍ରାମ ଭାରୋତ୍ତୋଳନ ମହିଳା ବର୍ଗରେ ରୌପ୍ୟ ପଦକ ଜିତି ଭାରତ ପାଇଁ ଗୌରବ ଅର୍ଜନ କରିଛନ୍ତି ଭାରତୀୟ ଭାରୋତ୍ତୋଳନକାରୀ ମିରାବାଇ ଚାନୁ। ସେ ଦ୍ବିତୀୟ ଭାରତୀୟ ମହିଳା ଭାବେ ଅଲିମ୍ପିକ୍ରେ ରୌପ୍ୟ ପଦକ ହାସଲ କରିଛନ୍ତି। ଏହାପୂର୍ବରୁ ପି.ଭି ସିନ୍ଧୁ ରୌପ୍ୟ ପଦକ ଜିଣି କିର୍ତ୍ତୀ ରଚିଥିଲେ। ଏଥିପାଇଁ ବିଶ୍ୱର ବିଭିନ୍ନ ସ୍ଥାନରୁ ବହୁ ପ୍ରଶଂସାର ସୁଅ ଛୁଟୁଥିବା ବେଳେ ଡୋମିନୋସ୍ ଇଣ୍ଡିଆ ତାଙ୍କୁ ମାଗଣାରେ ଜୀବନ ସାରା ପିଜା ଯୋଗାଇଦେବାକୁ ପ୍ରତିଶୃତି ଦେଇଛି।
What is common between India’s Olympic medal 🥈and everytime you say you’ll just have one slice🍕 ?
ଆହୁରି ପଢ଼ନ୍ତୁ: ୨୦ ଲକ୍ଷ ଯୌତୁକ ପାଇଁ ଜୀବନ ହାରିଲେ ମହିଳା: ଉତ୍ତରପ୍ରଦେଶ ବଲିଆରେ ସ୍ୱାମୀ ଓ ଶାଶୁଘର ଲୋକଙ୍କ ନାମରେ ମାମଲା ରୁଜୁ“It’s just the first of manyyyyy ” 🥈🥇🥇🍕🍕🍕 #DominosPizza #Tokyo2020 #TokyoOlympics #MirabaiChanu
ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ଥାଣେ ଜିଲ୍ଲା ଭିୱାଣ୍ଡି ଖାଡ଼ି ନିକଟରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ, ପୋଲିସର ତଦନ୍ତ ଜାରି— dominos_india (@dominos_india) July 24, 2021
ସୂଚନା ଅନୁଯାୟୀ, ଅଲିମ୍ପିକ୍ସରେ ଦେଶ ପାଇଁ ପ୍ରଥମ ପଦକ ଜିତିବା ପରେ ସେ ମିରାବାଇ ନିଜ ଖୁସି ଜାହିର୍ କରିଥିଲେ ଏବଂ ଓଠରୁ ହସ ବନ୍ଦ ହୋଇନଥିଲା। ମଣିପୁରର ଚାମ୍ପିଅନ୍ ଲିଫ୍ଟର୍ ମୀରାବାଇ ଚାନୁ ପରେ ପ୍ରକାଶ କରିଥିଲେ ଯେ ସେ ଗତ କିଛି ବର୍ଷ ମଧ୍ୟରେ ତାଙ୍କ ଖାଦ୍ୟକୁ ଯଥେଷ୍ଟ ସୀମିତ ରଖିଛନ୍ତି। ବିଶେଷକରି ୨୦୧୬ ରିଓ ଅଲିମ୍ପିକ୍ ଅଭିଯାନ ପରେ। ପିଜା ତାଙ୍କୁ ବେଶ୍ ପସନ୍ଦ ଏବଂ ‘ପିଜା’ ସହିତ ସେ ଏହି ଐତିହାସିକ ମୁହୂର୍ତ୍ତକୁ ପାଳନ କରିବାକୁ କହିଥିଲେ।
ସେ କହିଥିଲେ ଯେ “ମୁଁ ପ୍ରଥମେ ପିଜା ଖାଇବି। ମୁଁ ପିଜା ଖାଇବାକୁ ବହୁତ ଭଲ ପାଏ।” ଚାନୁ ପିଜା ପ୍ରତି ତାଙ୍କର ଭଲପାଇବା ପ୍ରକାଶ କରିବା ପରେ ଏବଂ ତାଙ୍କ ବିଜୟକୁ ସମ୍ମାନ ଜଣାଇ ଡୋମିନୋସ୍ ଇଣ୍ଡିଆ ତାଙ୍କୁ ମାଗଣାରେ ଜୀବନ ସାରା ପିଜା ଯୋଗାଇଦେବାକୁ ପ୍ରତିଶୃତି ଦେଇଛି।

ଡୋମିନୋସ୍ ଇଣ୍ଡିଆ ଏକ ଟ୍ୱିଟ୍ ଜରିଆରେ କହିଛି ଯେ ‘ଖଣ୍ଡେ ପିଜା ପାଇଁ ମିରାବାଇ ଅପେକ୍ଷା ନକରନ୍ତୁ ସେଥିପାଇଁ ଆମେ ତାଙ୍କୁ ଏହି ପ୍ରତିଶୃତି ଦେଇଛୁ ବୋଲି ଡୋମିନୋସ୍ ଇଣ୍ଡିଆ।
ଟୋକିଓ ଅଲିମ୍ପିକ୍ସ ରୌପ୍ୟ ପଦକ ବିଜେତା ମୀରାବାଇ ଚାନୁଙ୍କୁ ଆଜୀବନ ମାଗଣା ପିଜା ଯୋଗାଇବ ‘ଡୋମିନୋସ୍’
ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ୪୯ କିଲୋଗ୍ରାମ ଭାରୋତ୍ତୋଳନ ମହିଳା ବର୍ଗରେ ରୌପ୍ୟ ପଦକ ଜିତି ଭାରତ ପାଇଁ ଗୌରବ ଅର୍ଜନ କରିଛନ୍ତି ଭାରତୀୟ ଭାରୋତ୍ତୋଳନକାରୀ ମିରାବାଇ ଚାନୁ। ସେ ଦ୍ବିତୀୟ ଭାରତୀୟ ମହିଳା ଭାବେ ଅଲିମ୍ପିକ୍ରେ ରୌପ୍ୟ ପଦକ ହାସଲ କରିଛନ୍ତି। ଏହାପୂର୍ବରୁ ପି.ଭି ସିନ୍ଧୁ ରୌପ୍ୟ ପଦକ ଜିଣି କିର୍ତ୍ତୀ ରଚିଥିଲେ। ଏଥିପାଇଁ ବିଶ୍ୱର ବିଭିନ୍ନ ସ୍ଥାନରୁ ବହୁ ପ୍ରଶଂସାର ସୁଅ ଛୁଟୁଥିବା ବେଳେ ଡୋମିନୋସ୍ ଇଣ୍ଡିଆ ତାଙ୍କୁ ମାଗଣାରେ ଜୀବନ ସାରା ପିଜା ଯୋଗାଇଦେବାକୁ ପ୍ରତିଶୃତି ଦେଇଛି।
What is common between India’s Olympic medal 🥈and everytime you say you’ll just have one slice🍕 ?
“It’s just the first of manyyyyy ” 🥈🥇🥇🍕🍕🍕 #DominosPizza #Tokyo2020 #TokyoOlympics #MirabaiChanu
— dominos_india (@dominos_india) July 24, 2021