ବାଣ ତିଆରି କାରଖାନାରେ ବିସ୍ଫୋରଣ: ଭୁଶୁଡିଲା ୩ ମହଲା କୋଠା, ୬ମୃତ

The Sakala Picture
Published On

ପାଟଣା: ବିହାରର ଛପରା ଜିଲ୍ଲାର ଖୋଦାଇବାଗ ଗ୍ରାମରେ ଥିବା ଏକ ବାଣ ତିଆରି କାରଖାନାରେ ଆଜି ବିସ୍ଫୋରଣ ଘଟିଛି। ଏହି ଘଟଣାରେ ୬ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଜଣେ ଗୁରୁତର ଆହତ ହୋଇଛନ୍ତି। କିଛି ଲୋକ ବର୍ତ୍ତମାନ ସୁଦ୍ଧା ଉକ୍ତ ମହାଲ ତଳେ ଚାପି ହୋଇ ରହିଥିବା ଜଣାପଡ଼ିଛି। ସେମାନଙ୍କୁ ଉଦ୍ଧାର କରାଯାଉଛି। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଏହି କାରଖାନା ଚାଲୁଥିବା ତିନି ମହଲା ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ମୃତକଙ୍କ ମଧ୍ୟରେ ମାଆ, ଦୁଇ […]

ପାଟଣା: ବିହାରର ଛପରା ଜିଲ୍ଲାର ଖୋଦାଇବାଗ ଗ୍ରାମରେ ଥିବା ଏକ ବାଣ ତିଆରି କାରଖାନାରେ ଆଜି ବିସ୍ଫୋରଣ ଘଟିଛି। ଏହି ଘଟଣାରେ ୬ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଜଣେ ଗୁରୁତର ଆହତ ହୋଇଛନ୍ତି। କିଛି ଲୋକ ବର୍ତ୍ତମାନ ସୁଦ୍ଧା ଉକ୍ତ ମହାଲ ତଳେ ଚାପି ହୋଇ ରହିଥିବା ଜଣାପଡ଼ିଛି। ସେମାନଙ୍କୁ ଉଦ୍ଧାର କରାଯାଉଛି। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଏହି କାରଖାନା ଚାଲୁଥିବା ତିନି ମହଲା ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ମୃତକଙ୍କ ମଧ୍ୟରେ ମାଆ, ଦୁଇ ପୁଅ, ନାତି ଏବଂ ନାତୁଣୀ ଅଛନ୍ତି।

ଆହୁରି ପଢ଼ନ୍ତୁ: ଅମରତ୍ୱ ସନ୍ଧାନରେ ପୁଟିନ୍‌: ୧୫୦ ବର୍ଷ ବଞ୍ଚିବା ପାଇଁ ରୁଷର ୨୬ ବିଲିୟନ ଡଲାରର ମାଷ୍ଟର ପ୍ଲାନ୍‌

ସ୍ଥାନୀୟ ଲୋକ କହିଛନ୍ତି ଯେ, ପ୍ରାୟ ୩ କିଲୋମିଟର ଦୂରରେ ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଥିଲା। ମସଜିଦ ନିକଟରେ ଅବସ୍ଥିତ ମହମ୍ମଦ ରେୟାଜୁ ମିଆନଙ୍କ ଘରେ ଏହି ବିସ୍ଫୋରଣ ଘଟିଛି। ଲୋକଙ୍କ କହିବାନୁସାରେ, ଆମିନା ଖାତୁନଙ୍କ ଘରେ ଆତସବାଜି ପାଇଁ ବାଣ ତିଆରି କରାଯାଇଥଆଏ। ଏହି ବାଣ ଗୁଡିକ ବିବାହ ସମେତ ଅନ୍ୟାନ୍ୟ ଖୁସିର ମାହୋଲ ସମୟରେ ବିକ୍ରି କରାଯାଇଥାଏ। ତେବେ ଏହି ବାଣ ତିିଆରି କାରଖାନା ଗାଁରେ ବେଆଇନ ଭାବେ ଚାଲୁଥିବା ସ୍ଥାନୀୟଲୋକେ ଅଭିଯୋଗ କରିଛନ୍ତି।

ଆହୁରି ପଢ଼ନ୍ତୁ: ଗଛ ଉପରୁ ‘ଟଙ୍କା ବର୍ଷା’ କଲା ମାଙ୍କଡ଼, ନୋଟ୍‌ ଗୋଟାଇବାକୁ ଲୋକଙ୍କ ଭିଡ଼

24 Jul 2022 By The Sakala

ବାଣ ତିଆରି କାରଖାନାରେ ବିସ୍ଫୋରଣ: ଭୁଶୁଡିଲା ୩ ମହଲା କୋଠା, ୬ମୃତ

ପାଟଣା: ବିହାରର ଛପରା ଜିଲ୍ଲାର ଖୋଦାଇବାଗ ଗ୍ରାମରେ ଥିବା ଏକ ବାଣ ତିଆରି କାରଖାନାରେ ଆଜି ବିସ୍ଫୋରଣ ଘଟିଛି। ଏହି ଘଟଣାରେ ୬ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଜଣେ ଗୁରୁତର ଆହତ ହୋଇଛନ୍ତି। କିଛି ଲୋକ ବର୍ତ୍ତମାନ ସୁଦ୍ଧା ଉକ୍ତ ମହାଲ ତଳେ ଚାପି ହୋଇ ରହିଥିବା ଜଣାପଡ଼ିଛି। ସେମାନଙ୍କୁ ଉଦ୍ଧାର କରାଯାଉଛି। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଏହି କାରଖାନା ଚାଲୁଥିବା ତିନି ମହଲା ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ମୃତକଙ୍କ ମଧ୍ୟରେ ମାଆ, ଦୁଇ ପୁଅ, ନାତି ଏବଂ ନାତୁଣୀ ଅଛନ୍ତି।

ସ୍ଥାନୀୟ ଲୋକ କହିଛନ୍ତି ଯେ, ପ୍ରାୟ ୩ କିଲୋମିଟର ଦୂରରେ ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଥିଲା। ମସଜିଦ ନିକଟରେ ଅବସ୍ଥିତ ମହମ୍ମଦ ରେୟାଜୁ ମିଆନଙ୍କ ଘରେ ଏହି ବିସ୍ଫୋରଣ ଘଟିଛି। ଲୋକଙ୍କ କହିବାନୁସାରେ, ଆମିନା ଖାତୁନଙ୍କ ଘରେ ଆତସବାଜି ପାଇଁ ବାଣ ତିଆରି କରାଯାଇଥଆଏ। ଏହି ବାଣ ଗୁଡିକ ବିବାହ ସମେତ ଅନ୍ୟାନ୍ୟ ଖୁସିର ମାହୋଲ ସମୟରେ ବିକ୍ରି କରାଯାଇଥାଏ। ତେବେ ଏହି ବାଣ ତିିଆରି କାରଖାନା ଗାଁରେ ବେଆଇନ ଭାବେ ଚାଲୁଥିବା ସ୍ଥାନୀୟଲୋକେ ଅଭିଯୋଗ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର