ମନୋରଞ୍ଜନ

ସଲମାନ ଖାନଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହଠାତ୍ ଅଦୃଶ୍ୟ, X ପେଜ୍ ସକ୍ରିୟ ଥିବାରୁ ପ୍ରଶଂସକଙ୍କ ମଧ୍ୟରେ ଛନକା
ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ
ପ୍ରସିଦ୍ଧ ଗାୟକଙ୍କୁ ବିବାହ କରିବେ କି କୋଟିପତି କାବ୍ୟା ମାରନ୍? ସ୍ପେନରେ ବାହାଘର ନେଇ ଜୋର ଧରିଛି ଚର୍ଚ୍ଚା

୨୦ ଟଙ୍କାର ଅଣ୍ଡା ଚୋରିକରି କନଷ୍ଟେବଳ ନିଲମ୍ବିତ

The Sakala Picture
Published On

ଚଣ୍ଡିଗଡ : ୨୦ ଟଙ୍କାର ଅଣ୍ଡା ଚୋରି କରି ନିଜ ଇଜ୍ଜତ ବିକ୍ରି କରିଦେଇଛନ୍ତି ପଞ୍ଜାବ ପୁଲିସର ଜଣେ ହେଡ କନଷ୍ଟେବଳ। ଏଥିପାଇଁ ତାଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି। ଫତେହଗଡ ସାହିବର ଏହି କନଷ୍ଟେବଳଙ୍କ ଅଣ୍ଡା ଚୋରି କରୁଥିବାର ଦୃଶ୍ୟ କ୍ୟାମେରାରେ ରେକର୍ଡ ହୋଇଯାଇଥିଲା। ଏହି ଭିଡିଓଟି ସୋସିଆଲ ମିଡିଆର ଭାଇରଲ ହେବାରେ ଲାଗିଛି। ତାଙ୍କର ଏହି କାର୍ଯ୍ୟ ଯୋଗୁଁ ପଞ୍ଜାବ ପୁଲିସର ମଧ୍ୟ ଛବି ଖରାପ ହୋଇଛି। ସୂଚନା ଅନୁଯାୟୀ ଛିନ୍ଦର ନାମ ଏକ ବ୍ୟକ୍ତି […]

ଚଣ୍ଡିଗଡ : ୨୦ ଟଙ୍କାର ଅଣ୍ଡା ଚୋରି କରି ନିଜ ଇଜ୍ଜତ ବିକ୍ରି କରିଦେଇଛନ୍ତି ପଞ୍ଜାବ ପୁଲିସର ଜଣେ ହେଡ କନଷ୍ଟେବଳ। ଏଥିପାଇଁ ତାଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି। ଫତେହଗଡ ସାହିବର ଏହି କନଷ୍ଟେବଳଙ୍କ ଅଣ୍ଡା ଚୋରି କରୁଥିବାର ଦୃଶ୍ୟ କ୍ୟାମେରାରେ ରେକର୍ଡ ହୋଇଯାଇଥିଲା। ଏହି ଭିଡିଓଟି ସୋସିଆଲ ମିଡିଆର ଭାଇରଲ ହେବାରେ ଲାଗିଛି। ତାଙ୍କର ଏହି କାର୍ଯ୍ୟ ଯୋଗୁଁ ପଞ୍ଜାବ ପୁଲିସର ମଧ୍ୟ ଛବି ଖରାପ ହୋଇଛି। ସୂଚନା ଅନୁଯାୟୀ ଛିନ୍ଦର ନାମ ଏକ ବ୍ୟକ୍ତି ଉକ୍ତ ଅଞ୍ଚଳରେ ଏକ ଠେଲାରେ ଅଣ୍ଡା ବିକ୍ରି କରୁଥିଲା। ସେ ନିକଟରେ ଥିବା ଏକ ଦୋକାନକୁ ଅଣ୍ଡା ଦେବାକୁ ଯାଇଥିଲା। ଏହି ସମୟରେ ହେଡ କନଷ୍ଟେବଳ ପ୍ରିତପାଲ ସିଂହ ଚୁପଚାପ ସେଥିରୁ ୪ଟି ଅଣ୍ଡା ନେଇ ପ୍ୟାଣ୍ଟ ପକେଟରେ ରଖି ଦେଇଥିଲା। ପରେ ଅଟୋରେ ବସି ସେଠାରୁ ପଳାଇଥିଲେ। ତେବେ ଚୋରି ସମୟରେ ଜଣେ ଅଜ୍ଞାତ ବ୍ୟକ୍ତି ତାହାର ଭିଡିଓ ରକର୍ଡିଂ କରି ନେଇଥିଲେ। ଏହା ଭାଇରାଲ ହେବା ପରେ ପ୍ରିତପାଲଙ୍କୁ ନିଲମ୍ବନ କରାଯାଇଛି ଏବଂ ତାଙ୍କ ବିରୋଧରେ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି।

ଆହୁରି ପଢ଼ନ୍ତୁ: ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ଆତଙ୍କବାଦୀ ହମଜା ବୁରହାନକୁ ପାକିସ୍ତାନରେ ଗୁଳିକରି ହତ୍ୟା

18 May 2021 By The Sakala

୨୦ ଟଙ୍କାର ଅଣ୍ଡା ଚୋରିକରି କନଷ୍ଟେବଳ ନିଲମ୍ବିତ

ଚଣ୍ଡିଗଡ : ୨୦ ଟଙ୍କାର ଅଣ୍ଡା ଚୋରି କରି ନିଜ ଇଜ୍ଜତ ବିକ୍ରି କରିଦେଇଛନ୍ତି ପଞ୍ଜାବ ପୁଲିସର ଜଣେ ହେଡ କନଷ୍ଟେବଳ। ଏଥିପାଇଁ ତାଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି। ଫତେହଗଡ ସାହିବର ଏହି କନଷ୍ଟେବଳଙ୍କ ଅଣ୍ଡା ଚୋରି କରୁଥିବାର ଦୃଶ୍ୟ କ୍ୟାମେରାରେ ରେକର୍ଡ ହୋଇଯାଇଥିଲା। ଏହି ଭିଡିଓଟି ସୋସିଆଲ ମିଡିଆର ଭାଇରଲ ହେବାରେ ଲାଗିଛି। ତାଙ୍କର ଏହି କାର୍ଯ୍ୟ ଯୋଗୁଁ ପଞ୍ଜାବ ପୁଲିସର ମଧ୍ୟ ଛବି ଖରାପ ହୋଇଛି। ସୂଚନା ଅନୁଯାୟୀ ଛିନ୍ଦର ନାମ ଏକ ବ୍ୟକ୍ତି ଉକ୍ତ ଅଞ୍ଚଳରେ ଏକ ଠେଲାରେ ଅଣ୍ଡା ବିକ୍ରି କରୁଥିଲା। ସେ ନିକଟରେ ଥିବା ଏକ ଦୋକାନକୁ ଅଣ୍ଡା ଦେବାକୁ ଯାଇଥିଲା। ଏହି ସମୟରେ ହେଡ କନଷ୍ଟେବଳ ପ୍ରିତପାଲ ସିଂହ ଚୁପଚାପ ସେଥିରୁ ୪ଟି ଅଣ୍ଡା ନେଇ ପ୍ୟାଣ୍ଟ ପକେଟରେ ରଖି ଦେଇଥିଲା। ପରେ ଅଟୋରେ ବସି ସେଠାରୁ ପଳାଇଥିଲେ। ତେବେ ଚୋରି ସମୟରେ ଜଣେ ଅଜ୍ଞାତ ବ୍ୟକ୍ତି ତାହାର ଭିଡିଓ ରକର୍ଡିଂ କରି ନେଇଥିଲେ। ଏହା ଭାଇରାଲ ହେବା ପରେ ପ୍ରିତପାଲଙ୍କୁ ନିଲମ୍ବନ କରାଯାଇଛି ଏବଂ ତାଙ୍କ ବିରୋଧରେ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର