ଡ୍ରଗ୍ସ ସେବନ ନେଇ ବଲିଉଡ଼ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଭାଇ ସିଦ୍ଧାନ୍ତ କପୁର ଅଟକ

The Sakala Picture
Published On

ମୁମ୍ବାଇ:  ଡ୍ରଗ୍ସକୁ ନେଇ ପୁଣି ଚର୍ଚ୍ଚାରେ ବଲିଉଡ଼। ପୂର୍ବରୁ ଡ୍ରଗ୍ସ ମାମଲାରେ ବଲିଉଡର ବହୁ ସେଲିବ୍ରିଟି ଛନ୍ଦି ହୋଇଥିବା ବେଳେ ପୁଣି ଡ୍ରଗ୍ସ କାରବାରକୁ ନେଇ ଚର୍ଚ୍ଚାରେ ଶ୍ରଦ୍ଧା କପୁର। ବଲିଉଡ଼ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଭାଇ ସିଦ୍ଧାନ୍ତ କପୁରଙ୍କୁ ବାଙ୍ଗାଲୋର ପୁଲିସ ଗିରଫ କରିଛି। ଡ୍ରଗ୍ସ  ସେବନ ନେଇ ଶ୍ରଦ୍ଧା କପୁରଙ୍କ ଭାଇ ସିଦ୍ଧାନ୍ତ କପୁରଙ୍କ ନାଁରେ ଅଭିଯୋଗ ହୋଇଥିଲା। ଏହା ପରେ ପୁଲିସ ଏକ ପାର୍ଟିରେ ଚଢାଉ କରି ସିଦ୍ଧାନ୍ତଙ୍କ ସମେତ ମୋଟ ୬ […]

ମୁମ୍ବାଇ:  ଡ୍ରଗ୍ସକୁ ନେଇ ପୁଣି ଚର୍ଚ୍ଚାରେ ବଲିଉଡ଼। ପୂର୍ବରୁ ଡ୍ରଗ୍ସ ମାମଲାରେ ବଲିଉଡର ବହୁ ସେଲିବ୍ରିଟି ଛନ୍ଦି ହୋଇଥିବା ବେଳେ ପୁଣି ଡ୍ରଗ୍ସ କାରବାରକୁ ନେଇ ଚର୍ଚ୍ଚାରେ ଶ୍ରଦ୍ଧା କପୁର। ବଲିଉଡ଼ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଭାଇ ସିଦ୍ଧାନ୍ତ କପୁରଙ୍କୁ ବାଙ୍ଗାଲୋର ପୁଲିସ ଗିରଫ କରିଛି। ଡ୍ରଗ୍ସ  ସେବନ ନେଇ ଶ୍ରଦ୍ଧା କପୁରଙ୍କ ଭାଇ ସିଦ୍ଧାନ୍ତ କପୁରଙ୍କ ନାଁରେ ଅଭିଯୋଗ ହୋଇଥିଲା। ଏହା ପରେ ପୁଲିସ ଏକ ପାର୍ଟିରେ ଚଢାଉ କରି ସିଦ୍ଧାନ୍ତଙ୍କ ସମେତ ମୋଟ ୬ ଜଣଙ୍କୁ ଅଟକ ରିଖିଛି। ଡ୍ରଗ୍ସ ରୀକ୍ଷଣରେ ସିଦ୍ଧାନ୍ତଙ୍କ ସମେତ ମୋଟ ୬ଜଣଙ୍କର ପଜିଟିଭ୍ ଥିବା ଜଣାପଡିଛି।

ଆହୁରି ପଢ଼ନ୍ତୁ: ଦୃଷ୍ଟିଶକ୍ତି ହରାଇବା ପୂର୍ବରୁ ଏକୁଟିଆ ବିଶ୍ୱ ଭ୍ରମଣରେ ବାହାରିଲେ ୨୨ ବର୍ଷୀୟା ଯୁବତୀ, ୫ ମାସର ଯାତ୍ରାରେ ଅନେକ ଥର ଫେରିଲେ ମୃତ୍ୟୁମୁଖରୁ

ଖବର ଅନୁଯାୟୀ, ସୁଶାନ୍ତ ସିଂ ରାଜପୁତ ମାମଲାରେ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କୁ ମଧ୍ୟ ଡ୍ରଗ୍ ମାମଲାରେ ଛନ୍ଦି ହୋଇଥିଲା।  ତେବେ ତାଙ୍କ ପାଖରେ ଡ୍ରଗ୍ସ  ଥିବାର କୌଣସି ପ୍ରମାଣ ମିଳି ପାରି ନ ଥିଲା। ସିଦ୍ଧାନ୍ତ କପୁର ଅନେକ ଚଳଚ୍ଚିତ୍ରରେ କାମ କରିଛନ୍ତି।  ହସିନା ପାର୍କର, ପଲଟନ୍, ଜଜବା, ଉଗଲିରେ ସେ କାମ କରିଛନ୍ତି। ସିଦ୍ଧନ୍ତଙ୍କୁ ଶେଷ ଥର ପାଇଁ ଚେହରେ ଚଳଚ୍ଚିତ୍ରରେ ଦେଖିବାକୁ ମିଳିଥିଲା ​​।

ଆହୁରି ପଢ଼ନ୍ତୁ: 'ଆର୍ଥିକ ଝଡ଼ ମୁଣ୍ଡ ଉପରେ, ଆମ ପ୍ରଧାନମନ୍ତ୍ରୀ ଇଟାଲୀରେ ଟଫି ବାଣ୍ଟୁଛନ୍ତି': 'ମେଲୋଡି' ପ୍ରସଙ୍ଗରେ ମୋଦୀଙ୍କ ଉପରେ ବର୍ଷିଲେ ରାହୁଲ ଗାନ୍ଧୀ

13 Jun 2022 By The Sakala

ଡ୍ରଗ୍ସ ସେବନ ନେଇ ବଲିଉଡ଼ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଭାଇ ସିଦ୍ଧାନ୍ତ କପୁର ଅଟକ

ମୁମ୍ବାଇ:  ଡ୍ରଗ୍ସକୁ ନେଇ ପୁଣି ଚର୍ଚ୍ଚାରେ ବଲିଉଡ଼। ପୂର୍ବରୁ ଡ୍ରଗ୍ସ ମାମଲାରେ ବଲିଉଡର ବହୁ ସେଲିବ୍ରିଟି ଛନ୍ଦି ହୋଇଥିବା ବେଳେ ପୁଣି ଡ୍ରଗ୍ସ କାରବାରକୁ ନେଇ ଚର୍ଚ୍ଚାରେ ଶ୍ରଦ୍ଧା କପୁର। ବଲିଉଡ଼ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଭାଇ ସିଦ୍ଧାନ୍ତ କପୁରଙ୍କୁ ବାଙ୍ଗାଲୋର ପୁଲିସ ଗିରଫ କରିଛି। ଡ୍ରଗ୍ସ  ସେବନ ନେଇ ଶ୍ରଦ୍ଧା କପୁରଙ୍କ ଭାଇ ସିଦ୍ଧାନ୍ତ କପୁରଙ୍କ ନାଁରେ ଅଭିଯୋଗ ହୋଇଥିଲା। ଏହା ପରେ ପୁଲିସ ଏକ ପାର୍ଟିରେ ଚଢାଉ କରି ସିଦ୍ଧାନ୍ତଙ୍କ ସମେତ ମୋଟ ୬ ଜଣଙ୍କୁ ଅଟକ ରିଖିଛି। ଡ୍ରଗ୍ସ ରୀକ୍ଷଣରେ ସିଦ୍ଧାନ୍ତଙ୍କ ସମେତ ମୋଟ ୬ଜଣଙ୍କର ପଜିଟିଭ୍ ଥିବା ଜଣାପଡିଛି।

ଖବର ଅନୁଯାୟୀ, ସୁଶାନ୍ତ ସିଂ ରାଜପୁତ ମାମଲାରେ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କୁ ମଧ୍ୟ ଡ୍ରଗ୍ ମାମଲାରେ ଛନ୍ଦି ହୋଇଥିଲା।  ତେବେ ତାଙ୍କ ପାଖରେ ଡ୍ରଗ୍ସ  ଥିବାର କୌଣସି ପ୍ରମାଣ ମିଳି ପାରି ନ ଥିଲା। ସିଦ୍ଧାନ୍ତ କପୁର ଅନେକ ଚଳଚ୍ଚିତ୍ରରେ କାମ କରିଛନ୍ତି।  ହସିନା ପାର୍କର, ପଲଟନ୍, ଜଜବା, ଉଗଲିରେ ସେ କାମ କରିଛନ୍ତି। ସିଦ୍ଧନ୍ତଙ୍କୁ ଶେଷ ଥର ପାଇଁ ଚେହରେ ଚଳଚ୍ଚିତ୍ରରେ ଦେଖିବାକୁ ମିଳିଥିଲା ​​।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର