ବଡ ବଡ କଥା କହୁଥିବା ପ୍ରଧାନମନ୍ତ୍ରୀ କ୍ଷମତାକୁ ଉପଭୋଗ କରୁଛନ୍ତି,ନିଜ ଦେଶରେ ଶରଣାର୍ଥୀଙ୍କ ଭଳି ରହୁଛନ୍ତି କାଶ୍ମୀର ପଣ୍ଡିତ : ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ : କାଶ୍ମୀରରେ ବୃଦ୍ଧି ପାଉଥିବା ଟାର୍ଗେଟ କିଲିଂ ଓ କାଶ୍ମୀର ପଣ୍ଡିତଙ୍କ ଉପରେ ହେଉଥିବା ଆକ୍ରମଣକୁ ନେଇ ଆଜି ବିଜେପି ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏହି ଘଟଣା ପାଇଁ ସେ ସିଧାସଳଖ କେନ୍ଦ୍ର ସରକାରଙ୍କ ଉପରେ ଦୋଷ ଲଦିଛନ୍ତି । इस साल, कश्मीर में 30 टार्गेटिड किलिंग्स हो चुकी हैं। पंडितों का पलायन तेज़ी से बढ़ रहा है। भाजपा ने यूपीए द्वारा […]
ନୂଆଦିଲ୍ଲୀ : କାଶ୍ମୀରରେ ବୃଦ୍ଧି ପାଉଥିବା ଟାର୍ଗେଟ କିଲିଂ ଓ କାଶ୍ମୀର ପଣ୍ଡିତଙ୍କ ଉପରେ ହେଉଥିବା ଆକ୍ରମଣକୁ ନେଇ ଆଜି ବିଜେପି ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏହି ଘଟଣା ପାଇଁ ସେ ସିଧାସଳଖ କେନ୍ଦ୍ର ସରକାରଙ୍କ ଉପରେ ଦୋଷ ଲଦିଛନ୍ତି ।
इस साल, कश्मीर में 30 टार्गेटिड किलिंग्स हो चुकी हैं। पंडितों का पलायन तेज़ी से बढ़ रहा है।
ଆହୁରି ପଢ଼ନ୍ତୁ: ବିଶ୍ୱ ପ୍ରତିରକ୍ଷା ବଜେଟ୍ରେ ଭାରତର ବଡ଼ ଲମ୍ଫ: ୯୨.୧ ବିଲିୟନ ଡଲାର ଖର୍ଚ୍ଚ ସହ ପଞ୍ଚମ ସର୍ବବୃହତ୍ ସାମରିକ ଶକ୍ତି ପାଲଟିଲା ଭାରତभाजपा ने यूपीए द्वारा किए गए अच्छे कामों को बर्बाद कर दिया है।
ଆହୁରି ପଢ଼ନ୍ତୁ: ଓଡିଶା ସୋସାଇଟି ଅଫ କାନାଡ଼ା ତରଫରୁ ଉତ୍କଳ ଦିବସ ପାଳନसत्ता में आने से पहले बड़ी-बड़ी बातें करने वाले PM सत्ता भोग रहे हैं और कश्मीरी पंडित अपने ही देश में शरणार्थी बने हुए हैं।
— Rahul Gandhi (@RahulGandhi) October 27, 2022
ସେ କହିଛନ୍ତି ଯେ, କ୍ଷମତାକୁ ଆସିବା ପୂର୍ବରୁ ବଡ ବଡ କଥା କହୁଥିବା ପ୍ରଧାନମନ୍ତ୍ରୀ ଆଜି କ୍ଷମତାକୁ ଉପଭୋଗ କରୁଛନ୍ତି । ହେଲେ କାଶ୍ମୀର ପଣ୍ଡିତମାନେ ନିଜ ଦେଶରେ ଶରଣାର୍ଥୀଙ୍କ ଭଳି ଜୀବନ ଯାପନ କରୁଛନ୍ତି । ରାହୁଲ ଆହୁରି କହିଛନ୍ତି ଯେ, ଚଳିତ ବର୍ଷ କାଶ୍ମୀର ଘାଟିରେ ୩୦ ଟି ଟାର୍ଗେଟ୍ କିଲିଂ ଘଟଣା ଘଟିଛି । କାଶ୍ମୀରରୁ କାଶ୍ମୀର ପଣ୍ଡିତଙ୍କ ପଳାୟନ ଦ୍ରୁତଗତିରେ ବୃଦ୍ଧି ପାଉଛି । ଏହାସହ ୟୁପିଏ ସରକାର ସମୟରେ ହୋଇଥିବା ସମସ୍ତ ଭଲ କାମକୁ ବିଜେପି ବରବାଦ କରିଦେଇଥିବା କଥା ରାହୁଲ ଗାନ୍ଧୀ କହିଛନ୍ତି।
कश्मीरी पंडितों का लगातार पलायन हो रहा है। पिछले 10 महीने में 30 कश्मीरी पंडित मारे जा चुके हैं। शोपियां, जहां 32 साल से कश्मीरी पंडितों के परिवार रुके रहे, उन्हें भी वहां से निकलना पड़ा।
मोदी सरकार अगर इसे सामान्य स्थिति कहती है तो उन्हें आंखें खोल लेनी चाहिए : श्री @Pawankhera pic.twitter.com/vobFnzuhwA— Congress (@INCIndia) October 27, 2022
ସୂଚନା ଅନୁସାରେ, କାଶ୍ମୀର ପଣ୍ଡିତ ପୂରଣ କୃଷ୍ଣାଙ୍କୁ ଚଳିତମାସ ୧୫ ତାରିଖରେ ତାଙ୍କ ଘର ବାହାରେ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଥିଲେ । ଏହାପରେ ୧୮ ତାରିଖରେ ଭଡାଘରେ ଶୋଇଥିବା ବେଳେ ମୋନିଶ କୁମାର ଓ ରାମ ସାଗରଙ୍କୁ ମଧ୍ୟ ଗୁଳି କରି ହତ୍ୟା କରାଯାଇଥିଲା । ଏଭଳି ଭାବେ ଗୋଟିକ ପରେ ଗୋଟିଏ ଘଟଣା କାରଣରୁ ଏବେ ଘାଟିରୁ କାଶ୍ମୀର ପଣ୍ଡିତମାନେ ପଳାୟନ କରୁଛନ୍ତି । ଏହି କ୍ରମରେ ଚୌଧୁରୀଗୁଣ୍ଡ ଗାଁର ୧୦ ଟି କାଶ୍ମୀର ପଣ୍ଡିତ ପରିବାର ଭୟରେ ସୋପିଆରୁ ନିଜ ଘର ଛାଡି ଏବେ ଜମ୍ମୁରେ ପହଂଚିଛନ୍ତି । ଏହାକୁ ନେଇ ଆଜି ବିଜେପିକୁ ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧୀ।
ବଡ ବଡ କଥା କହୁଥିବା ପ୍ରଧାନମନ୍ତ୍ରୀ କ୍ଷମତାକୁ ଉପଭୋଗ କରୁଛନ୍ତି,ନିଜ ଦେଶରେ ଶରଣାର୍ଥୀଙ୍କ ଭଳି ରହୁଛନ୍ତି କାଶ୍ମୀର ପଣ୍ଡିତ : ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ : କାଶ୍ମୀରରେ ବୃଦ୍ଧି ପାଉଥିବା ଟାର୍ଗେଟ କିଲିଂ ଓ କାଶ୍ମୀର ପଣ୍ଡିତଙ୍କ ଉପରେ ହେଉଥିବା ଆକ୍ରମଣକୁ ନେଇ ଆଜି ବିଜେପି ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏହି ଘଟଣା ପାଇଁ ସେ ସିଧାସଳଖ କେନ୍ଦ୍ର ସରକାରଙ୍କ ଉପରେ ଦୋଷ ଲଦିଛନ୍ତି ।
इस साल, कश्मीर में 30 टार्गेटिड किलिंग्स हो चुकी हैं। पंडितों का पलायन तेज़ी से बढ़ रहा है।
भाजपा ने यूपीए द्वारा किए गए अच्छे कामों को बर्बाद कर दिया है।
सत्ता में आने से पहले बड़ी-बड़ी बातें करने वाले PM सत्ता भोग रहे हैं और कश्मीरी पंडित अपने ही देश में शरणार्थी बने हुए हैं।