ଆନି ଏର୍ନକ୍ସଙ୍କୁ ସାହିତ୍ୟରେ ନୋବେଲ

The Sakala Picture
Published On

ସ୍ୱିଡେନ୍: ଫ୍ରାନ୍ସର ଲେଖିକା ଏନି ଏର୍ନକ୍ସଙ୍କୁ ସାହିତ୍ୟ ପାଇଁ ଚଳିତ ବର୍ଷର ନୋବେଲ ପୁରସ୍କାର ଦିଆଯିବ । ଏ ସଂପର୍କରେ ଆଜି  ସ୍ବିଡିସ ଏକାଡେମୀ ପକ୍ଷରୁ ଘୋଷଣା କରାଯାଇଛି । ଏନେଇ  ନୋବେଲ କମିଟି ପକ୍ଷରୁ କରାଯାଇଛି ଘୋଷଣା । ଚଳିତବର୍ଷ ସାହିତ୍ୟ ପାଇଁ ଆନି ଏର୍ନକ୍ସଙ୍କ ନାମ ଘୋଷଣା କରାଯାଇଛି ।  ଅପରିସୀମ ଶୌର୍ଯ୍ୟ ଓ ବ୍ୟୁତ୍ପତ୍ତି ସୃଷ୍ଟି କରି ଇତିହାସ ରଚିଥିଲେ ଆନି । ବିଶ୍ବର ବିଭିନ୍ନ ଭାଷାରେ ତାଙ୍କର ଅଗଣିତ ଲେଖା ହୋଇଛି […]

ସ୍ୱିଡେନ୍: ଫ୍ରାନ୍ସର ଲେଖିକା ଏନି ଏର୍ନକ୍ସଙ୍କୁ ସାହିତ୍ୟ ପାଇଁ ଚଳିତ ବର୍ଷର ନୋବେଲ ପୁରସ୍କାର ଦିଆଯିବ । ଏ ସଂପର୍କରେ ଆଜି  ସ୍ବିଡିସ ଏକାଡେମୀ ପକ୍ଷରୁ ଘୋଷଣା କରାଯାଇଛି । ଏନେଇ  ନୋବେଲ କମିଟି ପକ୍ଷରୁ କରାଯାଇଛି ଘୋଷଣା । ଚଳିତବର୍ଷ ସାହିତ୍ୟ ପାଇଁ ଆନି ଏର୍ନକ୍ସଙ୍କ ନାମ ଘୋଷଣା କରାଯାଇଛି ।  ଅପରିସୀମ ଶୌର୍ଯ୍ୟ ଓ ବ୍ୟୁତ୍ପତ୍ତି ସୃଷ୍ଟି କରି ଇତିହାସ ରଚିଥିଲେ ଆନି । ବିଶ୍ବର ବିଭିନ୍ନ ଭାଷାରେ ତାଙ୍କର ଅଗଣିତ ଲେଖା ହୋଇଛି ଅନୁଦିତ ।

ଆହୁରି ପଢ଼ନ୍ତୁ: 'ବୁଟ୍ସ ଅନ୍ ଦ ଗ୍ରାଉଣ୍ଡ': ଆଧୁନିକ ଯୁଦ୍ଧରେ ଏହି ଶବ୍ଦର ଅର୍ଥ, ଇତିହାସ ଏବଂ ଗୁରୁତ୍ୱ

ଶ୍ରେଣୀ ଓ ଲିଙ୍ଗଗତ ଭାବନାକୁ ନିଜର ଉପନ୍ୟାସରେ ସ୍ଥାନୀତ କରି ସାହିତ୍ୟ ଜଗତରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଆନି । ୧୯୦୧ରୁ ବର୍ତ୍ତମାନ ସୁଦ୍ଧା ୧୧୩ଜଣଙ୍କୁ ଦିଆଗଲାଣି ସାହିତ୍ୟରେ ନୋବେଲ । ସାହିତ୍ୟ ପ୍ରତି ପିଲାବେଳୁ ରୂଚି ରଖୁଥିବା ଏହି ପ୍ରସିଦ୍ଧ ଲେଖିକାଙ୍କ ଅନେକ ପୁସ୍ତକ ପାଠକଙ୍ର ହୃଦୟ ଜତିଛି ।  ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଆଦି ବିଭାଗରେ ନୋବେଲ ଘୋଷଣା କରାଯାଇଥିବାବେଳେ ଆଜି ସାହିତ୍ୟ ପାଇଁ ଘୋଷଣା ହୋଇଛି ନୋବେଲ ପୁରସ୍କାର  ।

ଆହୁରି ପଢ଼ନ୍ତୁ: ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଭାଷଣ ପରେ ଇସ୍ରାଏଲ ଉପରେ ଇରାନର କ୍ଷେପଣାସ୍ତ୍ର ମାଡ଼, ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ଉଗ୍ର

ଆହୁରି ପଢ଼ନ୍ତୁ: ବିବାହିତ ପୁରୁଷଙ୍କ ଲିଭ୍-ଇନ୍ ସମ୍ପର୍କ ଅପରାଧ ନୁହେଁ: ଆଲ୍ଲାହାବାଦ ହାଇକୋର୍ଟ

06 Oct 2022 By The Sakala

ଆନି ଏର୍ନକ୍ସଙ୍କୁ ସାହିତ୍ୟରେ ନୋବେଲ

ସ୍ୱିଡେନ୍: ଫ୍ରାନ୍ସର ଲେଖିକା ଏନି ଏର୍ନକ୍ସଙ୍କୁ ସାହିତ୍ୟ ପାଇଁ ଚଳିତ ବର୍ଷର ନୋବେଲ ପୁରସ୍କାର ଦିଆଯିବ । ଏ ସଂପର୍କରେ ଆଜି  ସ୍ବିଡିସ ଏକାଡେମୀ ପକ୍ଷରୁ ଘୋଷଣା କରାଯାଇଛି । ଏନେଇ  ନୋବେଲ କମିଟି ପକ୍ଷରୁ କରାଯାଇଛି ଘୋଷଣା । ଚଳିତବର୍ଷ ସାହିତ୍ୟ ପାଇଁ ଆନି ଏର୍ନକ୍ସଙ୍କ ନାମ ଘୋଷଣା କରାଯାଇଛି ।  ଅପରିସୀମ ଶୌର୍ଯ୍ୟ ଓ ବ୍ୟୁତ୍ପତ୍ତି ସୃଷ୍ଟି କରି ଇତିହାସ ରଚିଥିଲେ ଆନି । ବିଶ୍ବର ବିଭିନ୍ନ ଭାଷାରେ ତାଙ୍କର ଅଗଣିତ ଲେଖା ହୋଇଛି ଅନୁଦିତ ।

ଶ୍ରେଣୀ ଓ ଲିଙ୍ଗଗତ ଭାବନାକୁ ନିଜର ଉପନ୍ୟାସରେ ସ୍ଥାନୀତ କରି ସାହିତ୍ୟ ଜଗତରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଆନି । ୧୯୦୧ରୁ ବର୍ତ୍ତମାନ ସୁଦ୍ଧା ୧୧୩ଜଣଙ୍କୁ ଦିଆଗଲାଣି ସାହିତ୍ୟରେ ନୋବେଲ । ସାହିତ୍ୟ ପ୍ରତି ପିଲାବେଳୁ ରୂଚି ରଖୁଥିବା ଏହି ପ୍ରସିଦ୍ଧ ଲେଖିକାଙ୍କ ଅନେକ ପୁସ୍ତକ ପାଠକଙ୍ର ହୃଦୟ ଜତିଛି ।  ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଆଦି ବିଭାଗରେ ନୋବେଲ ଘୋଷଣା କରାଯାଇଥିବାବେଳେ ଆଜି ସାହିତ୍ୟ ପାଇଁ ଘୋଷଣା ହୋଇଛି ନୋବେଲ ପୁରସ୍କାର  ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର