ଶ୍ମଶାନରେ ଜାଗାନାହିଁ, ଫୁଟପାଥ୍‌ରେ ଜଳୁଛି ଜୁଇ

The Sakala Picture
Published On

ନୂଆଦିଲ୍ଲୀ, ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ସରକାରୀ ଯେତିକି ତଥ୍ୟ ଦେଉଛନ୍ତି ତାହାଠାରୁ ଅଧିକ ୫ ଗୁଣ ଲୋକଙ୍କ ମୃତ୍ୟୁ ହେଉଛି ବୋଲି ବିଶେଷଜ୍ଞମାନେ ଦାବି କରୁଛନ୍ତି। ଏଥିଯୋଗୁଁ ଶ୍ମଶାନ ଏବଂ କବରସ୍ଥାନ ଗୁଡିକରେ ସ୍ଥାନାଭାବ ଦେଖାଦେଇଛି। ଲୋକେ ରାସ୍ତାକଡରେ ଅନ୍ତିମ ସଂସ୍କାର କରିବାକୁ ବାଧ୍ୟ ହେଉଛନ୍ତି। ଚାରିଆଡେ ଚିତା ଜଳୁଛି ଏବଂ ଦେଶରେ ଶୋକ ଡୁବି ରହୁଛି। ଗାଜିଆବାଦର ଶ୍ମଶାନରେ ଦାହସଂସ୍କାର ପାଇଁ ଜାଗାକମ ପଡୁଛି। ରାଜଧାନୀକୁ ଲାଗି ରହିଥିବା […]

ନୂଆଦିଲ୍ଲୀ, ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ସରକାରୀ ଯେତିକି ତଥ୍ୟ ଦେଉଛନ୍ତି ତାହାଠାରୁ ଅଧିକ ୫ ଗୁଣ ଲୋକଙ୍କ ମୃତ୍ୟୁ ହେଉଛି ବୋଲି ବିଶେଷଜ୍ଞମାନେ ଦାବି କରୁଛନ୍ତି। ଏଥିଯୋଗୁଁ ଶ୍ମଶାନ ଏବଂ କବରସ୍ଥାନ ଗୁଡିକରେ ସ୍ଥାନାଭାବ ଦେଖାଦେଇଛି। ଲୋକେ ରାସ୍ତାକଡରେ ଅନ୍ତିମ ସଂସ୍କାର କରିବାକୁ ବାଧ୍ୟ ହେଉଛନ୍ତି। ଚାରିଆଡେ ଚିତା ଜଳୁଛି ଏବଂ ଦେଶରେ ଶୋକ ଡୁବି ରହୁଛି। ଗାଜିଆବାଦର ଶ୍ମଶାନରେ ଦାହସଂସ୍କାର ପାଇଁ ଜାଗାକମ ପଡୁଛି। ରାଜଧାନୀକୁ ଲାଗି ରହିଥିବା ଏହି ସହରରେ ପ୍ରତି ମୂହୁର୍ତ୍ତରେ କାହାର ନା କାହାର ମୃତ୍ୟୁ ହେଉଛି।

ଆହୁରି ପଢ଼ନ୍ତୁ: ଆମେରିକା ଏବଂ ଇରାନ ମଧ୍ୟରେ ଐତିହାସିକ ଶାନ୍ତି ଚୁକ୍ତି: ପରମାଣୁ କାର୍ଯ୍ୟକ୍ରମ ଉପରେ ରୋକ ଏବଂ ହରମୁଜ୍ ପ୍ରଣାଳୀ ଖୋଲିବାକୁ ନିଷ୍ପତ୍ତି

ଏବେ ସ୍ଥିତି ଏପରି ହୋଇଛି ଯେ ଫୁଟପାଥରେ ଚିତା ଜଳୁଛି। ସେହିପରି କର୍ଣ୍ଣାଟକରେ ଘର ନିକଟରେ ଏବଂ କ୍ଷେତରେ ଅନ୍ତିମ ସଂସ୍କାର କରିବାକୁ ଅନୁମତି ଦିଆଯାଇଛି। ପ୍ରାୟ ୩ ଦିନ ତଳେ ଗାଜିଆବାଦ ସ୍ଥିତ ଗାଜିଆବାଦ ସ୍ଥିତ ହିଣ୍ଡନ ନଦୀ କୂଳରେ ଧାଡିରେ ଶବ ସଂସ୍କାର କରାଯାଇଥିଲା। ଏଠାରେ ୩୫ରୁ ଅଧିକ ଶବକୁ ଶ୍ମଶାନ ବିପରୀତ ପାର୍ଶ୍ବରେ ଥିବା ଫୁଟପାଥରେ ଜଳା ଯାଇଥିଲା। ଏହି ଶବକୁ ଆଣି ଆସିଥିବା ଆମ୍ବୁଲାନ୍ସର ଲାଇନ ଲାଗିଥିଲା। ଅନେକ ଆମ୍ବୁଲାନ୍ସର ନମ୍ବର ପ୍ଲେଟ ମଧ୍ୟ ନଥିଲା।

ଆହୁରି ପଢ଼ନ୍ତୁ: ୟୁକ୍ରେନର ମାରାତ୍ମକ ଡ୍ରୋନ ଆକ୍ରମଣ: ଧ୍ୱସ୍ତ ହେଲା ଋଷର ସପ୍ଲାଇ ଲାଇନ, ବଢିଲା ପୁଟିନଙ୍କ ଚିନ୍ତା

ଗାଜିଆବାଦ୍‌ରେ ଶବ ଧରି ଦାହ ଅପେକ୍ଷାରେ ପରିବାର ସଦସ୍ୟ

ରାଞ୍ଚିର ସ୍ବରା ଘାଟରେ ମୃତକଙ୍କ ଅନ୍ତିମ ସଂସ୍କାର କରୁଛନ୍ତି ସମ୍ପର୍କୀୟ

ଏଥିରେ ଲେଖାଥିବା ନମ୍ବରକୁ ଫୋନ କରିବା ପରେ ସ୍ବିଚ ଅଫ କହିଥିଲା। ଏଠାରେ ଛିଡା ହୋଇଥିବା ଜଣେ ମହିଳା ନିଜ ପିତାଙ୍କ ଅନ୍ତିମ ସଂସ୍କାର ପାଇଁ ୬ ଘଣ୍ଟା ଅପେକ୍ଷା କରିବାକୁ ପଡିଥିଲା। ଏହି ସମୟରେ ସେ ପିପିଇ କିଟ୍ ପିନ୍ଧି ଛିଡା ହୋଇଥିଲେ। ଅନ୍ୟପକ୍ଷରେ ଦିଲ୍ଲୀରେ କରୋନା ମୃତ୍ୟୁସଂଖ୍ୟା ଦ୍ରୁତ ଗିତରେ ବୃଦ୍ଧି ପାଉଛି। ଏଭଳି ସ୍ଥିତିରେ ଦକ୍ଷିଣ ଦିଲ୍ଲୀର ନଗର ନିଗମ କୁକୁରଙ୍କ କବରସ୍ଥାନରେ ଲୋକଙ୍କ ଅନ୍ତିମ ସଂସ୍କାର କରିବାକୁ ଅନୁମତି ଦେଇଛି।

ପ୍ରୟାଗରାଜ ଗଙ୍ଗାନୀଦ କୂଳରେ ଥିବା ଶ୍ମଶାନରେ ଅନବରତ ଜଳୁଛି ଜୁଇ

ମଧ୍ୟପ୍ରଦେଶ ଲୋଧୀ ରୋଡ ସ୍ଥିତ ଶ୍ମଶାନରେ ଶବ ଧାଡି

30 Apr 2021 By The Sakala

ଶ୍ମଶାନରେ ଜାଗାନାହିଁ, ଫୁଟପାଥ୍‌ରେ ଜଳୁଛି ଜୁଇ

ନୂଆଦିଲ୍ଲୀ, ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ସରକାରୀ ଯେତିକି ତଥ୍ୟ ଦେଉଛନ୍ତି ତାହାଠାରୁ ଅଧିକ ୫ ଗୁଣ ଲୋକଙ୍କ ମୃତ୍ୟୁ ହେଉଛି ବୋଲି ବିଶେଷଜ୍ଞମାନେ ଦାବି କରୁଛନ୍ତି। ଏଥିଯୋଗୁଁ ଶ୍ମଶାନ ଏବଂ କବରସ୍ଥାନ ଗୁଡିକରେ ସ୍ଥାନାଭାବ ଦେଖାଦେଇଛି। ଲୋକେ ରାସ୍ତାକଡରେ ଅନ୍ତିମ ସଂସ୍କାର କରିବାକୁ ବାଧ୍ୟ ହେଉଛନ୍ତି। ଚାରିଆଡେ ଚିତା ଜଳୁଛି ଏବଂ ଦେଶରେ ଶୋକ ଡୁବି ରହୁଛି। ଗାଜିଆବାଦର ଶ୍ମଶାନରେ ଦାହସଂସ୍କାର ପାଇଁ ଜାଗାକମ ପଡୁଛି। ରାଜଧାନୀକୁ ଲାଗି ରହିଥିବା ଏହି ସହରରେ ପ୍ରତି ମୂହୁର୍ତ୍ତରେ କାହାର ନା କାହାର ମୃତ୍ୟୁ ହେଉଛି।

ଦିଲ୍ଲୀରେ ସାମୂହିକ ଶବଦାହ

ଏବେ ସ୍ଥିତି ଏପରି ହୋଇଛି ଯେ ଫୁଟପାଥରେ ଚିତା ଜଳୁଛି। ସେହିପରି କର୍ଣ୍ଣାଟକରେ ଘର ନିକଟରେ ଏବଂ କ୍ଷେତରେ ଅନ୍ତିମ ସଂସ୍କାର କରିବାକୁ ଅନୁମତି ଦିଆଯାଇଛି। ପ୍ରାୟ ୩ ଦିନ ତଳେ ଗାଜିଆବାଦ ସ୍ଥିତ ଗାଜିଆବାଦ ସ୍ଥିତ ହିଣ୍ଡନ ନଦୀ କୂଳରେ ଧାଡିରେ ଶବ ସଂସ୍କାର କରାଯାଇଥିଲା। ଏଠାରେ ୩୫ରୁ ଅଧିକ ଶବକୁ ଶ୍ମଶାନ ବିପରୀତ ପାର୍ଶ୍ବରେ ଥିବା ଫୁଟପାଥରେ ଜଳା ଯାଇଥିଲା। ଏହି ଶବକୁ ଆଣି ଆସିଥିବା ଆମ୍ବୁଲାନ୍ସର ଲାଇନ ଲାଗିଥିଲା। ଅନେକ ଆମ୍ବୁଲାନ୍ସର ନମ୍ବର ପ୍ଲେଟ ମଧ୍ୟ ନଥିଲା।

ଗାଜିଆବାଦ୍‌ରେ ଶବ ଧରି ଦାହ ଅପେକ୍ଷାରେ ପରିବାର ସଦସ୍ୟ

ଗାଜିଆବାଦ୍‌ରେ ଶବ ଧରି ଦାହ ଅପେକ୍ଷାରେ ପରିବାର ସଦସ୍ୟ

ରାଞ୍ଚିର ସ୍ବରା ଘାଟରେ ମୃତକଙ୍କ ଅନ୍ତିମ ସଂସ୍କାର କରୁଛନ୍ତି ସମ୍ପର୍କୀୟ

ରାଞ୍ଚିର ସ୍ବରା ଘାଟରେ ମୃତକଙ୍କ ଅନ୍ତିମ ସଂସ୍କାର କରୁଛନ୍ତି ସମ୍ପର୍କୀୟ

ଏଥିରେ ଲେଖାଥିବା ନମ୍ବରକୁ ଫୋନ କରିବା ପରେ ସ୍ବିଚ ଅଫ କହିଥିଲା। ଏଠାରେ ଛିଡା ହୋଇଥିବା ଜଣେ ମହିଳା ନିଜ ପିତାଙ୍କ ଅନ୍ତିମ ସଂସ୍କାର ପାଇଁ ୬ ଘଣ୍ଟା ଅପେକ୍ଷା କରିବାକୁ ପଡିଥିଲା। ଏହି ସମୟରେ ସେ ପିପିଇ କିଟ୍ ପିନ୍ଧି ଛିଡା ହୋଇଥିଲେ। ଅନ୍ୟପକ୍ଷରେ ଦିଲ୍ଲୀରେ କରୋନା ମୃତ୍ୟୁସଂଖ୍ୟା ଦ୍ରୁତ ଗିତରେ ବୃଦ୍ଧି ପାଉଛି। ଏଭଳି ସ୍ଥିତିରେ ଦକ୍ଷିଣ ଦିଲ୍ଲୀର ନଗର ନିଗମ କୁକୁରଙ୍କ କବରସ୍ଥାନରେ ଲୋକଙ୍କ ଅନ୍ତିମ ସଂସ୍କାର କରିବାକୁ ଅନୁମତି ଦେଇଛି।

ପ୍ରୟାଗରାଜ ଗଙ୍ଗାନୀଦ କୂଳରେ ଥିବା ଶ୍ମଶାନରେ ଅନବରତ ଜଳୁଛି ଜୁଇ

ପ୍ରୟାଗରାଜ ଗଙ୍ଗାନୀଦ କୂଳରେ ଥିବା ଶ୍ମଶାନରେ ଅନବରତ ଜଳୁଛି ଜୁଇ

ମଧ୍ୟପ୍ରଦେଶ ଲୋଧୀ ରୋଡ ସ୍ଥିତ ଶ୍ମଶାନରେ ଶବ ଧାଡି

ମଧ୍ୟପ୍ରଦେଶ ଲୋଧୀ ରୋଡ ସ୍ଥିତ ଶ୍ମଶାନରେ ଶବ ଧାଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର