ଏଣିକି ବିନା ଟିସିରେ ଦିଲ୍ଲୀ ସରକାରୀ ସ୍କୁଲରେ ନାମ ଲେଖାଇପାରିବେ ଛାତ୍ରଛାତ୍ରୀ- ମନୀଷ ସିସୋଦିଆ

The Sakala Picture
Published On

ନୂଆଦିଲ୍ଲୀ: ଦିଲ୍ଲୀ ସରକାର ଦିଲ୍ଲୀ ପିଲାମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଏଣିକି କୌଣସି ବିଦ୍ୟାଳୟରୁ ଦିଲ୍ଲୀର ସରକାରୀ ବିଦ୍ୟାଳୟରେ ନାମଲେଖାଇବାକୁ ଚାହୁଁଥିବା ଛାତ୍ରଛାତ୍ରୀମାନେ ଟ୍ରାନ୍ସଫର ସାର୍ଟିଫିକେଟ୍ (ଟିସି) ଉପଲବ୍ଧ ନ ଥିଲେ ମଧ୍ଯ ନାମ ଲେଖାଇ ପାରିବେ। ଏ ନେଇ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଗୁରୁବାର ସୂଚନା ଦେଇଛନ୍ତି। ସିସୋଦିଆ ଏକ ଅନଲାଇନ୍ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଅନେକ ପିଲାଙ୍କ ଅଭିଭାବକମାନେ ମୋ ପାଖକୁ ଆସିଥିଲେ । ତାଙ୍କ ପାଖରେ […]

ନୂଆଦିଲ୍ଲୀ: ଦିଲ୍ଲୀ ସରକାର ଦିଲ୍ଲୀ ପିଲାମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଏଣିକି କୌଣସି ବିଦ୍ୟାଳୟରୁ ଦିଲ୍ଲୀର ସରକାରୀ ବିଦ୍ୟାଳୟରେ ନାମଲେଖାଇବାକୁ ଚାହୁଁଥିବା ଛାତ୍ରଛାତ୍ରୀମାନେ ଟ୍ରାନ୍ସଫର ସାର୍ଟିଫିକେଟ୍ (ଟିସି) ଉପଲବ୍ଧ ନ ଥିଲେ ମଧ୍ଯ ନାମ ଲେଖାଇ ପାରିବେ। ଏ ନେଇ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଗୁରୁବାର ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: କେନ୍ଦ୍ର କ୍ୟାବିନେଟ୍ ବୈଠକରେ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA) ବୃଦ୍ଧି ନେଇ କୌଣସି ନିଷ୍ପତ୍ତି ହୋଇଛି କି? ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ସିସୋଦିଆ ଏକ ଅନଲାଇନ୍ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଅନେକ ପିଲାଙ୍କ ଅଭିଭାବକମାନେ ମୋ ପାଖକୁ ଆସିଥିଲେ । ତାଙ୍କ ପାଖରେ ଟିସି ନ ଥିବା କାରଣରୁ ନିଜ ପିଲାମାନଙ୍କୁ ଘରୋଇ ବିଦ୍ୟାଳୟରୁ ଆଣି ଦିଲ୍ଲୀ ସରକାରୀ ବିଦ୍ୟାଳୟରେ ଆଡମିଶନ କରାଇ ପାରୁନାହାନ୍ତି। ଟିସି ଉପଲବ୍ଧ ନ ଥିବାରୁ କୌଣସି ଛାତ୍ର ଆଡମିଶନରୁ ବଞ୍ଚିତ ନ ହୁଅନ୍ତୁ। ଏହାକୁ ଗୁରୁତ୍ବ ଦିଆଯାଇ ଏପରି ନିଷ୍ପତ୍ତି ନିଆଯାଇଛି ବୋଲି ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି।

ଆହୁରି ପଢ଼ନ୍ତୁ: ଯୀଶୁଖ୍ରୀଷ୍ଟଙ୍କ ଅବତାର ବୋଲି ନିଜକୁ ଦର୍ଶାଇଲେ ଡୋନାଲ୍ଡ ଟ୍ରମ୍ପ: ଟ୍ରୁଥ୍ ସୋସିଆଲରେ ଏଆଇ ଫଟୋ ଭାଇରାଲ୍

ଏଥି ସହିତ ଦିଲ୍ଲୀରେ ସ୍କୁଲ ଖୋଲିବା ସମ୍ପର୍କରେ ଦଲ୍ଲୀ ମୁଖ୍ଯମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, ବର୍ତ୍ତମାନ ଖୋଲିବା ସମ୍ଭ ନୁହେଁ। ଆନ୍ତର୍ଜାତୀୟ ସ୍ତରରେ ଚାଲିଥିବା ସୂଚନା ଅନୁଯାୟୀ, କରୋନାର ତୃତୀୟ ତରଙ୍ଗ ମଧ୍ୟ ଆସିବାକୁ ଯାଉଛି। ତେଣୁ ଟିକାକରଣ ପ୍ରକ୍ରିୟା ଶେଷ ନହେବା ପର୍ଯ୍ୟନ୍ତ ଆମେ କୌଣସି ପିଲାଙ୍କୁ ବିପଦକୁ ଛାଡିବୁ ନାହିଁ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ଖୋଲାଖୋଲି ମଦ୍ୟପାନକୁ ବିରୋଧ: ଆର୍ମି ବ୍ରିଗେଡିୟର ଓ ତାଙ୍କ ପୁଅଙ୍କୁ ଆକ୍ରମଣ ଘଟଣାରେ ୨ ଗିରଫ

15 Jul 2021 By The Sakala

ଏଣିକି ବିନା ଟିସିରେ ଦିଲ୍ଲୀ ସରକାରୀ ସ୍କୁଲରେ ନାମ ଲେଖାଇପାରିବେ ଛାତ୍ରଛାତ୍ରୀ- ମନୀଷ ସିସୋଦିଆ

ନୂଆଦିଲ୍ଲୀ: ଦିଲ୍ଲୀ ସରକାର ଦିଲ୍ଲୀ ପିଲାମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଏଣିକି କୌଣସି ବିଦ୍ୟାଳୟରୁ ଦିଲ୍ଲୀର ସରକାରୀ ବିଦ୍ୟାଳୟରେ ନାମଲେଖାଇବାକୁ ଚାହୁଁଥିବା ଛାତ୍ରଛାତ୍ରୀମାନେ ଟ୍ରାନ୍ସଫର ସାର୍ଟିଫିକେଟ୍ (ଟିସି) ଉପଲବ୍ଧ ନ ଥିଲେ ମଧ୍ଯ ନାମ ଲେଖାଇ ପାରିବେ। ଏ ନେଇ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଗୁରୁବାର ସୂଚନା ଦେଇଛନ୍ତି।

ସିସୋଦିଆ ଏକ ଅନଲାଇନ୍ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଅନେକ ପିଲାଙ୍କ ଅଭିଭାବକମାନେ ମୋ ପାଖକୁ ଆସିଥିଲେ । ତାଙ୍କ ପାଖରେ ଟିସି ନ ଥିବା କାରଣରୁ ନିଜ ପିଲାମାନଙ୍କୁ ଘରୋଇ ବିଦ୍ୟାଳୟରୁ ଆଣି ଦିଲ୍ଲୀ ସରକାରୀ ବିଦ୍ୟାଳୟରେ ଆଡମିଶନ କରାଇ ପାରୁନାହାନ୍ତି। ଟିସି ଉପଲବ୍ଧ ନ ଥିବାରୁ କୌଣସି ଛାତ୍ର ଆଡମିଶନରୁ ବଞ୍ଚିତ ନ ହୁଅନ୍ତୁ। ଏହାକୁ ଗୁରୁତ୍ବ ଦିଆଯାଇ ଏପରି ନିଷ୍ପତ୍ତି ନିଆଯାଇଛି ବୋଲି ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି।

ଏଥି ସହିତ ଦିଲ୍ଲୀରେ ସ୍କୁଲ ଖୋଲିବା ସମ୍ପର୍କରେ ଦଲ୍ଲୀ ମୁଖ୍ଯମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, ବର୍ତ୍ତମାନ ଖୋଲିବା ସମ୍ଭ ନୁହେଁ। ଆନ୍ତର୍ଜାତୀୟ ସ୍ତରରେ ଚାଲିଥିବା ସୂଚନା ଅନୁଯାୟୀ, କରୋନାର ତୃତୀୟ ତରଙ୍ଗ ମଧ୍ୟ ଆସିବାକୁ ଯାଉଛି। ତେଣୁ ଟିକାକରଣ ପ୍ରକ୍ରିୟା ଶେଷ ନହେବା ପର୍ଯ୍ୟନ୍ତ ଆମେ କୌଣସି ପିଲାଙ୍କୁ ବିପଦକୁ ଛାଡିବୁ ନାହିଁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର