ସାଂସଦ ପ୍ରଜ୍ଞା ଠାକୁର ପୁଣି ଅସୁସ୍ଥ

The Sakala Picture
Published On

ନୂଆଦିଲ୍ଲୀ: ପୁଣି ଅସୁସ୍ଥ ହୋଇପଡ଼ିଲେ ବିଜେପିର ଭୋପାଲ ସାଂସଦ ପ୍ରଜ୍ଞା ସିଂହ ଠାକୁର। ଭୋପାଳରେ ଲଗାତର ବୈଠକ କରୁଥିବା ସାଧ୍ବୀ ପ୍ରଜ୍ଞା ଅଚାନକ୍‌ ଅସୁସ୍ଥ ହୋଇପଡ଼ିଥିଲେ। ରକ୍ତଚାପ ବୃଦ୍ଧି ଏବଂ ଶ୍ବାସକ୍ରିୟାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ସ୍ବତନ୍ତ୍ର ବିମାନ ଯୋଗେ ମୁମ୍ବାଇର କୋକିଳାବେନ୍‌ ହସ୍ପିଟାଲକୁ ନିଆଯାଇଥିବା ଜଣାପଡ଼ିଛି । Madhya Pradesh: Bhopal MP Pragya Singh Thakur taken to Mumbai after she complained of problem in breathing, will be […]

ନୂଆଦିଲ୍ଲୀ: ପୁଣି ଅସୁସ୍ଥ ହୋଇପଡ଼ିଲେ ବିଜେପିର ଭୋପାଲ ସାଂସଦ ପ୍ରଜ୍ଞା ସିଂହ ଠାକୁର। ଭୋପାଳରେ ଲଗାତର ବୈଠକ କରୁଥିବା ସାଧ୍ବୀ ପ୍ରଜ୍ଞା ଅଚାନକ୍‌ ଅସୁସ୍ଥ ହୋଇପଡ଼ିଥିଲେ। ରକ୍ତଚାପ ବୃଦ୍ଧି ଏବଂ ଶ୍ବାସକ୍ରିୟାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ସ୍ବତନ୍ତ୍ର ବିମାନ ଯୋଗେ ମୁମ୍ବାଇର କୋକିଳାବେନ୍‌ ହସ୍ପିଟାଲକୁ ନିଆଯାଇଥିବା ଜଣାପଡ଼ିଛି ।

ଆହୁରି ପଢ଼ନ୍ତୁ: ଯାନ୍ତ୍ରିକ ତ୍ରୁଟି ଯୋଗୁଁ କାଶ୍ମୀର ଗୁଲମାର୍ଗରେ ହଠାତ୍ ଅଟକିଗଲା ରୋପ୍‌ ୱେ, ମଝି ଆକାଶରେ ଫସିଲେ ୩୦୦ ପର୍ଯ୍ୟଟକ

ପୂର୍ବରୁ ସ୍ବାଧ୍ବୀ ପ୍ରଜ୍ଞାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ସେତେବେଳ ମଧ୍ଯ ସାଂସଦଙ୍କୁ ଶ୍ବାସକ୍ରିୟା କରିବାରେ କଷ୍ଟ ଅନୁଭବ ହେଉଥିଲା।

06 Mar 2021 By The Sakala

ସାଂସଦ ପ୍ରଜ୍ଞା ଠାକୁର ପୁଣି ଅସୁସ୍ଥ

ନୂଆଦିଲ୍ଲୀ: ପୁଣି ଅସୁସ୍ଥ ହୋଇପଡ଼ିଲେ ବିଜେପିର ଭୋପାଲ ସାଂସଦ ପ୍ରଜ୍ଞା ସିଂହ ଠାକୁର। ଭୋପାଳରେ ଲଗାତର ବୈଠକ କରୁଥିବା ସାଧ୍ବୀ ପ୍ରଜ୍ଞା ଅଚାନକ୍‌ ଅସୁସ୍ଥ ହୋଇପଡ଼ିଥିଲେ। ରକ୍ତଚାପ ବୃଦ୍ଧି ଏବଂ ଶ୍ବାସକ୍ରିୟାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ସ୍ବତନ୍ତ୍ର ବିମାନ ଯୋଗେ ମୁମ୍ବାଇର କୋକିଳାବେନ୍‌ ହସ୍ପିଟାଲକୁ ନିଆଯାଇଥିବା ଜଣାପଡ଼ିଛି ।

ପୂର୍ବରୁ ସ୍ବାଧ୍ବୀ ପ୍ରଜ୍ଞାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ସେତେବେଳ ମଧ୍ଯ ସାଂସଦଙ୍କୁ ଶ୍ବାସକ୍ରିୟା କରିବାରେ କଷ୍ଟ ଅନୁଭବ ହେଉଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର