କରୋନା ଟିକାକରଣ ପାଇଁ ଲକି ଡ୍ର’

The Sakala Picture
Published On

ଲୋକଙ୍କୁ ଟିକା ନେବା ଦିଗରେ ଉତ୍ସାହିତ କରିବା ପାଇଁ ବିଭିନ୍ନ ସ୍ଥାନରେ ବହୁ ଅଭିନବ ପ୍ରୟାସ କରାଯାଉଛି। ଏହି କ୍ରମରେ ବିହାରର କଟିହାରରୁ ଏକ ସେମିତି ଦୃଶ୍ୟ ସାମ୍ନାକୁ ଆସିଛି। ସେଠାରେ କରୋନା ଟିକା ନେଇସାରିବା ପରେ ଲୋକଙ୍କ ପାଇଁ ଲକି ଡ୍ର କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ବିହାର ସରକାର ଲୋକଙ୍କୁ ଟିକା ନେବା ଦିଗରେ ଉତ୍ସାହିତ କରିବା ସହ ଏକ ସାମାଜିକ ଅନୁଷ୍ଠାନ ମଧ୍ୟ ଏ ଦିଗରେ ଆଗକୁ ବଢ଼ିଛି। ସେଥ଄ପାଇଁ ‘ଟିକା ଲଗାଓ, ଇନାମ […]

ଲୋକଙ୍କୁ ଟିକା ନେବା ଦିଗରେ ଉତ୍ସାହିତ କରିବା ପାଇଁ ବିଭିନ୍ନ ସ୍ଥାନରେ ବହୁ ଅଭିନବ ପ୍ରୟାସ କରାଯାଉଛି। ଏହି କ୍ରମରେ ବିହାରର କଟିହାରରୁ ଏକ ସେମିତି ଦୃଶ୍ୟ ସାମ୍ନାକୁ ଆସିଛି। ସେଠାରେ କରୋନା ଟିକା ନେଇସାରିବା ପରେ ଲୋକଙ୍କ ପାଇଁ ଲକି ଡ୍ର କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ବିହାର ସରକାର ଲୋକଙ୍କୁ ଟିକା ନେବା ଦିଗରେ ଉତ୍ସାହିତ କରିବା ସହ ଏକ ସାମାଜିକ ଅନୁଷ୍ଠାନ ମଧ୍ୟ ଏ ଦିଗରେ ଆଗକୁ ବଢ଼ିଛି। ସେଥ଄ପାଇଁ ‘ଟିକା ଲଗାଓ, ଇନାମ ପାଓ’ ଅଭିଯାନ ଆରମ୍ଭ ହୋଇଛି। ଏହି ଅଭିଯାନ ମାଧ୍ୟମରେ ଲକି ଡ୍ର ବିଜେତାଙ୍କୁ ଉପହାର ସ୍ବରୂପ ଟିଭି, ପଙ୍ଖା, ସାଇକେଲ୍ ଆଦି ଦିଆଯାଉଛି। ଅବଶ୍ୟ ସମାଜସେବୀ ତଥା ୪୫ ନମ୍ବର ୱାର୍ଡର କାଉନ୍‌ସିଲର୍‌ ମଞ୍ଜୁର ଖାନ୍‌ଙ୍କ ଉକ୍ତ ପ୍ରଚେଷ୍ଟାକୁ ସମସ୍ତେ ପ୍ରଶଂସା କରୁଛନ୍ତି। ତାଙ୍କ କହିବା ଅନୁସାରେ, ତାଙ୍କ ଅଞ୍ଚଳର ଭଟ୍ଟା ମୋହଲ୍ଲାରେ ଗରିବ ଲୋକ ରହନ୍ତି। ସେଥ଄ପାଇଁ ଟିକା ନେବା ପାଇଁ କେହି ଆଗ୍ରହ ପ୍ରକାଶ କରୁନଥ଄ଲେ। ଏହା ସହ ଟିକାକୁ ନେଇ ଭ୍ରାନ୍ତ ଧାରଣା ଯୋଗୁଁ ସେମାନେ ଏହାଠାରୁ ଦୂରରେ ଥ଄ବା ଜଣାପଡ଼ିଛି। ଏସବୁକୁ ଦୃଷ୍ଟିରେ ରଖ଄ ଏଭଳି ଏକ ଅଭିନବ ଉପାୟ ଆପଣାଇଥ଄ବା କଥା ସେ କହିଛନ୍ତି। ଅବଶ୍ୟ ଏହା ଦ୍ବାରା ୭୮୦ ଜଣ ଟିକା ନେଇ ସାରିଲେଣି।

ଆହୁରି ପଢ଼ନ୍ତୁ: ଲୋକସଭାରେ କାଟ୍ ଖାଇଲା ସମ୍ବିଧାନ ସଂଶୋଧନ ବିଲ୍; ମିଳିଲାନି ଆବଶ୍ୟକ ସମର୍ଥନ, କମ୍‌ ପଡ଼ିଲା ୫୪ ଭୋଟ୍‌

01 Jul 2021 By The Sakala

କରୋନା ଟିକାକରଣ ପାଇଁ ଲକି ଡ୍ର’

ଲୋକଙ୍କୁ ଟିକା ନେବା ଦିଗରେ ଉତ୍ସାହିତ କରିବା ପାଇଁ ବିଭିନ୍ନ ସ୍ଥାନରେ ବହୁ ଅଭିନବ ପ୍ରୟାସ କରାଯାଉଛି। ଏହି କ୍ରମରେ ବିହାରର କଟିହାରରୁ ଏକ ସେମିତି ଦୃଶ୍ୟ ସାମ୍ନାକୁ ଆସିଛି। ସେଠାରେ କରୋନା ଟିକା ନେଇସାରିବା ପରେ ଲୋକଙ୍କ ପାଇଁ ଲକି ଡ୍ର କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ବିହାର ସରକାର ଲୋକଙ୍କୁ ଟିକା ନେବା ଦିଗରେ ଉତ୍ସାହିତ କରିବା ସହ ଏକ ସାମାଜିକ ଅନୁଷ୍ଠାନ ମଧ୍ୟ ଏ ଦିଗରେ ଆଗକୁ ବଢ଼ିଛି। ସେଥ଄ପାଇଁ ‘ଟିକା ଲଗାଓ, ଇନାମ ପାଓ’ ଅଭିଯାନ ଆରମ୍ଭ ହୋଇଛି। ଏହି ଅଭିଯାନ ମାଧ୍ୟମରେ ଲକି ଡ୍ର ବିଜେତାଙ୍କୁ ଉପହାର ସ୍ବରୂପ ଟିଭି, ପଙ୍ଖା, ସାଇକେଲ୍ ଆଦି ଦିଆଯାଉଛି। ଅବଶ୍ୟ ସମାଜସେବୀ ତଥା ୪୫ ନମ୍ବର ୱାର୍ଡର କାଉନ୍‌ସିଲର୍‌ ମଞ୍ଜୁର ଖାନ୍‌ଙ୍କ ଉକ୍ତ ପ୍ରଚେଷ୍ଟାକୁ ସମସ୍ତେ ପ୍ରଶଂସା କରୁଛନ୍ତି। ତାଙ୍କ କହିବା ଅନୁସାରେ, ତାଙ୍କ ଅଞ୍ଚଳର ଭଟ୍ଟା ମୋହଲ୍ଲାରେ ଗରିବ ଲୋକ ରହନ୍ତି। ସେଥ଄ପାଇଁ ଟିକା ନେବା ପାଇଁ କେହି ଆଗ୍ରହ ପ୍ରକାଶ କରୁନଥ଄ଲେ। ଏହା ସହ ଟିକାକୁ ନେଇ ଭ୍ରାନ୍ତ ଧାରଣା ଯୋଗୁଁ ସେମାନେ ଏହାଠାରୁ ଦୂରରେ ଥ଄ବା ଜଣାପଡ଼ିଛି। ଏସବୁକୁ ଦୃଷ୍ଟିରେ ରଖ଄ ଏଭଳି ଏକ ଅଭିନବ ଉପାୟ ଆପଣାଇଥ଄ବା କଥା ସେ କହିଛନ୍ତି। ଅବଶ୍ୟ ଏହା ଦ୍ବାରା ୭୮୦ ଜଣ ଟିକା ନେଇ ସାରିଲେଣି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର