ଚାଲିଛି ଭୋଟ୍ ଗଣତି: ଜମ୍ମୁ-କାଶ୍ମୀରରେ ବିଜେପିକୁ ପଛରେ ପକାଇ ଆଗୁଆ ରହିଛି ଏନସି ଓ କଂଗ୍ରେସ ମେଣ୍ଟ

The Sakala Picture
Published On

ନୂଆଦିଲ୍ଲୀ: ଚାଲିଛି ହରିୟାଣା ସମେତ ଜମ୍ମୁ କାଶ୍ମୀରର ଭୋଟ ଗଣତି ପ୍ରକ୍ରିୟା । ହରିୟାଣାରେ ବିଜେପିର ଟ୍ରେଣ୍ଡ୍ ଆଗୁଆ ରହିଥିବା ବେଳେ ଜମ୍ମୁ-କାଶ୍ମୀରରେ ଏନସି ଓ କଂଗ୍ରେସ ମେଣ୍ଟ ଆଗୁଆ ରହିଛି। ୯୦ ଆସନ ବିଶିଷ୍ଟ ଜାମ୍ମୁ-କଶ୍ମୀର ବିଧାନସଭାରେ ନିର୍ବାଚନ ଫଳାଫଳ ପ୍ରାଥମିକ ଗଣତି ଏବେ ସମସ୍ତଙ୍କୁ ଚମକାଇ ଦେଇଛି।  ଗଣତି ଅନୁସାରେ ଏଠାରେ ବିଜେପିକୁ କଡା ଟକ୍କର ଦେଇ ଏନସି ଓ କଂଗ୍ରେସ ମେଣ୍ଟ ଆଗୁଆ ରହିଛି। ଏନସି ଓ କଂଗ୍ରେସ ମେଣ୍ଟ ୫୨ ସିଟରେ ଆଗୁଆ […]

ନୂଆଦିଲ୍ଲୀ: ଚାଲିଛି ହରିୟାଣା ସମେତ ଜମ୍ମୁ କାଶ୍ମୀରର ଭୋଟ ଗଣତି ପ୍ରକ୍ରିୟା । ହରିୟାଣାରେ ବିଜେପିର ଟ୍ରେଣ୍ଡ୍ ଆଗୁଆ ରହିଥିବା ବେଳେ ଜମ୍ମୁ-କାଶ୍ମୀରରେ ଏନସି ଓ କଂଗ୍ରେସ ମେଣ୍ଟ ଆଗୁଆ ରହିଛି।

ଆହୁରି ପଢ଼ନ୍ତୁ: ଏଫବିଆଇର ବଡ଼ କାର୍ଯ୍ୟାନୁଷ୍ଠାନ: ଗୋଲ୍ଡି ବ୍ରାର୍ ଉପରେ ୫୦ ହଜାର ଡଲାରର ପୁରସ୍କାର ଘୋଷଣା, ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍‌ ଟାର୍ଗେଟ୍‌ରେ

୯୦ ଆସନ ବିଶିଷ୍ଟ ଜାମ୍ମୁ-କଶ୍ମୀର ବିଧାନସଭାରେ ନିର୍ବାଚନ ଫଳାଫଳ ପ୍ରାଥମିକ ଗଣତି ଏବେ ସମସ୍ତଙ୍କୁ ଚମକାଇ ଦେଇଛି।  ଗଣତି ଅନୁସାରେ ଏଠାରେ ବିଜେପିକୁ କଡା ଟକ୍କର ଦେଇ ଏନସି ଓ କଂଗ୍ରେସ ମେଣ୍ଟ ଆଗୁଆ ରହିଛି। ଏନସି ଓ କଂଗ୍ରେସ ମେଣ୍ଟ ୫୨ ସିଟରେ ଆଗୁଆ ରହିଥିବା ବେଳେ ବିଜେପି ୨୬ ସିଟରେ ଓ ପିଡିପି ୩ ଟି ସିଟରେ ଆଗୁଆ ରହିଥିବାବେଳେ ସ୍ବାଧୀନପ୍ରାର୍ଥୀ ୯ ଟି ସିଟରେ ଆଗୁଆ ରହିଛି।

ଆହୁରି ପଢ଼ନ୍ତୁ: ମଝି ଆକାଶରୁ ୫ କ୍ରୁ' ସଦସ୍ୟଙ୍କ ସହ ନିଖୋଜ ହେଲା ପାକିସ୍ତାନୀ କାର୍ଗୋ ବିମାନ

ସେପଟେ, ହରିୟାଣାରେ କଂଗ୍ରେସକୁ ପଛରେ ପକାଇ ଆଗେଇ ଚାଲିଛି ବିଜେପି । ୯୦ ଆସନ ବିଶିଷ୍ଟ ହରିୟାଣାରେ ବିଜେପି ୪୯ ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ ୩୪ ଓ ସ୍ବାଧୀନପ୍ରାର୍ଥୀ ୭ଟି ଆସନରେ ଆଗରେ ଥିବା ସୂଚନା ମିଳିଛି ।

ଆହୁରି ପଢ଼ନ୍ତୁ: ଡାଇବେଟିସ୍ ରୋଗୀଙ୍କ ପାଇଁ ଖୁସି ଖବର: ଭାରତରେ ବିଶ୍ୱର ପ୍ରଥମ ସାପ୍ତାହିକ ଇନସୁଲିନ୍‌‌ ‘ଆୱିକ୍ଲି’

08 Oct 2024 By The Sakala

ଚାଲିଛି ଭୋଟ୍ ଗଣତି: ଜମ୍ମୁ-କାଶ୍ମୀରରେ ବିଜେପିକୁ ପଛରେ ପକାଇ ଆଗୁଆ ରହିଛି ଏନସି ଓ କଂଗ୍ରେସ ମେଣ୍ଟ

ନୂଆଦିଲ୍ଲୀ: ଚାଲିଛି ହରିୟାଣା ସମେତ ଜମ୍ମୁ କାଶ୍ମୀରର ଭୋଟ ଗଣତି ପ୍ରକ୍ରିୟା । ହରିୟାଣାରେ ବିଜେପିର ଟ୍ରେଣ୍ଡ୍ ଆଗୁଆ ରହିଥିବା ବେଳେ ଜମ୍ମୁ-କାଶ୍ମୀରରେ ଏନସି ଓ କଂଗ୍ରେସ ମେଣ୍ଟ ଆଗୁଆ ରହିଛି।

୯୦ ଆସନ ବିଶିଷ୍ଟ ଜାମ୍ମୁ-କଶ୍ମୀର ବିଧାନସଭାରେ ନିର୍ବାଚନ ଫଳାଫଳ ପ୍ରାଥମିକ ଗଣତି ଏବେ ସମସ୍ତଙ୍କୁ ଚମକାଇ ଦେଇଛି।  ଗଣତି ଅନୁସାରେ ଏଠାରେ ବିଜେପିକୁ କଡା ଟକ୍କର ଦେଇ ଏନସି ଓ କଂଗ୍ରେସ ମେଣ୍ଟ ଆଗୁଆ ରହିଛି। ଏନସି ଓ କଂଗ୍ରେସ ମେଣ୍ଟ ୫୨ ସିଟରେ ଆଗୁଆ ରହିଥିବା ବେଳେ ବିଜେପି ୨୬ ସିଟରେ ଓ ପିଡିପି ୩ ଟି ସିଟରେ ଆଗୁଆ ରହିଥିବାବେଳେ ସ୍ବାଧୀନପ୍ରାର୍ଥୀ ୯ ଟି ସିଟରେ ଆଗୁଆ ରହିଛି।

ସେପଟେ, ହରିୟାଣାରେ କଂଗ୍ରେସକୁ ପଛରେ ପକାଇ ଆଗେଇ ଚାଲିଛି ବିଜେପି । ୯୦ ଆସନ ବିଶିଷ୍ଟ ହରିୟାଣାରେ ବିଜେପି ୪୯ ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ ୩୪ ଓ ସ୍ବାଧୀନପ୍ରାର୍ଥୀ ୭ଟି ଆସନରେ ଆଗରେ ଥିବା ସୂଚନା ମିଳିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର