ପ୍ରକାଶ ପାଇଲା ଜେଇଇ ମେନ୍ ରେଜଲ୍ଟ, ଏପରି କରନ୍ତୁ ଚେକ୍

The Sakala Picture
Published On

ନୂଆଦିଲ୍ଲୀ : ପ୍ରକାଶ ପାଇଲା ଜେଇଇ ମେନ୍ ରେଜଲ୍ଟ । ନ୍ୟାଶନାଲ୍ ଟେଷ୍ଟିଂ ଏଜେନ୍ସି ବା ଏନଟିଏ ପକ୍ଷରୁ ଜାରି ଜେଇଇ ସେସନ୍-୧ର ପରୀକ୍ଷାଫଳ ଜାରି ହୋଇଛି । ଏନଟିଏର ଅଫିସିଆଲ୍ ୱେବସାଇଟ୍ jeemain.nta.nic.inରେ ପରୀକ୍ଷାର୍ଥୀ ସେମାନଙ୍କର ଫଳାଫଳ ଦେଖିପାରିବେ । ଜୁନ୍ ୨୩ରୁ ୩୦ ଯାଏଁ ହୋଇଥିବା ଜେଇଇ ମେନ୍ ପରୀକ୍ଷା ଦେଇଥିଲେ ୧୦ ଲକ୍ଷ ପରୀକ୍ଷାର୍ଥୀ । ଜୁଲାଇ ୨୧ରୁ ୩୦ ଯାଏଁ ଜେଇଇ ମେନ୍ ସେସନ୍-୨ ପରୀକ୍ଷା ହେବ । ଜେଇଇ ମେନ୍ […]

ନୂଆଦିଲ୍ଲୀ : ପ୍ରକାଶ ପାଇଲା ଜେଇଇ ମେନ୍ ରେଜଲ୍ଟ । ନ୍ୟାଶନାଲ୍ ଟେଷ୍ଟିଂ ଏଜେନ୍ସି ବା ଏନଟିଏ ପକ୍ଷରୁ ଜାରି ଜେଇଇ ସେସନ୍-୧ର ପରୀକ୍ଷାଫଳ ଜାରି ହୋଇଛି । ଏନଟିଏର ଅଫିସିଆଲ୍ ୱେବସାଇଟ୍ jeemain.nta.nic.inରେ ପରୀକ୍ଷାର୍ଥୀ ସେମାନଙ୍କର ଫଳାଫଳ ଦେଖିପାରିବେ । ଜୁନ୍ ୨୩ରୁ ୩୦ ଯାଏଁ ହୋଇଥିବା ଜେଇଇ ମେନ୍ ପରୀକ୍ଷା ଦେଇଥିଲେ ୧୦ ଲକ୍ଷ ପରୀକ୍ଷାର୍ଥୀ । ଜୁଲାଇ ୨୧ରୁ ୩୦ ଯାଏଁ ଜେଇଇ ମେନ୍ ସେସନ୍-୨ ପରୀକ୍ଷା ହେବ । ଜେଇଇ ମେନ୍ ସେସନ-୨ ପରୀକ୍ଷା ପାଇଁ ରେଜିଷ୍ଟ୍ରେସନ ପ୍ରକ୍ରିୟା ଜୁଲାଇ ୯ତାରିଖରେ ଶେଷ ହୋଇଛି । ଜେଇଇ ମେନ୍ ରେଜଲ୍ଟ ନିଷ୍ପତ୍ତି ନେବ କେଉଁମାନେ ଜେଇଇ ଆଡଭାନ୍ସ ପାଇଁ ହେବେ ଯୋଗ୍ୟ ।

ଆହୁରି ପଢ଼ନ୍ତୁ: କୋଲକାତା ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଉପରେ ପଡ଼ିଲା ବଜ୍ରପାତ: ଅଳ୍ପକେ ବର୍ତ୍ତିଲେ ୧୪୭ ଯାତ୍ରୀ ଓ କର୍ମଚାରୀ

ୱେବସାଇଟରେ ଏପରି ଚେକ୍ କରନ୍ତୁ JEE MAIN ସେସନ୍-୧ ରେଜଲ୍ଟ

ଆହୁରି ପଢ଼ନ୍ତୁ: "ମୋତେ ବକବାସ ତଥ୍ୟ ଦିଅ ନାହିଁ": ଭାରତର ଟିକସକୁ ନେଇ ବାଣିଜ୍ୟ ସଚିବଙ୍କ ଉପରେ ବର୍ଷିଲେ ଟ୍ରମ୍ପ, ପୁସ୍ତକରୁ ବଡ଼ ଖୁଲାସା

୧: ଅଫିସିଆଲ୍ ୱେବସାଇଟ୍  jeemain.nta.nic.in କିମ୍ବା ntaresults.nic.in ଭିଜିଟ୍ କରନ୍ତୁ ।

ଆହୁରି ପଢ଼ନ୍ତୁ: କୋଲକାତାର ତାରାତଲାରେ ଭୁଶୁଡିଲା ନିର୍ମାଣାଧୀନ ଗୋଦାମର ଛାତ, ଭଗ୍ନାବଶେଷ ତଳେ ଅନେକ ଶ୍ରମିକ ଫସିରହିଥିବା ଆଶଙ୍କା

୨: ହୋମପେଜରେ ‘JEE Main session 1 results’ଲିଙ୍କରେ କ୍ଲିକ୍ କରନ୍ତୁ ।

୩: ଆପଣଙ୍କର ଆପଲିକେଶନ ନମ୍ବର, ଜନ୍ମ ତାରିଖ ଏବଂ ସୁରକ୍ଷା କୋଡ୍ ପ୍ରବେଶ କରନ୍ତୁ ।

୪: ସବିଶେଷ ତଥ୍ୟ ପୂରଣ କରିବା ପରେ ‘ସବମିଟ୍’ ବଟନ୍ ଉପରେ କ୍ଲିକ୍ କରନ୍ତୁ ।

୫ : JEE  ମେନ୍ ସେସନ୍-୧ ଫଳାଫଳ ଡାଉନଲୋଡ୍ କରନ୍ତୁ ଓ ଭବିଷ୍ୟତରେ ବ୍ୟବହାର ପାଇଁ ଏକ ପ୍ରିଣ୍ଟଆଉଟ୍ ନେଇ ରଖନ୍ତୁ ।

11 Jul 2022 By The Sakala

ପ୍ରକାଶ ପାଇଲା ଜେଇଇ ମେନ୍ ରେଜଲ୍ଟ, ଏପରି କରନ୍ତୁ ଚେକ୍

ନୂଆଦିଲ୍ଲୀ : ପ୍ରକାଶ ପାଇଲା ଜେଇଇ ମେନ୍ ରେଜଲ୍ଟ । ନ୍ୟାଶନାଲ୍ ଟେଷ୍ଟିଂ ଏଜେନ୍ସି ବା ଏନଟିଏ ପକ୍ଷରୁ ଜାରି ଜେଇଇ ସେସନ୍-୧ର ପରୀକ୍ଷାଫଳ ଜାରି ହୋଇଛି । ଏନଟିଏର ଅଫିସିଆଲ୍ ୱେବସାଇଟ୍ jeemain.nta.nic.inରେ ପରୀକ୍ଷାର୍ଥୀ ସେମାନଙ୍କର ଫଳାଫଳ ଦେଖିପାରିବେ । ଜୁନ୍ ୨୩ରୁ ୩୦ ଯାଏଁ ହୋଇଥିବା ଜେଇଇ ମେନ୍ ପରୀକ୍ଷା ଦେଇଥିଲେ ୧୦ ଲକ୍ଷ ପରୀକ୍ଷାର୍ଥୀ । ଜୁଲାଇ ୨୧ରୁ ୩୦ ଯାଏଁ ଜେଇଇ ମେନ୍ ସେସନ୍-୨ ପରୀକ୍ଷା ହେବ । ଜେଇଇ ମେନ୍ ସେସନ-୨ ପରୀକ୍ଷା ପାଇଁ ରେଜିଷ୍ଟ୍ରେସନ ପ୍ରକ୍ରିୟା ଜୁଲାଇ ୯ତାରିଖରେ ଶେଷ ହୋଇଛି । ଜେଇଇ ମେନ୍ ରେଜଲ୍ଟ ନିଷ୍ପତ୍ତି ନେବ କେଉଁମାନେ ଜେଇଇ ଆଡଭାନ୍ସ ପାଇଁ ହେବେ ଯୋଗ୍ୟ ।

ୱେବସାଇଟରେ ଏପରି ଚେକ୍ କରନ୍ତୁ JEE MAIN ସେସନ୍-୧ ରେଜଲ୍ଟ

୧: ଅଫିସିଆଲ୍ ୱେବସାଇଟ୍  jeemain.nta.nic.in କିମ୍ବା ntaresults.nic.in ଭିଜିଟ୍ କରନ୍ତୁ ।

୨: ହୋମପେଜରେ ‘JEE Main session 1 results’ଲିଙ୍କରେ କ୍ଲିକ୍ କରନ୍ତୁ ।

୩: ଆପଣଙ୍କର ଆପଲିକେଶନ ନମ୍ବର, ଜନ୍ମ ତାରିଖ ଏବଂ ସୁରକ୍ଷା କୋଡ୍ ପ୍ରବେଶ କରନ୍ତୁ ।

୪: ସବିଶେଷ ତଥ୍ୟ ପୂରଣ କରିବା ପରେ ‘ସବମିଟ୍’ ବଟନ୍ ଉପରେ କ୍ଲିକ୍ କରନ୍ତୁ ।

୫ : JEE  ମେନ୍ ସେସନ୍-୧ ଫଳାଫଳ ଡାଉନଲୋଡ୍ କରନ୍ତୁ ଓ ଭବିଷ୍ୟତରେ ବ୍ୟବହାର ପାଇଁ ଏକ ପ୍ରିଣ୍ଟଆଉଟ୍ ନେଇ ରଖନ୍ତୁ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର