ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ଭାରତର ଗଣତନ୍ତ୍ର ସାରା ବିଶ୍ଵ ପାଇଁ ପ୍ରେରଣା: ପ୍ରଧାନମନ୍ତ୍ରୀ

The Sakala Picture
Published On

ନୂଆଦିଲ୍ଲୀ: ଭାରତ ହେଉଛି ଗଣତନ୍ତ୍ରର ଜନନୀ। ଭାରତର ଗଣତନ୍ତ୍ର ସାରା ବିଶ୍ଵ ପାଇଁ ପ୍ରେରଣା। ୭୫ ବର୍ଷରେ ପହଞ୍ଚିଛି ସମ୍ବିଧାନ। ଏଥିପାଇଁ ଦେଶର ସମସ୍ତ ନାଗରିକଙ୍କୁ ଅଭିନନ୍ଦନ ଓ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଲୋକସଭାରେ ସମ୍ବିଧାନ ବିତର୍କରେ ଭାଗ ନେଇ ପ୍ରଧାନମନ୍ତ୍ରୀ ମୋଦି ସମ୍ବିଧାନ ପ୍ରଣେତାଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ସମ୍ବିଧାନ ହିଁ ଆମ ସମସ୍ତଙ୍କୁ ଏକଜୁଟ କରି ରଖିଛି । ସମ୍ବିଧାନକୁ ଶକ୍ତିଶାଳୀ କରିବାରେ ନାରୀଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ। ଏଥିପାଇଁ ଆମେ […]

ନୂଆଦିଲ୍ଲୀ: ଭାରତ ହେଉଛି ଗଣତନ୍ତ୍ରର ଜନନୀ। ଭାରତର ଗଣତନ୍ତ୍ର ସାରା ବିଶ୍ଵ ପାଇଁ ପ୍ରେରଣା। ୭୫ ବର୍ଷରେ ପହଞ୍ଚିଛି ସମ୍ବିଧାନ। ଏଥିପାଇଁ ଦେଶର ସମସ୍ତ ନାଗରିକଙ୍କୁ ଅଭିନନ୍ଦନ ଓ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ଆହୁରି ପଢ଼ନ୍ତୁ: ଭାରତରୁ ଆମ୍ବ ଆମଦାନୀ ଉପରେ କଟକଣା ଲଗାଇଲା ନେପାଳ, କୀଟନାଶକ ପ୍ରୟୋଗକୁ ନେଇ ଆଶଙ୍କା

ଲୋକସଭାରେ ସମ୍ବିଧାନ ବିତର୍କରେ ଭାଗ ନେଇ ପ୍ରଧାନମନ୍ତ୍ରୀ ମୋଦି ସମ୍ବିଧାନ ପ୍ରଣେତାଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ସମ୍ବିଧାନ ହିଁ ଆମ ସମସ୍ତଙ୍କୁ ଏକଜୁଟ କରି ରଖିଛି । ସମ୍ବିଧାନକୁ ଶକ୍ତିଶାଳୀ କରିବାରେ ନାରୀଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ। ଏଥିପାଇଁ ଆମେ ନାରୀ ବନ୍ଦନ ଆଇନ ଆଣିଛୁ । ଆରମ୍ଭରୁ ହିଁ ଆମ ସମ୍ବିଧାନ ମହିଳାଙ୍କୁ ଭୋଟ ଦେବାର ଅଧିକାର ଦେଇଛି। ଆମର ଗଣତନ୍ତ୍ର ବହୁତ ସମୃଦ୍ଧ। ଆମର ସଂସ୍କୃତିରେ ହିଁ ଗଣତନ୍ତ୍ର ରହିଛି।

ଆହୁରି ପଢ଼ନ୍ତୁ: ମୁମ୍ବାଇରେ ଘର କିଣିବାକୁ ଦିଲ୍ଲୀ ଲୋକଙ୍କ ଆଗ୍ରହ: ୨୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଫ୍ଲାଟ୍ କିଣିବାରେ ଲାଗିଛି ପ୍ରତିଯୋଗିତା

ଆଗକୁ ସେ କହିଛନ୍ତି, ଦେଶ ଏବେ ଦ୍ରୁତ ଗତିରେ ବିକାଶ କରୁଛି। ଭାରତର ଏକତା ରକ୍ଷା ପାଇଁ ଆମେ ୩୭୦ ଧାରା ହଟାଇଛୁ। ୱାନ ନେସନ ୱାନ ଟାକ୍ସ ପାଇଁ ଜିଏସଟି ଲାଗୁ କରାଯାଇଛି। ମୋଦୀ ଜରୁରୀ ପରିସ୍ଥିତି ପ୍ରସଙ୍ଗ ଉଠାଇ କଂଗ୍ରେସକୁ କଡ଼ା ନିନ୍ଦା କରିଥିଲେ। ସେହି ସମୟରେ ସାରା ଦେଶକୁ ଜେଲରେ ପରିଣତ କରାଯାଇଥିଲା। ସ୍ଵାଧୀନ ମତବ୍ୟକ୍ତ କରିବାର ଅଧିକାର କଂଗ୍ରେସ ଛଡ଼ାଇ ନେଇଥିଲା କହି ମୋଦି କଡ଼ା ସମାଲୋଚନା କରିଛନ୍ତି।

ଆହୁରି ପଢ଼ନ୍ତୁ: ଆମେରିକା ଆକ୍ରମଣର ଶିକାର ହେଲା ଆଉ ଏକ ଭାରତୀୟ କର୍ମଚାରୀ ଥିବା ଜାହାଜ, ହର୍ମୁଜ ପ୍ରଣାଳୀରେ ବଢୁଛି ଉତ୍ତେଜନା

14 Dec 2024 By The Sakala

ଭାରତର ଗଣତନ୍ତ୍ର ସାରା ବିଶ୍ଵ ପାଇଁ ପ୍ରେରଣା: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭାରତ ହେଉଛି ଗଣତନ୍ତ୍ରର ଜନନୀ। ଭାରତର ଗଣତନ୍ତ୍ର ସାରା ବିଶ୍ଵ ପାଇଁ ପ୍ରେରଣା। ୭୫ ବର୍ଷରେ ପହଞ୍ଚିଛି ସମ୍ବିଧାନ। ଏଥିପାଇଁ ଦେଶର ସମସ୍ତ ନାଗରିକଙ୍କୁ ଅଭିନନ୍ଦନ ଓ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ଲୋକସଭାରେ ସମ୍ବିଧାନ ବିତର୍କରେ ଭାଗ ନେଇ ପ୍ରଧାନମନ୍ତ୍ରୀ ମୋଦି ସମ୍ବିଧାନ ପ୍ରଣେତାଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ସମ୍ବିଧାନ ହିଁ ଆମ ସମସ୍ତଙ୍କୁ ଏକଜୁଟ କରି ରଖିଛି । ସମ୍ବିଧାନକୁ ଶକ୍ତିଶାଳୀ କରିବାରେ ନାରୀଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ। ଏଥିପାଇଁ ଆମେ ନାରୀ ବନ୍ଦନ ଆଇନ ଆଣିଛୁ । ଆରମ୍ଭରୁ ହିଁ ଆମ ସମ୍ବିଧାନ ମହିଳାଙ୍କୁ ଭୋଟ ଦେବାର ଅଧିକାର ଦେଇଛି। ଆମର ଗଣତନ୍ତ୍ର ବହୁତ ସମୃଦ୍ଧ। ଆମର ସଂସ୍କୃତିରେ ହିଁ ଗଣତନ୍ତ୍ର ରହିଛି।

ଆଗକୁ ସେ କହିଛନ୍ତି, ଦେଶ ଏବେ ଦ୍ରୁତ ଗତିରେ ବିକାଶ କରୁଛି। ଭାରତର ଏକତା ରକ୍ଷା ପାଇଁ ଆମେ ୩୭୦ ଧାରା ହଟାଇଛୁ। ୱାନ ନେସନ ୱାନ ଟାକ୍ସ ପାଇଁ ଜିଏସଟି ଲାଗୁ କରାଯାଇଛି। ମୋଦୀ ଜରୁରୀ ପରିସ୍ଥିତି ପ୍ରସଙ୍ଗ ଉଠାଇ କଂଗ୍ରେସକୁ କଡ଼ା ନିନ୍ଦା କରିଥିଲେ। ସେହି ସମୟରେ ସାରା ଦେଶକୁ ଜେଲରେ ପରିଣତ କରାଯାଇଥିଲା। ସ୍ଵାଧୀନ ମତବ୍ୟକ୍ତ କରିବାର ଅଧିକାର କଂଗ୍ରେସ ଛଡ଼ାଇ ନେଇଥିଲା କହି ମୋଦି କଡ଼ା ସମାଲୋଚନା କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର