ଜି୭ ଦେଶ ତୁଳନାରେ କୋଭିଡ ଟୀକାକରଣରେ ଭାରତ ଆଗୁଆ

The Sakala Picture
Published On

ନୂଆଦିଲ୍ଲୀ: କରୋନା ସଂକ୍ରମଣରୁ ଲୋକଙ୍କୁ ରକ୍ଷା କରିବା ଲାଗି ଦେଶରେ ବଡ଼ ଧରଣର ଟିକାକରଣ ଜାରି ରହିଛି । କେନ୍ଦ୍ର ସରକାର ରବିବାର ଦେଇଥିବା ତଥ୍ୟ ଅନୁସାରେ ଟିକାକରଣରେ ଭାରତ ଜି୭ ରାଷ୍ଟ୍ରକୁ ପଛରେ ପକାଇଛି । ସରକାର ଦେଇଥିବା ତଥ୍ୟ ଅନୁସାରେ, ଅଗଷ୍ଟ ମାସରେ ୧୮ କୋଟି ଡୋଜ୍ ଟିକାକରଣ ହୋଇଛି । ଜି୭ ରାଷ୍ଟ୍ର ସମୂହର ଟିକାକରଣ ତୁଳନାରେ ଏହା ବେଶ୍ ଅଧିକ । ଭାରତ ଅଗଷ୍ଟରେ ୧୮ କୋଟି ଡୋଜ୍ ଟିକାକରଣ କରିଥିବା […]

ନୂଆଦିଲ୍ଲୀ: କରୋନା ସଂକ୍ରମଣରୁ ଲୋକଙ୍କୁ ରକ୍ଷା କରିବା ଲାଗି ଦେଶରେ ବଡ଼ ଧରଣର ଟିକାକରଣ ଜାରି ରହିଛି । କେନ୍ଦ୍ର ସରକାର ରବିବାର ଦେଇଥିବା ତଥ୍ୟ ଅନୁସାରେ ଟିକାକରଣରେ ଭାରତ ଜି୭ ରାଷ୍ଟ୍ରକୁ ପଛରେ ପକାଇଛି । ସରକାର ଦେଇଥିବା ତଥ୍ୟ ଅନୁସାରେ, ଅଗଷ୍ଟ ମାସରେ ୧୮ କୋଟି ଡୋଜ୍ ଟିକାକରଣ ହୋଇଛି । ଜି୭ ରାଷ୍ଟ୍ର ସମୂହର ଟିକାକରଣ ତୁଳନାରେ ଏହା ବେଶ୍ ଅଧିକ । ଭାରତ ଅଗଷ୍ଟରେ ୧୮ କୋଟି ଡୋଜ୍ ଟିକାକରଣ କରିଥିବା ବେଳେ ଜି୭ ରାଷ୍ଟ୍ର ସମୂହ ୧୦.୧ କୋଟି ଡୋଜ୍ ଟିକାକରଣ କରିଛନ୍ତି ।

ଆହୁରି ପଢ଼ନ୍ତୁ: ୬ ବର୍ଷ ପରେ ଆକାଶ ଛୁଇଁଲା ଏୟାର ଇଣ୍ଡିଆର ‘ବୋଇିଂ ୭୭୭’, ନାଗପୁରରୁ ଉଡି ଅହମ୍ମଦାବାଦରେ କଲା ଲ୍ୟାଣ୍ଡିଂ

ତଥ୍ୟ ଅନୁସାରେ ଅଗଷ୍ଟରେ କାନାଡ଼ା ୩୦ ଲକ୍ଷ ଡୋଜ୍ ଟିକାକରଣ କରିଥିବା ବେଳେ ବ୍ରିଟେନ ୫୦ ଲକ୍ଷ, ଇଟାଲୀ ୮୦ ଲକ୍ଷ ଓ ଜର୍ମାନୀ ୯୦ ଲକ୍ଷ ଡୋଜ୍ ଟିକା ଦେଇଛି । ଜି୭ ଦେଶ ମଧ୍ୟରୁ କେବଳ ଜାପାନ, ଆମେରିକା ଓ ଫ୍ରାନ୍ସ ହିଁ ୧୦ କୋଟିରୁ ଅଧିକ ଡୋଜ୍ ଟିକାକରଣ କରିଛନ୍ତି । ଦେଶରେ ଜାନୁଆରୀ ୧୬ରୁ ଟିକାକରଣ ଅଭିଯାନ ଆରମ୍ଭ ହୋଇଥିଲା । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ, ଏବେ ଯାଏଁ ୬୮.୭ କୋଟିରୁ ଅଧିକ ଡୋଜ୍ ଟିକାକରଣ ହୋଇ ସାରିଛି । ୧୬ କୋଟି ଲୋକ କୋଭିଡ୍ ଟିକାର ୨ଟି ଯାକ ଡୋଜ୍ ନେଇ ସାରିଛନ୍ତି ।

ଆହୁରି ପଢ଼ନ୍ତୁ: ବିହାରର ନବଗଛିଆରେ ରକ୍ତରଞ୍ଜିତ ହୋଲି: ଗୁଳିମାଡ଼ରେ ୩ ସାଙ୍ଗଙ୍କ ମୃତ୍ୟୁ, ଅଞ୍ଚଳରେ ଚାଞ୍ଚଲ୍ୟ

05 Sep 2021 By The Sakala

ଜି୭ ଦେଶ ତୁଳନାରେ କୋଭିଡ ଟୀକାକରଣରେ ଭାରତ ଆଗୁଆ

ନୂଆଦିଲ୍ଲୀ: କରୋନା ସଂକ୍ରମଣରୁ ଲୋକଙ୍କୁ ରକ୍ଷା କରିବା ଲାଗି ଦେଶରେ ବଡ଼ ଧରଣର ଟିକାକରଣ ଜାରି ରହିଛି । କେନ୍ଦ୍ର ସରକାର ରବିବାର ଦେଇଥିବା ତଥ୍ୟ ଅନୁସାରେ ଟିକାକରଣରେ ଭାରତ ଜି୭ ରାଷ୍ଟ୍ରକୁ ପଛରେ ପକାଇଛି । ସରକାର ଦେଇଥିବା ତଥ୍ୟ ଅନୁସାରେ, ଅଗଷ୍ଟ ମାସରେ ୧୮ କୋଟି ଡୋଜ୍ ଟିକାକରଣ ହୋଇଛି । ଜି୭ ରାଷ୍ଟ୍ର ସମୂହର ଟିକାକରଣ ତୁଳନାରେ ଏହା ବେଶ୍ ଅଧିକ । ଭାରତ ଅଗଷ୍ଟରେ ୧୮ କୋଟି ଡୋଜ୍ ଟିକାକରଣ କରିଥିବା ବେଳେ ଜି୭ ରାଷ୍ଟ୍ର ସମୂହ ୧୦.୧ କୋଟି ଡୋଜ୍ ଟିକାକରଣ କରିଛନ୍ତି ।

ତଥ୍ୟ ଅନୁସାରେ ଅଗଷ୍ଟରେ କାନାଡ଼ା ୩୦ ଲକ୍ଷ ଡୋଜ୍ ଟିକାକରଣ କରିଥିବା ବେଳେ ବ୍ରିଟେନ ୫୦ ଲକ୍ଷ, ଇଟାଲୀ ୮୦ ଲକ୍ଷ ଓ ଜର୍ମାନୀ ୯୦ ଲକ୍ଷ ଡୋଜ୍ ଟିକା ଦେଇଛି । ଜି୭ ଦେଶ ମଧ୍ୟରୁ କେବଳ ଜାପାନ, ଆମେରିକା ଓ ଫ୍ରାନ୍ସ ହିଁ ୧୦ କୋଟିରୁ ଅଧିକ ଡୋଜ୍ ଟିକାକରଣ କରିଛନ୍ତି । ଦେଶରେ ଜାନୁଆରୀ ୧୬ରୁ ଟିକାକରଣ ଅଭିଯାନ ଆରମ୍ଭ ହୋଇଥିଲା । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ, ଏବେ ଯାଏଁ ୬୮.୭ କୋଟିରୁ ଅଧିକ ଡୋଜ୍ ଟିକାକରଣ ହୋଇ ସାରିଛି । ୧୬ କୋଟି ଲୋକ କୋଭିଡ୍ ଟିକାର ୨ଟି ଯାକ ଡୋଜ୍ ନେଇ ସାରିଛନ୍ତି ।

https://www.thesakala.in/national-international/india-has-more-vaccine-coverage-than-g7-countries/article-5203
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର