ମନୋରଞ୍ଜନ

ସଲମାନ ଖାନଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହଠାତ୍ ଅଦୃଶ୍ୟ, X ପେଜ୍ ସକ୍ରିୟ ଥିବାରୁ ପ୍ରଶଂସକଙ୍କ ମଧ୍ୟରେ ଛନକା
ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ
ପ୍ରସିଦ୍ଧ ଗାୟକଙ୍କୁ ବିବାହ କରିବେ କି କୋଟିପତି କାବ୍ୟା ମାରନ୍? ସ୍ପେନରେ ବାହାଘର ନେଇ ଜୋର ଧରିଛି ଚର୍ଚ୍ଚା

୨୦ ଦିନରେ ୨୭ ଦେଶକୁ ବ୍ୟାପିଲା ମଙ୍କିପକ୍ସ : ୭୮୦ ଲୋକ ସଂକ୍ରମିତ, ଭୂତାଣୁ ନେଲାଣି ୧୦ ଜୀବନ

The Sakala Picture
Published On

ଜେନେଭା : କରୋନା ମଧ୍ୟରେ ବିଶ୍ବ ପ୍ରତି ନୂଆ ସଙ୍କଟ ସୃଷ୍ଟି ହୋଇଛି। ମଙ୍କିପକ୍ସ ମାମଲା ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ସଂକ୍ରମଣ ଗତ ୨୦ ଦିନରେ ୨୭ ଦେଶକୁ ବ୍ୟାପିଲାଣି। ଏ ପର୍ଯ୍ୟନ୍ତ ୭୮୦ ଲୋକ ଏହି ଭୂତାଣୁରେ ସଂକ୍ରମିତ ହେଲେଣି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ଏହି ସୂଚନା ଦେଇଛି। ତେବେ ଚିନ୍ତାର ବିଷୟ ଏହି କି ଯେ ଭୂତାଣୁ ଲୋକଙ୍କ ଜୀବନ ମଧ୍ୟ ନେଲାଣି। ଚଳିତ ବର୍ଷ କଙ୍ଗୋରେ ୯ ଜଣ ଲୋକଙ୍କ […]

ଜେନେଭା : କରୋନା ମଧ୍ୟରେ ବିଶ୍ବ ପ୍ରତି ନୂଆ ସଙ୍କଟ ସୃଷ୍ଟି ହୋଇଛି। ମଙ୍କିପକ୍ସ ମାମଲା ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ସଂକ୍ରମଣ ଗତ ୨୦ ଦିନରେ ୨୭ ଦେଶକୁ ବ୍ୟାପିଲାଣି। ଏ ପର୍ଯ୍ୟନ୍ତ ୭୮୦ ଲୋକ ଏହି ଭୂତାଣୁରେ ସଂକ୍ରମିତ ହେଲେଣି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ଏହି ସୂଚନା ଦେଇଛି। ତେବେ ଚିନ୍ତାର ବିଷୟ ଏହି କି ଯେ ଭୂତାଣୁ ଲୋକଙ୍କ ଜୀବନ ମଧ୍ୟ ନେଲାଣି। ଚଳିତ ବର୍ଷ କଙ୍ଗୋରେ ୯ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ନାଇଜେରିଆରେ ଭୂତାଣୁ ପ୍ରଥମ ଜୀବନ ନେଇଛି।ଏହି ଭୂତାଣୁ ସଂକ୍ରମଣକୁ ଦେଖି ଭାରତ ସରକାର ଗତ ୩୧ ତାରିଖରେ ମାର୍ଗଦର୍ଶିକା ଜାରି କରିଥିଲେ।

ଆହୁରି ପଢ଼ନ୍ତୁ: "ବିବାହ ପରେ ଝିଅମାନଙ୍କୁ ଏକାକୀ ଛାଡିଦେବା ଭାରତୀୟ ସମାଜର ନିନ୍ଦନୀୟ ପ୍ରଥା": କଙ୍ଗନା ରଣାୱତଙ୍କ ବଡ଼ ବୟାନ

ସୂଚନାଯୋଗ୍ୟ ଯେ ଏ ପର୍ଯ୍ୟନ୍ତ ଭାରତରେ ଏହି ମାମଲା ଚିହ୍ନଟ ହୋଇନାହିଁ। ତେବେ ମହାରାଷ୍ଟ୍ରରେ ୨ ଜଣ ସଂକ୍ରମିତଙ୍କ ମଙ୍କିପକ୍ସ ଭଳି ଲକ୍ଷଣ ରହିଛି। ଏହି ନମୁନା ପରୀକ୍ଷଣ ପାଇଁ ପଠାଯାଇଛି। ଭାରତ ସରକାର ପ୍ରତିଷେଧାତ୍ମକ ପଦକ୍ଷେପ ଗ୍ରହଣ କରି ମଙ୍କିପକ୍ସ ସଂକ୍ରମିତ ବ୍ୟକ୍ତିଙ୍କ ଲାଗି ୨୧ ଦିନିଆ ସଙ୍ଗରୋଧ ବାଧ୍ୟତାମୂଳକ କରିଛନ୍ତି। ସଂକ୍ରମିତଙ୍କ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତି ମଧ୍ୟ ୨୧ ଦିନ ପର୍ଯ୍ୟନ୍ତ ସଙ୍ଗରୋଧରେ ରହିବେ। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ମଙ୍କିପକ୍ସ ଭୂତାଣୁ ଅର୍ଥୋପକ୍ସଭାଇରସ ଗୋଷ୍ଠୀର। ଏହି ଗୋଷ୍ଠୀର ଅନ୍ୟ ଭୂତାଣୁ ଯୋଗୁଁ ମିଳିମିଳା ଏବଂ ଫାଟୁଆ ରୋଗ ହୋଇଥାଏ। ‘ହୁ’ ଅନୁଯାୟୀ ମଙ୍କିପକ୍ସ ଜଣେ ବ୍ୟକ୍ତିଙ୍କଠାରୁ ଅନ୍ୟଜଣକୁ ବହୁତ କମ୍‌ ମିଳିଥାଏ। ସଂକ୍ରମିତ ବ୍ୟକ୍ତିଙ୍କ କାଶ, ତ୍ବଚାର ଘା’ କିମ୍ବା ନିକଟତର ହେଲେ ସଂକ୍ରମିତ ହେବାର ଆଶଙ୍କା ଅଧିକ ଥାଏ।

ଆହୁରି ପଢ଼ନ୍ତୁ: କୁସ୍ତି କାହିଁକି କ୍ଷତି ସହିବ? ବିନେଶ ଫୋଗାଟଙ୍କୁ ଏସୀୟ କ୍ରୀଡ଼ା ଟ୍ରାଏଲରୁ ବାଦ୍ ଦେବା ପ୍ରସଙ୍ଗରେ ଡବ୍ଲ୍ୟୁଏଫଆଇ ଉପରେ ବର୍ଷିଲେ ଦିଲ୍ଲୀ ହାଇକୋର୍ଟ

07 Jun 2022 By The Sakala

୨୦ ଦିନରେ ୨୭ ଦେଶକୁ ବ୍ୟାପିଲା ମଙ୍କିପକ୍ସ : ୭୮୦ ଲୋକ ସଂକ୍ରମିତ, ଭୂତାଣୁ ନେଲାଣି ୧୦ ଜୀବନ

ଜେନେଭା : କରୋନା ମଧ୍ୟରେ ବିଶ୍ବ ପ୍ରତି ନୂଆ ସଙ୍କଟ ସୃଷ୍ଟି ହୋଇଛି। ମଙ୍କିପକ୍ସ ମାମଲା ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ସଂକ୍ରମଣ ଗତ ୨୦ ଦିନରେ ୨୭ ଦେଶକୁ ବ୍ୟାପିଲାଣି। ଏ ପର୍ଯ୍ୟନ୍ତ ୭୮୦ ଲୋକ ଏହି ଭୂତାଣୁରେ ସଂକ୍ରମିତ ହେଲେଣି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ଏହି ସୂଚନା ଦେଇଛି। ତେବେ ଚିନ୍ତାର ବିଷୟ ଏହି କି ଯେ ଭୂତାଣୁ ଲୋକଙ୍କ ଜୀବନ ମଧ୍ୟ ନେଲାଣି। ଚଳିତ ବର୍ଷ କଙ୍ଗୋରେ ୯ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ନାଇଜେରିଆରେ ଭୂତାଣୁ ପ୍ରଥମ ଜୀବନ ନେଇଛି।ଏହି ଭୂତାଣୁ ସଂକ୍ରମଣକୁ ଦେଖି ଭାରତ ସରକାର ଗତ ୩୧ ତାରିଖରେ ମାର୍ଗଦର୍ଶିକା ଜାରି କରିଥିଲେ।

ସୂଚନାଯୋଗ୍ୟ ଯେ ଏ ପର୍ଯ୍ୟନ୍ତ ଭାରତରେ ଏହି ମାମଲା ଚିହ୍ନଟ ହୋଇନାହିଁ। ତେବେ ମହାରାଷ୍ଟ୍ରରେ ୨ ଜଣ ସଂକ୍ରମିତଙ୍କ ମଙ୍କିପକ୍ସ ଭଳି ଲକ୍ଷଣ ରହିଛି। ଏହି ନମୁନା ପରୀକ୍ଷଣ ପାଇଁ ପଠାଯାଇଛି। ଭାରତ ସରକାର ପ୍ରତିଷେଧାତ୍ମକ ପଦକ୍ଷେପ ଗ୍ରହଣ କରି ମଙ୍କିପକ୍ସ ସଂକ୍ରମିତ ବ୍ୟକ୍ତିଙ୍କ ଲାଗି ୨୧ ଦିନିଆ ସଙ୍ଗରୋଧ ବାଧ୍ୟତାମୂଳକ କରିଛନ୍ତି। ସଂକ୍ରମିତଙ୍କ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତି ମଧ୍ୟ ୨୧ ଦିନ ପର୍ଯ୍ୟନ୍ତ ସଙ୍ଗରୋଧରେ ରହିବେ। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ମଙ୍କିପକ୍ସ ଭୂତାଣୁ ଅର୍ଥୋପକ୍ସଭାଇରସ ଗୋଷ୍ଠୀର। ଏହି ଗୋଷ୍ଠୀର ଅନ୍ୟ ଭୂତାଣୁ ଯୋଗୁଁ ମିଳିମିଳା ଏବଂ ଫାଟୁଆ ରୋଗ ହୋଇଥାଏ। ‘ହୁ’ ଅନୁଯାୟୀ ମଙ୍କିପକ୍ସ ଜଣେ ବ୍ୟକ୍ତିଙ୍କଠାରୁ ଅନ୍ୟଜଣକୁ ବହୁତ କମ୍‌ ମିଳିଥାଏ। ସଂକ୍ରମିତ ବ୍ୟକ୍ତିଙ୍କ କାଶ, ତ୍ବଚାର ଘା’ କିମ୍ବା ନିକଟତର ହେଲେ ସଂକ୍ରମିତ ହେବାର ଆଶଙ୍କା ଅଧିକ ଥାଏ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର