ବିନା ଆଲୋଚନାରେ ଆଇନ ପାରିତ ହେବା ଦେଶପାଇଁ ଶୁଭଙ୍କର ନୁହେଁ: ସିଜେଆଇ

The Sakala Picture
Published On

ନୂଆଦିଲ୍ଲୀ: ଭାରତର ପ୍ରଧାନ ବିଚାରପତି ଏନ୍‌.ଭି ରମଣା ସଂସଦରେ ଉପଯୁକ୍ତ ବିତର୍କର ଅଭାବକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସୁପ୍ରିମକୋର୍ଟରେ ସ୍ୱାଧୀନତା ଦିବସ ପାଳନ ଅବସରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସିଜେଆଇ ରମଣା କହିଛନ୍ତି। “ଆଇନ ପ୍ରଣୟନ କରୁଥିବାବେଳେ ସଂସଦରେ ଉପଯୁକ୍ତ ବିତର୍କର ଅଭାବ ଦେଖାଦେଇଛି। ସଂସଦ କାର୍ଯ୍ୟକାରୀ ବେଳେ ଉପୁଜୁଥିବା ହଙ୍ଗାମାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ‌ସିଜେଆଇ ଏନ୍‌.ଭି ରମଣା। ବିତର୍କ, ନୂତନ ନିୟମ ପଛରେ ଥିବା ଉଦ୍ଦେଶ୍ୟ ଏବଂ ଆପତ୍ତି ବୁଝିବାରେ […]

ନୂଆଦିଲ୍ଲୀ: ଭାରତର ପ୍ରଧାନ ବିଚାରପତି ଏନ୍‌.ଭି ରମଣା ସଂସଦରେ ଉପଯୁକ୍ତ ବିତର୍କର ଅଭାବକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସୁପ୍ରିମକୋର୍ଟରେ ସ୍ୱାଧୀନତା ଦିବସ ପାଳନ ଅବସରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସିଜେଆଇ ରମଣା କହିଛନ୍ତି। “ଆଇନ ପ୍ରଣୟନ କରୁଥିବାବେଳେ ସଂସଦରେ ଉପଯୁକ୍ତ ବିତର୍କର ଅଭାବ ଦେଖାଦେଇଛି। ସଂସଦ କାର୍ଯ୍ୟକାରୀ ବେଳେ ଉପୁଜୁଥିବା ହଙ୍ଗାମାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ‌ସିଜେଆଇ ଏନ୍‌.ଭି ରମଣା। ବିତର୍କ, ନୂତନ ନିୟମ ପଛରେ ଥିବା ଉଦ୍ଦେଶ୍ୟ ଏବଂ ଆପତ୍ତି ବୁଝିବାରେ ଅସମର୍ଥ।  ବର୍ତ୍ତମାନ ଏହା ଏକ ଦୁଃଖଦ ଘଟଣା।  ଆଇନର ଅନେକ ଅସ୍ପଷ୍ଟତା ରହିଛି ଏବଂ ଆଇନ ପ୍ରଣୟନ ପଛରେ ଥିବା ଉଦ୍ଦେଶ୍ୟ କୋର୍ଟ ଜାଣନ୍ତି ନାହିଁ ବୋଲି ସିଜେଆଇ ରମଣା କହିଛନ୍ତି।

ଆହୁରି ପଢ଼ନ୍ତୁ: ୨୦୨୬ ନୋବେଲ ଶାନ୍ତି ପୁରସ୍କାର: ଆନ୍ତର୍ଜାତୀୟ ଆଇନର ପ୍ରସାର ପାଇଁ ବିଚାରପତି ନାଭାନେଥେମ ‘ନାଭି’ ପିଲାଇଙ୍କୁ ସମ୍ମାନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର