ମନୋରଞ୍ଜନ

ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ
ପ୍ରସିଦ୍ଧ ଗାୟକଙ୍କୁ ବିବାହ କରିବେ କି କୋଟିପତି କାବ୍ୟା ମାରନ୍? ସ୍ପେନରେ ବାହାଘର ନେଇ ଜୋର ଧରିଛି ଚର୍ଚ୍ଚା
୬୬ ବର୍ଷ ବୟସରେ ସର୍ଟସ୍ ପିନ୍ଧି ଟ୍ରୋଲ୍ ହେଲେ ନୀନା ଗୁପ୍ତା, ହେଟର୍ସଙ୍କୁ ଦେଲେ କଡ଼ା ଜବାବ; ଜାଣନ୍ତୁ କେବେ ଆସିବ 'ପଞ୍ଚାୟତ ୫'?

ଜୀବଙ୍କ ଜିନ୍ ବଦଳାଉଛି ଚୀନ୍, ହୋଇପାରେ ନୁଆ ଭାଇରସର ଜନ୍ମ !

The Sakala Picture
Published On

ବର୍ତ୍ତମାନର ମହାମାରୀ ପାଇଁ ସାରା ବିଶ୍ୱର ନଜର ଏବେ ଚୀନ୍ ଉପରେ । ଯାହା ଚୀନ୍ ର ଉହାନ୍ ଲ୍ୟାବରୁ ଆସିଥିବାର ଅନେକ ସୂତ୍ରରୁ ପ୍ରମାଣ ହେଉଛି । କିନ୍ତୁ ଏସବୁ ଭିତରେ ଜଣେ ବିଶେଷଜ୍ଞ ତଥା ସାମ୍ବାଦିକ ଜେସପର୍ ବେକର ଦାବା କରିଛନ୍ତି କି ଚୀନ୍ ଲ୍ୟାବ ଗୁଡିକରେ ପଶୁଙ୍କର ଜୀନ୍ କୁ ପରିବର୍ତ୍ତନ କରି ତାଙ୍କୁ କିଛି ନୂଆ ଭାଇରସ୍ ର ଇଂଜେକସନ ଲଗାଯାଉଛି । ଆଉ ଏହି ନୂଆ ଭାଇରସ୍ କରୋନା ଠାରୁ […]

ବର୍ତ୍ତମାନର ମହାମାରୀ ପାଇଁ ସାରା ବିଶ୍ୱର ନଜର ଏବେ ଚୀନ୍ ଉପରେ । ଯାହା ଚୀନ୍ ର ଉହାନ୍ ଲ୍ୟାବରୁ ଆସିଥିବାର ଅନେକ ସୂତ୍ରରୁ ପ୍ରମାଣ ହେଉଛି । କିନ୍ତୁ ଏସବୁ ଭିତରେ ଜଣେ ବିଶେଷଜ୍ଞ ତଥା ସାମ୍ବାଦିକ ଜେସପର୍ ବେକର ଦାବା କରିଛନ୍ତି କି ଚୀନ୍ ଲ୍ୟାବ ଗୁଡିକରେ ପଶୁଙ୍କର ଜୀନ୍ କୁ ପରିବର୍ତ୍ତନ କରି ତାଙ୍କୁ କିଛି ନୂଆ ଭାଇରସ୍ ର ଇଂଜେକସନ ଲଗାଯାଉଛି । ଆଉ ଏହି ନୂଆ ଭାଇରସ୍ କରୋନା ଠାରୁ କିଛି କମ୍ ହେବନି । ବେକର ଆହୁରୀ ମଧ୍ୟ ଦାବା କରୁଛନ୍ତି କି ଚୀନ ସବୁବେଳେ କିଛି ଏମିତି ଓଲଟପାଲଟ ପରୀକ୍ଷଣ କରିଥାଏ ଯାହାକୁ ଦୁନିଆର ଆଉ କେଉଁଠି ପରୀକ୍ଷା କରିବାକୁ ଅନୁମତି ମିଳିନଥାଏ ।

ଆହୁରି ପଢ଼ନ୍ତୁ: ଜାତିସଂଘ ନିରାପତ୍ତା ପରିଷଦରେ ପାକିସ୍ତାନକୁ ଭାରତର କଡ଼ା ଜବାବ: 'ନିର୍ଦ୍ଦୋଷଙ୍କୁ ମାରୁଥିବା ଦେଶ ଆଇନ ଶିଖାଇବା ହାସ୍ୟାସ୍ପଦ'

ଯେବେଠାରୁ ଗ୍ଲୋବାଲ ବାୟୋଟେକ ବିନିଯୋଗ ବୃଦ୍ଧି ପାଇଛି ସେବେଠାରୁ ଚୀନର ଅନୁସନ୍ଧାନକାରୀ ମାନେ ପଶୁମାନଙ୍କ ଉପରେ ଅଧିକ ମାତ୍ରାରେ ପରୀକ୍ଷଣ କରୁଛନ୍ତି । ତାସହ ନୂଆ ଜୈବିକ ଅସ୍ତ୍ର ତିଆରି ପାଇଁ ଚୀନ୍ ଜୀବମାନଙ୍କ ଉପରେ ଅଧ୍ୟୟନ କରୁଛି । ଚୀନ୍ ସରକାର ବେଟ୍ ଭାଇରସ, ଇବୋଲା ଭାଇରସ୍‌,ମାରବର୍ଗ ଭଳି ଅନେକ ଭାଇରସ ର ପରୀକ୍ଷଣ କରି ଦୁନିଆ ପାଇଁ ବିପଦ ସୃଷ୍ଟି କରିଛି । ହେଲେ ଏ ସମ୍ବନ୍ଧରେ ଚୀନ ସରକାର କେବେ ବି ସତ ସ୍ୱିକାର କରିନାହାନ୍ତି । ପତ୍ରକାରଙ୍କ କହିବା ଅନୁସାରେ ଚୀନ୍ କେବଳ ଜୀବଜନ୍ତୁଙ୍କ ଉପରେ ନୁହେଁ ବରଂ ମଣିଷଙ୍କ ଉପରେ ବି ବେଆଇନ ପରୀକ୍ଷଣ କରୁଛି । ଯାହାର ସନ୍ଧାନ ପାଇବାକୁ ହେଲେ ଚୀନ ର ଗୁପ୍ତ ଲ୍ୟାବ ଗୁଡିକର ରିସର୍ଚ କରିବାକୁ ହେବ । ଯେଉଁଥିରୁ ସ୍ପଷ୍ଟ ଭାବେ ଜଣାପଡିବ ଯେ ମଣିଷଙ୍କ ଭିତରେ କେଉଁଭଳି ପଶୁଙ୍କର ଜୀନ ଅଦଳବଦଳ କରୁଛି ଚାଇନା ।

ଆହୁରି ପଢ଼ନ୍ତୁ: ବିମାନ ଅବତରଣ ବେଳେ 'ଟେଲ୍ ଷ୍ଟ୍ରାଇକ୍': ଗ୍ରାଉଣ୍ଡେଡ୍ ହେଲା ଦିଲ୍ଲୀ-ବେଙ୍ଗାଲୁରୁ ଏୟାର ଇଣ୍ଡିଆ ବିମାନ

ଆମେରିକାର ବୈଦେଶିକ ମନ୍ତ୍ରୀ ଏଣ୍ଟନୀ ବ୍ଲିକେନ ଚୀନ କୁ କଡା ଚେତାବନୀ ଦେଇ କହିଛନ୍ତି । ଯଦି କରୋନା ଭାଇରସ ର ମୂଳ ଉତ୍ପତି ବିଷୟରେ ଜାଣିବାରେ ଚାଇନା ସାହାଯ୍ୟ ନ କରେ ତେବେ ଆର୍ନ୍ତଜାତୀୟ ସ୍ତରରେ ତା ବିରୁଦ୍ଦରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏଯାବତ୍ ଚୀନ୍ ଅନୁସନ୍ଧାନକାରୀ ଟିମ କୁ ଭାଇରସ ବିଷୟରେ ଯାଂଚ କରିବାକୁ ଭଲଭାବରେ ଅନୁମତି ଦେଉନାହିଁ । ବ୍ଲିକେନ କହିଛନ୍ତି ଖୁବ୍ ଶିଘ୍ର ଚୀନ୍ ଅନ୍ତରାଷ୍ଟ୍ରିୟ ଗବେଷକଙ୍କୁ ଯାଂଚ ପାଇଁ ଏଣ୍ଟ୍ରି ଦେଉ ଓ ସବୁ ସୂଚନା ଭଲଭାବରେ ଦେଉ ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ପିଟିସନ୍ କମିଟିର ନୂଆ ଅଧ୍ୟକ୍ଷ ହେଲେ ରାଘବ ଚଢା, ମିଳିଲା ବଡ଼ ଦାୟିତ୍ୱ

07 Jun 2021 By The Sakala

ଜୀବଙ୍କ ଜିନ୍ ବଦଳାଉଛି ଚୀନ୍, ହୋଇପାରେ ନୁଆ ଭାଇରସର ଜନ୍ମ !

ବର୍ତ୍ତମାନର ମହାମାରୀ ପାଇଁ ସାରା ବିଶ୍ୱର ନଜର ଏବେ ଚୀନ୍ ଉପରେ । ଯାହା ଚୀନ୍ ର ଉହାନ୍ ଲ୍ୟାବରୁ ଆସିଥିବାର ଅନେକ ସୂତ୍ରରୁ ପ୍ରମାଣ ହେଉଛି । କିନ୍ତୁ ଏସବୁ ଭିତରେ ଜଣେ ବିଶେଷଜ୍ଞ ତଥା ସାମ୍ବାଦିକ ଜେସପର୍ ବେକର ଦାବା କରିଛନ୍ତି କି ଚୀନ୍ ଲ୍ୟାବ ଗୁଡିକରେ ପଶୁଙ୍କର ଜୀନ୍ କୁ ପରିବର୍ତ୍ତନ କରି ତାଙ୍କୁ କିଛି ନୂଆ ଭାଇରସ୍ ର ଇଂଜେକସନ ଲଗାଯାଉଛି । ଆଉ ଏହି ନୂଆ ଭାଇରସ୍ କରୋନା ଠାରୁ କିଛି କମ୍ ହେବନି । ବେକର ଆହୁରୀ ମଧ୍ୟ ଦାବା କରୁଛନ୍ତି କି ଚୀନ ସବୁବେଳେ କିଛି ଏମିତି ଓଲଟପାଲଟ ପରୀକ୍ଷଣ କରିଥାଏ ଯାହାକୁ ଦୁନିଆର ଆଉ କେଉଁଠି ପରୀକ୍ଷା କରିବାକୁ ଅନୁମତି ମିଳିନଥାଏ ।

ଯେବେଠାରୁ ଗ୍ଲୋବାଲ ବାୟୋଟେକ ବିନିଯୋଗ ବୃଦ୍ଧି ପାଇଛି ସେବେଠାରୁ ଚୀନର ଅନୁସନ୍ଧାନକାରୀ ମାନେ ପଶୁମାନଙ୍କ ଉପରେ ଅଧିକ ମାତ୍ରାରେ ପରୀକ୍ଷଣ କରୁଛନ୍ତି । ତାସହ ନୂଆ ଜୈବିକ ଅସ୍ତ୍ର ତିଆରି ପାଇଁ ଚୀନ୍ ଜୀବମାନଙ୍କ ଉପରେ ଅଧ୍ୟୟନ କରୁଛି । ଚୀନ୍ ସରକାର ବେଟ୍ ଭାଇରସ, ଇବୋଲା ଭାଇରସ୍‌,ମାରବର୍ଗ ଭଳି ଅନେକ ଭାଇରସ ର ପରୀକ୍ଷଣ କରି ଦୁନିଆ ପାଇଁ ବିପଦ ସୃଷ୍ଟି କରିଛି । ହେଲେ ଏ ସମ୍ବନ୍ଧରେ ଚୀନ ସରକାର କେବେ ବି ସତ ସ୍ୱିକାର କରିନାହାନ୍ତି । ପତ୍ରକାରଙ୍କ କହିବା ଅନୁସାରେ ଚୀନ୍ କେବଳ ଜୀବଜନ୍ତୁଙ୍କ ଉପରେ ନୁହେଁ ବରଂ ମଣିଷଙ୍କ ଉପରେ ବି ବେଆଇନ ପରୀକ୍ଷଣ କରୁଛି । ଯାହାର ସନ୍ଧାନ ପାଇବାକୁ ହେଲେ ଚୀନ ର ଗୁପ୍ତ ଲ୍ୟାବ ଗୁଡିକର ରିସର୍ଚ କରିବାକୁ ହେବ । ଯେଉଁଥିରୁ ସ୍ପଷ୍ଟ ଭାବେ ଜଣାପଡିବ ଯେ ମଣିଷଙ୍କ ଭିତରେ କେଉଁଭଳି ପଶୁଙ୍କର ଜୀନ ଅଦଳବଦଳ କରୁଛି ଚାଇନା ।

ଆମେରିକାର ବୈଦେଶିକ ମନ୍ତ୍ରୀ ଏଣ୍ଟନୀ ବ୍ଲିକେନ ଚୀନ କୁ କଡା ଚେତାବନୀ ଦେଇ କହିଛନ୍ତି । ଯଦି କରୋନା ଭାଇରସ ର ମୂଳ ଉତ୍ପତି ବିଷୟରେ ଜାଣିବାରେ ଚାଇନା ସାହାଯ୍ୟ ନ କରେ ତେବେ ଆର୍ନ୍ତଜାତୀୟ ସ୍ତରରେ ତା ବିରୁଦ୍ଦରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏଯାବତ୍ ଚୀନ୍ ଅନୁସନ୍ଧାନକାରୀ ଟିମ କୁ ଭାଇରସ ବିଷୟରେ ଯାଂଚ କରିବାକୁ ଭଲଭାବରେ ଅନୁମତି ଦେଉନାହିଁ । ବ୍ଲିକେନ କହିଛନ୍ତି ଖୁବ୍ ଶିଘ୍ର ଚୀନ୍ ଅନ୍ତରାଷ୍ଟ୍ରିୟ ଗବେଷକଙ୍କୁ ଯାଂଚ ପାଇଁ ଏଣ୍ଟ୍ରି ଦେଉ ଓ ସବୁ ସୂଚନା ଭଲଭାବରେ ଦେଉ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର