ଚନ୍ଦ୍ରଯାନ-୩ ଭାରତ ପାଇଁ ହେବ ଗେମ୍ ଚେଞ୍ଜର୍: ନାମ୍ବି ନାରାୟଣ
ନୂଆଦିଲ୍ଲୀ: ଆଉ ମାତ୍ର କିଛି ସମୟ ପରେ ଭାରତର ଚନ୍ଦ୍ରଯାନ-୩ ଅଭିଯାନ ଆରମ୍ଭ ହେବାକୁ ଯାଉଥିବା ବେଳେ ଚଳିତ ଥର ଭାରତ ଏ ଦିଗରେ ସଫଳତା ହାସଲ କରିବ ବୋଲି ବହୁ ଭାରତୀୟ ମହାକାଶ ବିଜ୍ଞାନୀ ନିଶ୍ଚିତ ରହିଛନ୍ତି। ପ୍ରାୟ ୪ ବର୍ଷ ତଳେ ଚନ୍ଦ୍ରଯାନ-୨କୁ ନେଇ ସୃଷ୍ଟି ହୋଇଥିବା ସମସ୍ୟା ଏବେ ଦୂର ହୋଇଛି ଏବଂ ଚନ୍ଦ୍ରଯାନ-୩ ନିଶ୍ଚିତ ଭାବେ ସଫଳ ହେବ ବୋଲି ବହୁ ବିଜ୍ଞାନୀ କହିଛନ୍ତି। ଏହିକ୍ରମରେ ଚଳିତ ଅଭିଯାନ ଭାରତ ପାଇଁ […]
ନୂଆଦିଲ୍ଲୀ: ଆଉ ମାତ୍ର କିଛି ସମୟ ପରେ ଭାରତର ଚନ୍ଦ୍ରଯାନ-୩ ଅଭିଯାନ ଆରମ୍ଭ ହେବାକୁ ଯାଉଥିବା ବେଳେ ଚଳିତ ଥର ଭାରତ ଏ ଦିଗରେ ସଫଳତା ହାସଲ କରିବ ବୋଲି ବହୁ ଭାରତୀୟ ମହାକାଶ ବିଜ୍ଞାନୀ ନିଶ୍ଚିତ ରହିଛନ୍ତି। ପ୍ରାୟ ୪ ବର୍ଷ ତଳେ ଚନ୍ଦ୍ରଯାନ-୨କୁ ନେଇ ସୃଷ୍ଟି ହୋଇଥିବା ସମସ୍ୟା ଏବେ ଦୂର ହୋଇଛି ଏବଂ ଚନ୍ଦ୍ରଯାନ-୩ ନିଶ୍ଚିତ ଭାବେ ସଫଳ ହେବ ବୋଲି ବହୁ ବିଜ୍ଞାନୀ କହିଛନ୍ତି। ଏହିକ୍ରମରେ ଚଳିତ ଅଭିଯାନ ଭାରତ ପାଇଁ ଗେମ୍ ଚେଞ୍ଜର ହେବ ବୋଲି ବହୁ ଚର୍ଚ୍ଚିିତ ତଥା ଇସ୍ରୋର ପୂର୍ବତନ ବୈଜ୍ଞାନିକ ନାମ୍ବି ନାରାୟଣ କହିଛନ୍ତି।
ଭାରତର ଏହି ଅଭିଯାନ କେବଳ ଭାରତ ନୁହେଁ ବରଂ ସାରା ବିଶ୍ବ ପାଇଁ ଉତ୍ସାହପ୍ରଦ ରହିବ ବୋଲି ସେ ନିଜର ପ୍ରତିକ୍ରିୟା ରଖି ଗୁରୁବାର କହିଛନ୍ତି। ଗତଥର ଚନ୍ଦ୍ରପୃଷ୍ଠରେ ରୋଭର-ଲ୍ୟାଣ୍ଡର ଅବତରଣ କରିବା ନେଇ ଯେଉଁ ସମସ୍ୟା ରହିଥିଲା ତାହା ଏଥର ଦୂର ହେବ ଏବଂ ଚନ୍ଦ୍ରଯାନ ସଫଳତାର ସହ ଅବତରଣ କରିବ ବୋଲି ନାମ୍ବି ନାରାୟଣ କହିଛନ୍ତି।