ପୂର୍ବତନ କ୍ରିକେଟର ତଥା ବିଜେପି ପ୍ରାର୍ଥୀ ଅଶୋକ ଡିଣ୍ଡାଙ୍କୁ ପଥର ମାଡ, ଟିଏମ୍‌ସି ସମର୍ଥକଙ୍କ ସଂପୃକ୍ତି ଅଭିଯୋଗ

The Sakala Picture
Published On

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାରର ଶେଷ ଦିନରେ ବିଜେପି ପ୍ରାର୍ଥୀ ଅଶୋକ ଡିଣ୍ଡାଙ୍କୁ ଆକ୍ରମଣ । ଭାରତୀୟ କ୍ରିକେଟ ଟିମର ପୂର୍ବତନ କ୍ରିକେଟର ଅଶୋକ ଡିଣ୍ଡା ପୂର୍ବ ମେଦିନାପୁରର ମୋୟନା ଆସନକୁ ବିଜେପିର ପ୍ରାର୍ଥୀ ଅଛନ୍ତି । West Bengal: Former cricketer and BJP candidate from Moyna, Ashok Dinda attacked by unidentified people in Moyna. Details awaited. pic.twitter.com/wxu6mT335v — ANI (@ANI) […]

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାରର ଶେଷ ଦିନରେ ବିଜେପି ପ୍ରାର୍ଥୀ ଅଶୋକ ଡିଣ୍ଡାଙ୍କୁ ଆକ୍ରମଣ । ଭାରତୀୟ କ୍ରିକେଟ ଟିମର ପୂର୍ବତନ କ୍ରିକେଟର ଅଶୋକ ଡିଣ୍ଡା ପୂର୍ବ ମେଦିନାପୁରର ମୋୟନା ଆସନକୁ ବିଜେପିର ପ୍ରାର୍ଥୀ ଅଛନ୍ତି ।

ଆହୁରି ପଢ଼ନ୍ତୁ: ସ୍ୱାମୀଙ୍କୁ ଭେଟିବା ପାଇଁ ମୋବାଇଲ୍ ଟାୱାରରେ ଚଢ଼ିଲେ ସ୍ତ୍ରୀ: ବିହାରର ବଗହାରେ ହାଇଭୋଲଟେଜ୍ ଡ୍ରାମା

ଅଶୋକ ଡିଣ୍ଡାଙ୍କ ପିଠିରେ ଆଘାତ ଲାଗିଥିବା ନେଇ ମିଳିଛି ସୂଚନା । ୫୦ରୁ ଉର୍ଦ୍ଧ୍ବ ଟିଏମସି କର୍ମୀ ଅଶୋକ ଡିଣ୍ଡାଙ୍କ ଗାଡିକୁ ମୋୟନା ବଜାରରେ ଘେରି ଏହା ଉପରକୁ ପଥର ମାଡ କରିଥିଲେ ବୋଲି ଅଭିଯୋଗ ହୋଇଛି । ଏହି ଘଟଣାରେ ଗାଡିର କାଚ ଭାଙ୍ଗି ଯାଇଥିବା ଜଣାପଡିଛି । ୨୪ ଫେବୃଆରୀରେ ବିଜେପିରେ ସାମିଲ ହୋଇଥିଲେ ଡିଣ୍ଡା ।ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଦ୍ବିତୀୟ ପର୍ୟ୍ୟାୟ ମତଦାନ ପାଇଁ ମଙ୍ଗଳବାର ଥିଲା ପ୍ରଚାରର ଶେଷ ଦିନ।

30 Mar 2021 By The Sakala

ପୂର୍ବତନ କ୍ରିକେଟର ତଥା ବିଜେପି ପ୍ରାର୍ଥୀ ଅଶୋକ ଡିଣ୍ଡାଙ୍କୁ ପଥର ମାଡ, ଟିଏମ୍‌ସି ସମର୍ଥକଙ୍କ ସଂପୃକ୍ତି ଅଭିଯୋଗ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାରର ଶେଷ ଦିନରେ ବିଜେପି ପ୍ରାର୍ଥୀ ଅଶୋକ ଡିଣ୍ଡାଙ୍କୁ ଆକ୍ରମଣ । ଭାରତୀୟ କ୍ରିକେଟ ଟିମର ପୂର୍ବତନ କ୍ରିକେଟର ଅଶୋକ ଡିଣ୍ଡା ପୂର୍ବ ମେଦିନାପୁରର ମୋୟନା ଆସନକୁ ବିଜେପିର ପ୍ରାର୍ଥୀ ଅଛନ୍ତି ।

ଅଶୋକ ଡିଣ୍ଡାଙ୍କ ପିଠିରେ ଆଘାତ ଲାଗିଥିବା ନେଇ ମିଳିଛି ସୂଚନା । ୫୦ରୁ ଉର୍ଦ୍ଧ୍ବ ଟିଏମସି କର୍ମୀ ଅଶୋକ ଡିଣ୍ଡାଙ୍କ ଗାଡିକୁ ମୋୟନା ବଜାରରେ ଘେରି ଏହା ଉପରକୁ ପଥର ମାଡ କରିଥିଲେ ବୋଲି ଅଭିଯୋଗ ହୋଇଛି । ଏହି ଘଟଣାରେ ଗାଡିର କାଚ ଭାଙ୍ଗି ଯାଇଥିବା ଜଣାପଡିଛି । ୨୪ ଫେବୃଆରୀରେ ବିଜେପିରେ ସାମିଲ ହୋଇଥିଲେ ଡିଣ୍ଡା ।ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଦ୍ବିତୀୟ ପର୍ୟ୍ୟାୟ ମତଦାନ ପାଇଁ ମଙ୍ଗଳବାର ଥିଲା ପ୍ରଚାରର ଶେଷ ଦିନ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର