ଶେଖ ମୁଜିବୁର ରେହମାନ, ଓମାନ ସୁଲତାନଙ୍କୁ ମରଣୋତ୍ତର ଗାନ୍ଧୀ ଶାନ୍ତି ପୁରସ୍କାର

The Sakala Picture
Published On

ନୂଆଦିଲ୍ଲୀ: ବାଂଲାଦେଶର ଜାତିର ପିତା ଭାବେ ପରିଚିତ ଶେଖ ମୁଜିବୁର ରେହମାନ ଏବଂ ଓମାନର ଶାସନ କ୍ଷମତାରେ ଦୀର୍ଘଦିନ ଧରି ରହିଥିବା ସୁଲତାନ କ୍ବାବୁସଙ୍କୁ ମରଣୋତ୍ତର ଗାନ୍ଧୀ ଶାନ୍ତି ପୁରସ୍କାର ପ୍ରଦାନ କରାଯିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ୨୦୧୯ ପାଇଁ ସୁଲତାନ କ୍ବାବୁସ ଏବଂ ୨୦୨୦ ପାଇଁ ମୁଜିବର ରେହମାନଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ। ତେବେ ପ୍ରଥମ ଥର ପାଇଁ ମରଣୋତ୍ତର ଭାବେ ଏହି ପୁରସ୍କାର ଦିଆଯିବ। ଏଥିରେ ଏକ କୋଟି […]

ନୂଆଦିଲ୍ଲୀ: ବାଂଲାଦେଶର ଜାତିର ପିତା ଭାବେ ପରିଚିତ ଶେଖ ମୁଜିବୁର ରେହମାନ ଏବଂ ଓମାନର ଶାସନ କ୍ଷମତାରେ ଦୀର୍ଘଦିନ ଧରି ରହିଥିବା ସୁଲତାନ କ୍ବାବୁସଙ୍କୁ ମରଣୋତ୍ତର ଗାନ୍ଧୀ ଶାନ୍ତି ପୁରସ୍କାର ପ୍ରଦାନ କରାଯିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ୨୦୧୯ ପାଇଁ ସୁଲତାନ କ୍ବାବୁସ ଏବଂ ୨୦୨୦ ପାଇଁ ମୁଜିବର ରେହମାନଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ। ତେବେ ପ୍ରଥମ ଥର ପାଇଁ ମରଣୋତ୍ତର ଭାବେ ଏହି ପୁରସ୍କାର ଦିଆଯିବ। ଏଥିରେ ଏକ କୋଟି ଟଙ୍କାର ପୁରସ୍କାର ସହିତ ମାନପତ୍ର ପ୍ରଦାନ କରାଯିବ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ହୁତୁହୁତୁ ହୋଇ ଜଳିଗଲା କାର: ବୈଷ୍ଣୋଦେବୀରୁ ଫେରୁଥିବା ୫ ଜଣ ଜୀବନ୍ତ ଦଗ୍ଧ

23 Mar 2021 By The Sakala

ଶେଖ ମୁଜିବୁର ରେହମାନ, ଓମାନ ସୁଲତାନଙ୍କୁ ମରଣୋତ୍ତର ଗାନ୍ଧୀ ଶାନ୍ତି ପୁରସ୍କାର

ନୂଆଦିଲ୍ଲୀ: ବାଂଲାଦେଶର ଜାତିର ପିତା ଭାବେ ପରିଚିତ ଶେଖ ମୁଜିବୁର ରେହମାନ ଏବଂ ଓମାନର ଶାସନ କ୍ଷମତାରେ ଦୀର୍ଘଦିନ ଧରି ରହିଥିବା ସୁଲତାନ କ୍ବାବୁସଙ୍କୁ ମରଣୋତ୍ତର ଗାନ୍ଧୀ ଶାନ୍ତି ପୁରସ୍କାର ପ୍ରଦାନ କରାଯିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ୨୦୧୯ ପାଇଁ ସୁଲତାନ କ୍ବାବୁସ ଏବଂ ୨୦୨୦ ପାଇଁ ମୁଜିବର ରେହମାନଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ। ତେବେ ପ୍ରଥମ ଥର ପାଇଁ ମରଣୋତ୍ତର ଭାବେ ଏହି ପୁରସ୍କାର ଦିଆଯିବ। ଏଥିରେ ଏକ କୋଟି ଟଙ୍କାର ପୁରସ୍କାର ସହିତ ମାନପତ୍ର ପ୍ରଦାନ କରାଯିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର