ସାହିତ୍ୟ ପାଇଁ ନୋବେଲ ପାଇବେ ଅବଦୁଲ ରଜାକ ଗୁର୍‌ନାହା

The Sakala Picture
Published On

ନୂଆଦିଲ୍ଲୀ: ସାହିତ୍ୟ ପାଇଁ ନୋବେଲ ପୁରସ୍କାର ଘୋଷଣା ହୋଇଛି। ଅବଦୁଲ ରଜାକ ଗୁର୍‌ନାହା ପାଇବେ ନୋବେଲ ପୁରସ୍କାର। ତାଞ୍ଜାନିଆ ଜନ୍ମିତ ଔପନ୍ୟାସିକ ଗୁର୍‌ନାହା ବ୍ରିଟେନରେ ରହୁଥିବା ନେଇ ମିଳିଛି ସୂଚନା। ଉପନ୍ୟାସବାଦୀ ଅବଦୁଲ ରଜାକ ଉପନିବେଶବାଦର ପ୍ରଭାବ ତଥା ସଂସ୍କୃତି ଏବଂ ମାଳଦ୍ୱୀପ ମଧ୍ୟରେ ଥିବା ଶରଣାର୍ଥୀଙ୍କ ଭାଗ୍ୟର ଆପୋଷ ବୁଝାମଣା ପାଇଁ ସାହିତ୍ୟରେ ୨୦୨୧ରେ ନୋବେଲ ପୁରସ୍କାର ପାଇବେ।

ଆହୁରି ପଢ଼ନ୍ତୁ: ‘ଅପରେସନ୍ ସିନ୍ଦୂର’ର ବଡ଼ ପର୍ଦ୍ଦାଫାଶ: ବ୍ରହ୍ମୋସ୍ ମାଡ଼ରେ ଛାନିଆ ପାକିସ୍ତାନ କିପରି ମାଗିଥିଲା ଯୁଦ୍ଧବିରତିର ଭିକ?

07 Oct 2021 By The Sakala

ସାହିତ୍ୟ ପାଇଁ ନୋବେଲ ପାଇବେ ଅବଦୁଲ ରଜାକ ଗୁର୍‌ନାହା

ନୂଆଦିଲ୍ଲୀ: ସାହିତ୍ୟ ପାଇଁ ନୋବେଲ ପୁରସ୍କାର ଘୋଷଣା ହୋଇଛି। ଅବଦୁଲ ରଜାକ ଗୁର୍‌ନାହା ପାଇବେ ନୋବେଲ ପୁରସ୍କାର। ତାଞ୍ଜାନିଆ ଜନ୍ମିତ ଔପନ୍ୟାସିକ ଗୁର୍‌ନାହା ବ୍ରିଟେନରେ ରହୁଥିବା ନେଇ ମିଳିଛି ସୂଚନା। ଉପନ୍ୟାସବାଦୀ ଅବଦୁଲ ରଜାକ ଉପନିବେଶବାଦର ପ୍ରଭାବ ତଥା ସଂସ୍କୃତି ଏବଂ ମାଳଦ୍ୱୀପ ମଧ୍ୟରେ ଥିବା ଶରଣାର୍ଥୀଙ୍କ ଭାଗ୍ୟର ଆପୋଷ ବୁଝାମଣା ପାଇଁ ସାହିତ୍ୟରେ ୨୦୨୧ରେ ନୋବେଲ ପୁରସ୍କାର ପାଇବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର