ମଣିପୁରରେ NDA କୁ ଝଟକା, ବିଜେପି ସରକାରରୁ ସମର୍ଥନ ପ୍ରତ୍ୟାହାର କଲା JDU

The Sakala Picture
Published On

ଇମ୍ଫା: ମଣିପୁରରେ ଏନଡିଏକୁ ଝଟକା । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଦଳ ଜେଡିୟୁ ବିଜେପିକୁ ଏକ ଝଟକା ଦେଇଛି। ଉତ୍ତର-ପୂର୍ବ ରାଜ୍ୟ ମଣିପୁରରେ ବିଜେପି ସରକାରରୁ JDU ସମର୍ଥନ ପ୍ରତ୍ୟାହାର କରିନେଇଛି। ଜେଡିୟୁର ଏକମାତ୍ର ବିଧାୟକ ମହମ୍ମଦ ଅବଦୁଲ ନାସିର ଏବେ ବିରୋଧୀ ଦଳରେ ସାମିଲ ହେବେ। ତେବେ ଏହି ନିଷ୍ପତ୍ତି ଯୋଗୁଁ ବୀରେନ ସିଂହଙ୍କ ସରକାର ପ୍ରତି କୌଣସି ବିପଦ ନାହିଁ। ୬୦ ଆସନ ବିଶିଷ୍ଟ ବିଧାନସଭାରେ ବିଜେପି ପାଖରେ ୩୨ଟି ଆସନ ରହିଛି। […]

ଇମ୍ଫା: ମଣିପୁରରେ ଏନଡିଏକୁ ଝଟକା । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଦଳ ଜେଡିୟୁ ବିଜେପିକୁ ଏକ ଝଟକା ଦେଇଛି। ଉତ୍ତର-ପୂର୍ବ ରାଜ୍ୟ ମଣିପୁରରେ ବିଜେପି ସରକାରରୁ JDU ସମର୍ଥନ ପ୍ରତ୍ୟାହାର କରିନେଇଛି। ଜେଡିୟୁର ଏକମାତ୍ର ବିଧାୟକ ମହମ୍ମଦ ଅବଦୁଲ ନାସିର ଏବେ ବିରୋଧୀ ଦଳରେ ସାମିଲ ହେବେ। ତେବେ ଏହି ନିଷ୍ପତ୍ତି ଯୋଗୁଁ ବୀରେନ ସିଂହଙ୍କ ସରକାର ପ୍ରତି କୌଣସି ବିପଦ ନାହିଁ। ୬୦ ଆସନ ବିଶିଷ୍ଟ ବିଧାନସଭାରେ ବିଜେପି ପାଖରେ ୩୨ଟି ଆସନ ରହିଛି। ଯାହା ସଂଖ୍ୟାଗରିଷ୍ଠତାଠାରୁ ବହୁତ ଅଧିକ।

ଆହୁରି ପଢ଼ନ୍ତୁ: ପଶ୍ଚିମବଙ୍ଗ ଓ ତାମିଲନାଡୁରେ ମତଦାନ ଜାରି, ହିଂସା ଓ ଇଭିଏମ୍ ତ୍ରୁଟି ଯୋଗୁଁ କିଛି ସ୍ଥାନରେ ଭୋଟିଂ ବାଧାପ୍ରାପ୍ତ

ଆପଣଙ୍କୁ କହି ରଖୁଛୁ ଯେ, ଜେଡିୟୁ ଏନଡିଏର ସାଂଗଠନିକ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ।

ଆହୁରି ପଢ଼ନ୍ତୁ: ଭାରତକୁ 'ନର୍କଖଣ୍ଡ' କହି ବିବାଦରେ ଟ୍ରମ୍ପ: କଡ଼ା ଜବାବ ଦେଲା ଭାରତ ଓ ଇରାନ

22 Jan 2025 By The Sakala

ମଣିପୁରରେ NDA କୁ ଝଟକା, ବିଜେପି ସରକାରରୁ ସମର୍ଥନ ପ୍ରତ୍ୟାହାର କଲା JDU

ଇମ୍ଫା: ମଣିପୁରରେ ଏନଡିଏକୁ ଝଟକା । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଦଳ ଜେଡିୟୁ ବିଜେପିକୁ ଏକ ଝଟକା ଦେଇଛି। ଉତ୍ତର-ପୂର୍ବ ରାଜ୍ୟ ମଣିପୁରରେ ବିଜେପି ସରକାରରୁ JDU ସମର୍ଥନ ପ୍ରତ୍ୟାହାର କରିନେଇଛି। ଜେଡିୟୁର ଏକମାତ୍ର ବିଧାୟକ ମହମ୍ମଦ ଅବଦୁଲ ନାସିର ଏବେ ବିରୋଧୀ ଦଳରେ ସାମିଲ ହେବେ। ତେବେ ଏହି ନିଷ୍ପତ୍ତି ଯୋଗୁଁ ବୀରେନ ସିଂହଙ୍କ ସରକାର ପ୍ରତି କୌଣସି ବିପଦ ନାହିଁ। ୬୦ ଆସନ ବିଶିଷ୍ଟ ବିଧାନସଭାରେ ବିଜେପି ପାଖରେ ୩୨ଟି ଆସନ ରହିଛି। ଯାହା ସଂଖ୍ୟାଗରିଷ୍ଠତାଠାରୁ ବହୁତ ଅଧିକ।

ଆପଣଙ୍କୁ କହି ରଖୁଛୁ ଯେ, ଜେଡିୟୁ ଏନଡିଏର ସାଂଗଠନିକ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର