ଭାଇରାଲ ହେଉଛି ଗୋଆ ସମୁଦ୍ରରେ ବୋଟ୍ ବୁଡ଼ି ଘଟଣା, ପୁଲିସ କହିଲା….
ନୂଆଦିଲ୍ଲୀ: ଗଭୀର ସୁମଦ୍ରରେ ଏକ ଜାହଜ ବୁଡ଼ି ଯାଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଘଟଣାଟି ଗୋଆରେ ଘଟିଥିବା ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଓଭରଲୋଡ୍ ପାଇଁ ହଠାତ ଜାହଜଟି ବୁଡ଼ି ଯାଉଥିବାର ଚିତ୍ର ଦେଖିବାକୁ ମିଳୁଛି। ଏହି ଦୁର୍ଘଟଣାରେ ୪୦ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବାବେଳେ ୨୩ ଜଣଙ୍କ ମୃତଦହ ଉଦ୍ଧାର ହୋଇଛି ଏବଂ ୬୪ ଜଣ ନିଖୋଜଥିବା ରିପୋର୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତେବେ ଏହି ଘଟଣାଟି […]
ନୂଆଦିଲ୍ଲୀ: ଗଭୀର ସୁମଦ୍ରରେ ଏକ ଜାହଜ ବୁଡ଼ି ଯାଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଘଟଣାଟି ଗୋଆରେ ଘଟିଥିବା ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଓଭରଲୋଡ୍ ପାଇଁ ହଠାତ ଜାହଜଟି ବୁଡ଼ି ଯାଉଥିବାର ଚିତ୍ର ଦେଖିବାକୁ ମିଳୁଛି। ଏହି ଦୁର୍ଘଟଣାରେ ୪୦ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବାବେଳେ ୨୩ ଜଣଙ୍କ ମୃତଦହ ଉଦ୍ଧାର ହୋଇଛି ଏବଂ ୬୪ ଜଣ ନିଖୋଜଥିବା ରିପୋର୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତେବେ ଏହି ଘଟଣାଟି ଗୋଆରେ ଘଟି ନାହିଁ ବୋଲି ଗୋଆ ପୁଲିସ ସୋସିଆଲ ମିଡିଆ ‘ଏକ୍ସ’ରେ ଜଣାଇଛି। ଏହି ଘଟଣାଟି ଆଫ୍ରିକାର କଙ୍ଗୋ ଅଞ୍ଚଳର ବୋଲି ଜଣାପଡ଼ିଛି।
Official Clarification:
A video circulating on social media claims a boat capsized near Goa’s shores. This is false. The incident occurred in Goma, Congo, Africa. Please refrain from sharing unverified news.
— Goa Police pic.twitter.com/tldVrc3bUm— Goa Police (@Goa_Police) October 5, 2024
ସୂଚନା ଅନୁଯାୟୀ, ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋର କିଭୁ ହ୍ରଦରେ ଏକ ଜାହଜ ବୁଡ଼ିଯାଇଥିଲା। ଏକ ସପ୍ତାହ ମଧ୍ୟରେ ୭୮ ଜଣଙ୍କର ମୃତ୍ୟୁ ଘଟିଛି ବୋଲି ସ୍ଥାନୀୟ ରାଜ୍ୟପାଳ କହିଛନ୍ତି। ଏହି ଜାହଜଟି ଦକ୍ଷିଣ କିଭୁ ପ୍ରଦେଶରେ ଅବସ୍ଥିତ ମିନୋଭା ଠାରୁ ଉତ୍ତର କିଭୁ ପ୍ରଦେଶର ଗୋମା ଅଭିମୁଖେ ଯାତ୍ରା କରୁଥିଲା।