ଆଜି ସନ୍ଧ୍ୟାରେ ଶ୍ରୀହରିକୋଟାରୁ ଉତ୍‌କ୍ଷେପଣ ହେବ ସାଟେଲାଇଟ୍‌ INSAT-3DS

The Sakala Picture
Published On

ନୂଆଦିଲ୍ଲୀ: ଆଜି ସନ୍ଧ୍ୟାରେ ରକେଟ୍‌ଦ୍ବାରା ମହାକାଶକୁ ପାଣିପାଗ ସୂଚନା ସଂଗ୍ରହ ସଂକ୍ରାନ୍ତ କୃତ୍ରିମ ଉପଗ୍ରହ ‘ଇନ୍‌ସାଟ୍‌-୩ଡିଏସ୍‌’ ପ୍ରେରଣ କରିବ ଭାରତୀୟ ମହାକାଶ ଏଜେନ୍‌ସି (ଇସ୍ରୋ) । ଶନିବାର ସନ୍ଧ୍ୟା ୫.୩୫ରେ ବିଶାଖାପାଟନାମ୍‌ର ଶ୍ରୀହରିକୋଟାରୁ ଉତକ୍ଷେପଣ ହେବ । INSAT-3DS କୁ ସତୀଶ ଧୱନ ସ୍ପେସ୍‌ ସେଣ୍ଟର୍‌ର ଲଞ୍ଚ୍‌ ପ୍ୟାଡ୍‌ରୁ ଜିଏସ୍‌ଏଲ୍‌ଭି ଏଫ୍‌-୧୪ ରକେଟ୍‌ ଦ୍ବାରା ଉତ୍‌କ୍ଷେପଣ କରାଯିବ । ଏହି କୃତ୍ରିମ ଉପଗ୍ରହ ଜରିଆରେ ପାଣିପାଗ ସମ୍ବନ୍ଧୀୟ ଅଧିକ ସଠିକ୍‌ ସୂଚନା ସହିତ ପ୍ରାକୃତିକ ବିପର୍ଯ୍ୟୟ ସମ୍ବନ୍ଧୀୟ […]

ନୂଆଦିଲ୍ଲୀ: ଆଜି ସନ୍ଧ୍ୟାରେ ରକେଟ୍‌ଦ୍ବାରା ମହାକାଶକୁ ପାଣିପାଗ ସୂଚନା ସଂଗ୍ରହ ସଂକ୍ରାନ୍ତ କୃତ୍ରିମ ଉପଗ୍ରହ ‘ଇନ୍‌ସାଟ୍‌-୩ଡିଏସ୍‌’ ପ୍ରେରଣ କରିବ ଭାରତୀୟ ମହାକାଶ ଏଜେନ୍‌ସି (ଇସ୍ରୋ) । ଶନିବାର ସନ୍ଧ୍ୟା ୫.୩୫ରେ ବିଶାଖାପାଟନାମ୍‌ର ଶ୍ରୀହରିକୋଟାରୁ ଉତକ୍ଷେପଣ ହେବ । INSAT-3DS କୁ ସତୀଶ ଧୱନ ସ୍ପେସ୍‌ ସେଣ୍ଟର୍‌ର ଲଞ୍ଚ୍‌ ପ୍ୟାଡ୍‌ରୁ ଜିଏସ୍‌ଏଲ୍‌ଭି ଏଫ୍‌-୧୪ ରକେଟ୍‌ ଦ୍ବାରା ଉତ୍‌କ୍ଷେପଣ କରାଯିବ । ଏହି କୃତ୍ରିମ ଉପଗ୍ରହ ଜରିଆରେ ପାଣିପାଗ ସମ୍ବନ୍ଧୀୟ ଅଧିକ ସଠିକ୍‌ ସୂଚନା ସହିତ ପ୍ରାକୃତିକ ବିପର୍ଯ୍ୟୟ ସମ୍ବନ୍ଧୀୟ ଆଗୁଆ ସୂଚନା ବି ସଂଗ୍ରହ କରାଯାଇ ପାରିବ। ଏହି ଉପଗ୍ରହର ଓଜନ ୨,୨୭୪ କିଲୋଗ୍ରାମ ଏବଂ ଏହା ପ୍ରାୟ ୪୮୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି।

ଆହୁରି ପଢ଼ନ୍ତୁ: ଯୌତୁକ ପାଇଁ ନବବିବାହିତାଙ୍କୁ ହତ୍ୟା: ବିବାହର ୪ ମାସ ନ ପୂରୁଣୁ କମ୍ବଳରେ ମୁହଁ ଚାପି ମାରିଦେଲା

17 Feb 2024 By The Sakala

ଆଜି ସନ୍ଧ୍ୟାରେ ଶ୍ରୀହରିକୋଟାରୁ ଉତ୍‌କ୍ଷେପଣ ହେବ ସାଟେଲାଇଟ୍‌ INSAT-3DS

ନୂଆଦିଲ୍ଲୀ: ଆଜି ସନ୍ଧ୍ୟାରେ ରକେଟ୍‌ଦ୍ବାରା ମହାକାଶକୁ ପାଣିପାଗ ସୂଚନା ସଂଗ୍ରହ ସଂକ୍ରାନ୍ତ କୃତ୍ରିମ ଉପଗ୍ରହ ‘ଇନ୍‌ସାଟ୍‌-୩ଡିଏସ୍‌’ ପ୍ରେରଣ କରିବ ଭାରତୀୟ ମହାକାଶ ଏଜେନ୍‌ସି (ଇସ୍ରୋ) । ଶନିବାର ସନ୍ଧ୍ୟା ୫.୩୫ରେ ବିଶାଖାପାଟନାମ୍‌ର ଶ୍ରୀହରିକୋଟାରୁ ଉତକ୍ଷେପଣ ହେବ । INSAT-3DS କୁ ସତୀଶ ଧୱନ ସ୍ପେସ୍‌ ସେଣ୍ଟର୍‌ର ଲଞ୍ଚ୍‌ ପ୍ୟାଡ୍‌ରୁ ଜିଏସ୍‌ଏଲ୍‌ଭି ଏଫ୍‌-୧୪ ରକେଟ୍‌ ଦ୍ବାରା ଉତ୍‌କ୍ଷେପଣ କରାଯିବ । ଏହି କୃତ୍ରିମ ଉପଗ୍ରହ ଜରିଆରେ ପାଣିପାଗ ସମ୍ବନ୍ଧୀୟ ଅଧିକ ସଠିକ୍‌ ସୂଚନା ସହିତ ପ୍ରାକୃତିକ ବିପର୍ଯ୍ୟୟ ସମ୍ବନ୍ଧୀୟ ଆଗୁଆ ସୂଚନା ବି ସଂଗ୍ରହ କରାଯାଇ ପାରିବ। ଏହି ଉପଗ୍ରହର ଓଜନ ୨,୨୭୪ କିଲୋଗ୍ରାମ ଏବଂ ଏହା ପ୍ରାୟ ୪୮୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି।

https://www.thesakala.in/national-international/isro-to-launch-weather-monitoring-satellite-insat-3ds-today/article-29967
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର