ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ଚାପୁଡ଼ା ମାରିଲେ ଯୁବକ

The Sakala Picture
Published On

ପ୍ୟାରିସ : ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କୁ ଜଣେ ଯୁବକ ଚାପୁଡା ମାରିଛନ୍ତି। ରାଷ୍ଟ୍ରପତି ଦକ୍ଷିଣ-ପୂର୍ବ ଫ୍ରାନ୍ସ ଡୋମ୍ କ୍ଷେତ୍ର ଗସ୍ତରେ ଯାଇଥିବାବେଳେ ଏହି ଅଘଟଣ ଘଟିଥିଲା । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏଥରେ ରାଷ୍ଟ୍ରପତି ସୁରକ୍ଷାକର୍ମୀଙ୍କ ଘେରରେ ଯାଇ ଲୋକମାନଙ୍କୁ ଭେଟୁଥିବା ଦେଖିବାକୁ ମିଳିଛି । ଏହି ସମୟରେ ଜଣେ ଯୁବକ ରାଷ୍ଟ୍ରପତିଙ୍କ ସହ କର ମର୍ଦ୍ଦନ କରିବା ପରେ ତାଙ୍କୁ ଚାପୁଡା ମାରିଥିଲା । ଏହି […]

ପ୍ୟାରିସ : ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କୁ ଜଣେ ଯୁବକ ଚାପୁଡା ମାରିଛନ୍ତି। ରାଷ୍ଟ୍ରପତି ଦକ୍ଷିଣ-ପୂର୍ବ ଫ୍ରାନ୍ସ ଡୋମ୍ କ୍ଷେତ୍ର ଗସ୍ତରେ ଯାଇଥିବାବେଳେ ଏହି ଅଘଟଣ ଘଟିଥିଲା । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏଥରେ ରାଷ୍ଟ୍ରପତି ସୁରକ୍ଷାକର୍ମୀଙ୍କ ଘେରରେ ଯାଇ ଲୋକମାନଙ୍କୁ ଭେଟୁଥିବା ଦେଖିବାକୁ ମିଳିଛି । ଏହି ସମୟରେ ଜଣେ ଯୁବକ ରାଷ୍ଟ୍ରପତିଙ୍କ ସହ କର ମର୍ଦ୍ଦନ କରିବା ପରେ ତାଙ୍କୁ ଚାପୁଡା ମାରିଥିଲା । ଏହି ଘଟଣା ପରେ ସୁରକ୍ଷାକର୍ମୀ ଉକ୍ତ ବକକୁ ଧରି ଦୂରକୁ ନେଇଯାଇଥିଲେ। ଏହି ମାମଲାରେ ସାମିଲ ୨ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ଏହି ଘଟଣା ଗଣତନ୍ତ୍ର ପ୍ରତି ଅପମାନ ବୋଲି ଫ୍ରାନ୍ସ ପ୍ରଧାନମନ୍ତ୍ରୀ ଜିନ କାସଟେକ୍ସ କହିଛନ୍ତି ।

ଆହୁରି ପଢ଼ନ୍ତୁ: ଜୟପୁରରେ NTA ପରୀକ୍ଷା କେନ୍ଦ୍ରରେ ବିଦ୍ୟୁତ୍ ବିଭ୍ରାଟ: ଏଣ୍ଟ୍ରାନ୍ସ ପରୀକ୍ଷା ବାଧାପ୍ରାପ୍ତ, ପରୀକ୍ଷାର୍ଥୀଙ୍କ ହଙ୍ଗାମା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର