ଯବାନଙ୍କ ଜୀବନ ବଞ୍ଚାଇ ସହିଦ ହେଲା କୁକୁର

The Sakala Picture
Published On

ନୂଆଦିଲ୍ଲୀ: ଯବାନଙ୍କ ଜୀବନ ବଞ୍ଚାଇ ଦେଶ ପାଇ ସହିଦ ହୋଇଛି କୁକୁର ‘କେଣ୍ଟ’। ଆତଙ୍କବାଦୀଙ୍କୁ ଖୋଜୁଥିବା ବେଳେ ଅଚାନକ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଲାଇଥିଲେ । ଏହି ସମୟରେ ‘କେଣ୍ଟ’ ନିଜ ଜୀବନକୁ ଖାତିର ନକରି ଆତଙ୍କବାଦୀଙ୍କୁ କାବୁ କରିବା ପାଇଁ ଆଗକୁ ଆଗକୁ ବଢ଼ି ଚାଲିଥିଲା।  ଏତିକି ବେଳେ ଆତଙ୍କବାଦୀଙ୍କ ଏକ ଗୁଳି ‘କେଣ୍ଟ’ ଶରୀରରେ ଆସି ବାଜିଥିଲା। ଆଉ ସେ ଘଟଣାସ୍ଥଳରେ ହଁ ଟଳି ପଡ଼ିଥିଲା। ତେବେ ସେ ଯଦି ଏହି ଗୁଳିର […]

ନୂଆଦିଲ୍ଲୀ: ଯବାନଙ୍କ ଜୀବନ ବଞ୍ଚାଇ ଦେଶ ପାଇ ସହିଦ ହୋଇଛି କୁକୁର ‘କେଣ୍ଟ’। ଆତଙ୍କବାଦୀଙ୍କୁ ଖୋଜୁଥିବା ବେଳେ ଅଚାନକ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଲାଇଥିଲେ । ଏହି ସମୟରେ ‘କେଣ୍ଟ’ ନିଜ ଜୀବନକୁ ଖାତିର ନକରି ଆତଙ୍କବାଦୀଙ୍କୁ କାବୁ କରିବା ପାଇଁ ଆଗକୁ ଆଗକୁ ବଢ଼ି ଚାଲିଥିଲା।  ଏତିକି ବେଳେ ଆତଙ୍କବାଦୀଙ୍କ ଏକ ଗୁଳି ‘କେଣ୍ଟ’ ଶରୀରରେ ଆସି ବାଜିଥିଲା। ଆଉ ସେ ଘଟଣାସ୍ଥଳରେ ହଁ ଟଳି ପଡ଼ିଥିଲା। ତେବେ ସେ ଯଦି ଏହି ଗୁଳିର ସାମ୍ନା କରି ନଥାଆନ୍ତା ତାହାଲେ ତା’ ସହିତ ଥିବ‌ା ହ୍ୟାଣ୍ଡେଲର୍ ଏବଂ ସାଥୀ ଯବାନଙ୍କ ଜୀବନ ଚାଲିଯିବାର ସମ୍ଭାବନା ରହିଥିଲା।

ଆହୁରି ପଢ଼ନ୍ତୁ: କୁକୁର ପରିସ୍ରା କରିବାକୁ ନେଇ ତୁମୁଳକାଣ୍ଡ; ମାଲିକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ବରିଷ୍ଠ ନାଗରିକ

ଜମ୍ମୁର ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ମୁକେଶ ସିଂହଙ୍କ କହିବା ଅନୁଯୟୀ,  ଜମ୍ମୁକାଶ୍ମୀର ରଜୋରୀ ଜିଲ୍ଲାର ଏକ ଗାଁରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିଥିଲା ।  ପରେ ଯବାନମାନେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଏହି ସର୍ଚ୍ଚ ଅପରେସନ୍ ଚାଲିଥିବାବେଳେ କିଛି ସଂଦିଗ୍ଧ ଲୋକଙ୍କ ଉପରେ ନଜର ପଡ଼ିବାରୁ ସେନା ଗୁଳି କରିବା ଆରମ୍ଭ କରିଥିଲା । କିନ୍ତୁ ସେମାନେ ସେଠାରୁ ଖସି ପଳାଇଥିଲେ । ଜଙ୍ଗଲରେ ଲୁଚି ରହିଥିବା ଆତଙ୍କବାଦୀଙ୍କୁ ଖୋଜିବା ପାଇଁ ୨୧ଟି ଡଗ୍ ୟୁନିଟିକୁ ଏହି ସର୍ଚ୍ଚ ଅପରେସନରେ ସାମିଲ କରାଯାଇଥିଲା । ଗୋଟିଏ ୟୁନିଟ୍ ସେନାଙ୍କ ନେତୃତ୍ୱ ନେଇଥିଲା କୁକୁର କେଣ୍ଟ୍ ।

ଆହୁରି ପଢ଼ନ୍ତୁ: ଯୌତୁକ ପାଇଁ ନବବିବାହିତାଙ୍କୁ ହତ୍ୟା: ବିବାହର ୪ ମାସ ନ ପୂରୁଣୁ କମ୍ବଳରେ ମୁହଁ ଚାପି ମାରିଦେଲା

ଆହୁରି ପଢ଼ନ୍ତୁ: ଖଣ୍ଡୱାରେ ଲଜ୍ଜାଜନକ ଘଟଣା: ୯୦ ବର୍ଷୀୟା ବୃଦ୍ଧାଙ୍କ ସହ ଗଣଦୁଷ୍କର୍ମ, ୪ ମୁଖାପିନ୍ଧା ଦୁର୍ବୃତ୍ତଙ୍କ କାରନାମା

13 Sep 2023 By The Sakala

ଯବାନଙ୍କ ଜୀବନ ବଞ୍ଚାଇ ସହିଦ ହେଲା କୁକୁର

ନୂଆଦିଲ୍ଲୀ: ଯବାନଙ୍କ ଜୀବନ ବଞ୍ଚାଇ ଦେଶ ପାଇ ସହିଦ ହୋଇଛି କୁକୁର ‘କେଣ୍ଟ’। ଆତଙ୍କବାଦୀଙ୍କୁ ଖୋଜୁଥିବା ବେଳେ ଅଚାନକ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଲାଇଥିଲେ । ଏହି ସମୟରେ ‘କେଣ୍ଟ’ ନିଜ ଜୀବନକୁ ଖାତିର ନକରି ଆତଙ୍କବାଦୀଙ୍କୁ କାବୁ କରିବା ପାଇଁ ଆଗକୁ ଆଗକୁ ବଢ଼ି ଚାଲିଥିଲା।  ଏତିକି ବେଳେ ଆତଙ୍କବାଦୀଙ୍କ ଏକ ଗୁଳି ‘କେଣ୍ଟ’ ଶରୀରରେ ଆସି ବାଜିଥିଲା। ଆଉ ସେ ଘଟଣାସ୍ଥଳରେ ହଁ ଟଳି ପଡ଼ିଥିଲା। ତେବେ ସେ ଯଦି ଏହି ଗୁଳିର ସାମ୍ନା କରି ନଥାଆନ୍ତା ତାହାଲେ ତା’ ସହିତ ଥିବ‌ା ହ୍ୟାଣ୍ଡେଲର୍ ଏବଂ ସାଥୀ ଯବାନଙ୍କ ଜୀବନ ଚାଲିଯିବାର ସମ୍ଭାବନା ରହିଥିଲା।

ଜମ୍ମୁର ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ମୁକେଶ ସିଂହଙ୍କ କହିବା ଅନୁଯୟୀ,  ଜମ୍ମୁକାଶ୍ମୀର ରଜୋରୀ ଜିଲ୍ଲାର ଏକ ଗାଁରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିଥିଲା ।  ପରେ ଯବାନମାନେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଏହି ସର୍ଚ୍ଚ ଅପରେସନ୍ ଚାଲିଥିବାବେଳେ କିଛି ସଂଦିଗ୍ଧ ଲୋକଙ୍କ ଉପରେ ନଜର ପଡ଼ିବାରୁ ସେନା ଗୁଳି କରିବା ଆରମ୍ଭ କରିଥିଲା । କିନ୍ତୁ ସେମାନେ ସେଠାରୁ ଖସି ପଳାଇଥିଲେ । ଜଙ୍ଗଲରେ ଲୁଚି ରହିଥିବା ଆତଙ୍କବାଦୀଙ୍କୁ ଖୋଜିବା ପାଇଁ ୨୧ଟି ଡଗ୍ ୟୁନିଟିକୁ ଏହି ସର୍ଚ୍ଚ ଅପରେସନରେ ସାମିଲ କରାଯାଇଥିଲା । ଗୋଟିଏ ୟୁନିଟ୍ ସେନାଙ୍କ ନେତୃତ୍ୱ ନେଇଥିଲା କୁକୁର କେଣ୍ଟ୍ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର