ନିର୍ମାଣାଧୀନ ରେଳ ବ୍ରିଜ ଭୁଶୁଡ଼ି ୧୭ ଶ୍ରମିକଙ୍କ ମୃତ୍ୟୁ

The Sakala Picture
Published On

ମିଜୋରାମ: ମିଜୋରାମର ରାଜଧାନୀ ଆଇଜଲ ନିକଟରେ ଏକ ନିର୍ମାଣାଧୀନ ରେଳ ବ୍ରିଜ ଭୁଶୁଡ଼ି ପଡ଼ିବାରୁ ୧୭ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ସାଇରଙ୍ଗ ଅଞ୍ଚଳ ନିକଟରେ ଘଟିଥିବା ଜଣାପଡିଛି। ବୈରାବୀକୁ ସାଇରଙ୍ଗକୁ ସଂଯୋଗ କରୁଥିବା କୁରୁଙ୍ଗ ନଦୀ ଉପରେ ଏହି ସେତୁ ନିର୍ମାଣ କରାଯାଉଥିଲା। ପୁଲିସର ସୂଚନା ଅନୁଯାୟୀ, ଘଟଣା ସମୟରେ ଏହି ସ୍ଥାନରେ ୩୫ରୁ ୪୦ ଲୋକ ଥିଲେ। ଏହି ଘଟଣା ଆଇଜଲ ଠାରୁ ୨୧ କିଲୋମିଟର ଦୂରରେ ପ୍ରାୟ ୧୦ ଟା ସମୟରେ […]

ମିଜୋରାମ: ମିଜୋରାମର ରାଜଧାନୀ ଆଇଜଲ ନିକଟରେ ଏକ ନିର୍ମାଣାଧୀନ ରେଳ ବ୍ରିଜ ଭୁଶୁଡ଼ି ପଡ଼ିବାରୁ ୧୭ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ସାଇରଙ୍ଗ ଅଞ୍ଚଳ ନିକଟରେ ଘଟିଥିବା ଜଣାପଡିଛି। ବୈରାବୀକୁ ସାଇରଙ୍ଗକୁ ସଂଯୋଗ କରୁଥିବା କୁରୁଙ୍ଗ ନଦୀ ଉପରେ ଏହି ସେତୁ ନିର୍ମାଣ କରାଯାଉଥିଲା।

ଆହୁରି ପଢ଼ନ୍ତୁ: ଜମ୍ମୁ-କାଶ୍ମୀରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ଶହେ ଫୁଟ୍ ତଳକୁ ଖସିଲା ବସ୍‌, ୧୫ ମୃତ

ପୁଲିସର ସୂଚନା ଅନୁଯାୟୀ, ଘଟଣା ସମୟରେ ଏହି ସ୍ଥାନରେ ୩୫ରୁ ୪୦ ଲୋକ ଥିଲେ। ଏହି ଘଟଣା ଆଇଜଲ ଠାରୁ ୨୧ କିଲୋମିଟର ଦୂରରେ ପ୍ରାୟ ୧୦ ଟା ସମୟରେ ଘଟିଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ସମସ୍ତ ମୃତଦେହରୁ ଉଦ୍ଧାର କରାଯାଇଛି। ଆଉ କିଛି ଲୋକ ଫସି ରହିଥିବା ଆଶାଙ୍କାରେ ସର୍ଚ୍ଚ ଅପରେସନ ଜାରି ରହିଛି। ଘଟଣାସ୍ଥଳରେ ରେଳ ଅଧିକାରୀ ପହଞ୍ଚିଛନ୍ତି। ପ୍ରଶାସନ ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ସୂଚନା।

ଆହୁରି ପଢ଼ନ୍ତୁ: ବିକାଜି ଫୁଡ୍ସର ପ୍ରତିଷ୍ଠାତା ଶିବ ରତନ ଅଗ୍ରୱାଲଙ୍କ ପରଲୋକ, ୭୪ ବର୍ଷ ବୟସରେ ହୃଦଘାତରେ ମୃତ୍ୟୁ

23 Aug 2023 By The Sakala

ନିର୍ମାଣାଧୀନ ରେଳ ବ୍ରିଜ ଭୁଶୁଡ଼ି ୧୭ ଶ୍ରମିକଙ୍କ ମୃତ୍ୟୁ

ମିଜୋରାମ: ମିଜୋରାମର ରାଜଧାନୀ ଆଇଜଲ ନିକଟରେ ଏକ ନିର୍ମାଣାଧୀନ ରେଳ ବ୍ରିଜ ଭୁଶୁଡ଼ି ପଡ଼ିବାରୁ ୧୭ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ସାଇରଙ୍ଗ ଅଞ୍ଚଳ ନିକଟରେ ଘଟିଥିବା ଜଣାପଡିଛି। ବୈରାବୀକୁ ସାଇରଙ୍ଗକୁ ସଂଯୋଗ କରୁଥିବା କୁରୁଙ୍ଗ ନଦୀ ଉପରେ ଏହି ସେତୁ ନିର୍ମାଣ କରାଯାଉଥିଲା।

ପୁଲିସର ସୂଚନା ଅନୁଯାୟୀ, ଘଟଣା ସମୟରେ ଏହି ସ୍ଥାନରେ ୩୫ରୁ ୪୦ ଲୋକ ଥିଲେ। ଏହି ଘଟଣା ଆଇଜଲ ଠାରୁ ୨୧ କିଲୋମିଟର ଦୂରରେ ପ୍ରାୟ ୧୦ ଟା ସମୟରେ ଘଟିଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ସମସ୍ତ ମୃତଦେହରୁ ଉଦ୍ଧାର କରାଯାଇଛି। ଆଉ କିଛି ଲୋକ ଫସି ରହିଥିବା ଆଶାଙ୍କାରେ ସର୍ଚ୍ଚ ଅପରେସନ ଜାରି ରହିଛି। ଘଟଣାସ୍ଥଳରେ ରେଳ ଅଧିକାରୀ ପହଞ୍ଚିଛନ୍ତି। ପ୍ରଶାସନ ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ସୂଚନା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର