ଚୀନ୍‌: ଖରାପ ପାଗ ଯୋଗୁ ଚାଲିଗଲା ୨୧ ଧାବକଙ୍କ ଜୀବନ

The Sakala Picture
Published On

ବେଜିଂ: ଖରାପ ପାଗ କାରଣରୁ ଚାଲିଗଲା ୨୧ ଜଣ ଧାବକଙ୍କ ଜୀବନ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଚାଇନାରେ। ଚୀନ୍‌ରେ ଅତ୍ୟଧିକ ଥଣ୍ଡା ପାଗ ଅନୁଭୂତ ହେବା ଯୋଗୁ ୨୧ ଜଣ ଧାବକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହି ୨୧ ଜଣ ଧାବକ ଚୀନ୍‌ରେ ଆୟୋଜିତ ୧୦୦ କିଲୋମିଟର କ୍ରସ୍ କଣ୍ଟ୍ରୀ ମାଉଣ୍ଟେନ ରେସରେ ଭାଗ ନେଇଥିଲେ । ଶନିବାର ମଧ୍ୟାହ୍ନରେ ହଠାତ୍ କୁଆପଥର ମାଡ, ତୁଷାରପାତ ଏବଂ ପ୍ରବଳ ପବନ ମାଡ଼ି ଆସିଥିଲା ଯାହା ଫଳରେ […]

ବେଜିଂ: ଖରାପ ପାଗ କାରଣରୁ ଚାଲିଗଲା ୨୧ ଜଣ ଧାବକଙ୍କ ଜୀବନ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଚାଇନାରେ। ଚୀନ୍‌ରେ ଅତ୍ୟଧିକ ଥଣ୍ଡା ପାଗ ଅନୁଭୂତ ହେବା ଯୋଗୁ ୨୧ ଜଣ ଧାବକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହି ୨୧ ଜଣ ଧାବକ ଚୀନ୍‌ରେ ଆୟୋଜିତ ୧୦୦ କିଲୋମିଟର କ୍ରସ୍ କଣ୍ଟ୍ରୀ ମାଉଣ୍ଟେନ ରେସରେ ଭାଗ ନେଇଥିଲେ । ଶନିବାର ମଧ୍ୟାହ୍ନରେ ହଠାତ୍ କୁଆପଥର ମାଡ, ତୁଷାରପାତ ଏବଂ ପ୍ରବଳ ପବନ ମାଡ଼ି ଆସିଥିଲା ଯାହା ଫଳରେ ତାପମାତ୍ରା ହ୍ରାସ ପାଇଥିଲା। ଯାହାଦ୍ବାର ୨୧ ଜଣ ଧାବକଙ୍କ ମୃତ୍ୟୁ ଘଟିଥିଲା। ତେବେ ଏଥିରେ କିଛି ଧାବକ ନିଖୋଜ ଥିବା ମଧ୍ୟ ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: କାଲି ଶପଥ ନେଲେ ନେପାଳର ନୂଆ ପ୍ରଧାନମନ୍ତ୍ରୀ ବାଲେନ ଶାହ, ଆଜି ଗିରଫ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ କେପି ଓଲି

ରିପୋର୍ଟ ଅନୁଯାୟୀ ୧୨୦୦ ରୁ ଅଧିକ ଉଦ୍ଧାରକାରୀଙ୍କୁ ଥର୍ମାଲ-ଇମେଜିଙ୍ଗ ଡ୍ରୋନ, ରାଡାର ଡିଟେକ୍ଟର ସାହାଯ୍ୟରେ ଏକ ବୃହତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା। ତେବେ ପାଗରେ ପରିବର୍ତ୍ତନ ଏବଂ ଭୂସ୍ଖଳନ ଯୋଗୁ ଉଦ୍ଧାର କାର୍ୟ୍ୟରେ ବାଧା ସୃଷ୍ଟି ହୋଇଛି ଅଧିକାରୀମାନେ କହିଛନ୍ତି।

ଆହୁରି ପଢ଼ନ୍ତୁ: ବିବାହିତ ପୁରୁଷଙ୍କ ଲିଭ୍-ଇନ୍ ସମ୍ପର୍କ ଅପରାଧ ନୁହେଁ: ଆଲ୍ଲାହାବାଦ ହାଇକୋର୍ଟ

23 May 2021 By The Sakala

ଚୀନ୍‌: ଖରାପ ପାଗ ଯୋଗୁ ଚାଲିଗଲା ୨୧ ଧାବକଙ୍କ ଜୀବନ

ବେଜିଂ: ଖରାପ ପାଗ କାରଣରୁ ଚାଲିଗଲା ୨୧ ଜଣ ଧାବକଙ୍କ ଜୀବନ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଚାଇନାରେ। ଚୀନ୍‌ରେ ଅତ୍ୟଧିକ ଥଣ୍ଡା ପାଗ ଅନୁଭୂତ ହେବା ଯୋଗୁ ୨୧ ଜଣ ଧାବକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହି ୨୧ ଜଣ ଧାବକ ଚୀନ୍‌ରେ ଆୟୋଜିତ ୧୦୦ କିଲୋମିଟର କ୍ରସ୍ କଣ୍ଟ୍ରୀ ମାଉଣ୍ଟେନ ରେସରେ ଭାଗ ନେଇଥିଲେ । ଶନିବାର ମଧ୍ୟାହ୍ନରେ ହଠାତ୍ କୁଆପଥର ମାଡ, ତୁଷାରପାତ ଏବଂ ପ୍ରବଳ ପବନ ମାଡ଼ି ଆସିଥିଲା ଯାହା ଫଳରେ ତାପମାତ୍ରା ହ୍ରାସ ପାଇଥିଲା। ଯାହାଦ୍ବାର ୨୧ ଜଣ ଧାବକଙ୍କ ମୃତ୍ୟୁ ଘଟିଥିଲା। ତେବେ ଏଥିରେ କିଛି ଧାବକ ନିଖୋଜ ଥିବା ମଧ୍ୟ ଜଣାପଡ଼ିଛି।

ରିପୋର୍ଟ ଅନୁଯାୟୀ ୧୨୦୦ ରୁ ଅଧିକ ଉଦ୍ଧାରକାରୀଙ୍କୁ ଥର୍ମାଲ-ଇମେଜିଙ୍ଗ ଡ୍ରୋନ, ରାଡାର ଡିଟେକ୍ଟର ସାହାଯ୍ୟରେ ଏକ ବୃହତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା। ତେବେ ପାଗରେ ପରିବର୍ତ୍ତନ ଏବଂ ଭୂସ୍ଖଳନ ଯୋଗୁ ଉଦ୍ଧାର କାର୍ୟ୍ୟରେ ବାଧା ସୃଷ୍ଟି ହୋଇଛି ଅଧିକାରୀମାନେ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର