ଗଡ଼ଚିରୋଲିରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ, ୧୩ ମାଓବାଦୀ ନିହତ

The Sakala Picture
Published On

ମୁମ୍ବଇ: ମହାରାଷ୍ଟ୍ରର ଗଡ଼ଚିରୋଲିରେ ପୁଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ମହାରାଷ୍ଟ୍ର ପୁଲିସର ସି-୬୦ ୟୁନିଟ୍‌ ଏବଂ ମାଓବାଦୀଙ୍କ ମଧ୍ୟରେ ଗଡ଼ଚିରୋଲି ସ୍ଥିତ ଆଟାପଲ୍ଲୀ ଧନଦାଟ ଜଙ୍ଗଲରେ ଏହି ଗୁଳିବିନିମୟ ଘଟିଥିବା ଗଡ଼ଚିରୋଲି ଡିଆଇଜି ସନ୍ଦୀପ ପାଟିଲ ସୂଚନା ଦେଇଛନ୍ତି। ଏଥିରେ ୧୩ ମାଓବାଦୀ ନିହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, କସାନପୁର ଦଲମର କିଛି ମାଓ କ୍ୟାଡର୍ କେନ୍ଦୁ ପତ୍ର ନିଲାମକୁ ନେଇ ଗ୍ରାମବାସୀଙ୍କ ସହ ବୈଠକ କରୁଥିଲେ । ଏହି ସମୟରେ ପୁଲିସ […]

ମୁମ୍ବଇ: ମହାରାଷ୍ଟ୍ରର ଗଡ଼ଚିରୋଲିରେ ପୁଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ମହାରାଷ୍ଟ୍ର ପୁଲିସର ସି-୬୦ ୟୁନିଟ୍‌ ଏବଂ ମାଓବାଦୀଙ୍କ ମଧ୍ୟରେ ଗଡ଼ଚିରୋଲି ସ୍ଥିତ ଆଟାପଲ୍ଲୀ ଧନଦାଟ ଜଙ୍ଗଲରେ ଏହି ଗୁଳିବିନିମୟ ଘଟିଥିବା ଗଡ଼ଚିରୋଲି ଡିଆଇଜି ସନ୍ଦୀପ ପାଟିଲ ସୂଚନା ଦେଇଛନ୍ତି। ଏଥିରେ ୧୩ ମାଓବାଦୀ ନିହତ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ଡେରା ମୁଖ୍ୟ ଗୁରମିତ ରାମ ରହିମଙ୍କୁ ପୁଣି ପାରୋଲ: ଜେଲ୍ ବାହାରେ ବିତାଇସାରିଲେଣି ୪୦୬ ଦିନ

ମିଳିଥିବା ସୂଚନା ଅନୁଯାୟୀ, କସାନପୁର ଦଲମର କିଛି ମାଓ କ୍ୟାଡର୍ କେନ୍ଦୁ ପତ୍ର ନିଲାମକୁ ନେଇ ଗ୍ରାମବାସୀଙ୍କ ସହ ବୈଠକ କରୁଥିଲେ । ଏହି ସମୟରେ ପୁଲିସ ଓ ଯବାନଙ୍କୁ ଗୁଇନ୍ଦା ସୂଚନା ମିଳିଥିଲା ଏହା ପରେ ପୁଲିସ ପକ୍ଷରୁ ଉକ୍ତ ଜଙ୍ଗଲରେ ମାଓବାଦୀ ଦମନ ଅଭିଯାନ ଆରମ୍ଭ ହୋଇଥିଲା। ଅଭିଯାନ ସମୟରେ ପୁଲିସ ଏବଂ ମାଓବାଦୀମାନେ ମୁହାଁମୁହିଁ ହୋଇଥିଲେ। ଉଭୟ ପକ୍ଷ ମଧ୍ୟରେ ଜୋରଦାର ଗୁଳିବିନିମୟ ଘଟିଥିଲା। ପୁଲିସ ଘଟଣାସ୍ଥଳରୁ ୧୩ ମାଓବାଦୀଙ୍କ ମୃତଦେହ ଜବତ କରିଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଗ୍ୱାଲିୟରରୁ ଆସିଲା ଆଶ୍ଚର୍ଯ୍ୟଜନକ ଘଟଣା: ସ୍ୱାମୀଙ୍କୁ କଳା କହି ଥଟ୍ଟା କରିବା ସହ ଆଇଫୋନ୍ ଓ ଏସି ମାଗୁଛି ସ୍ତ୍ରୀ

21 May 2021 By The Sakala

ଗଡ଼ଚିରୋଲିରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ, ୧୩ ମାଓବାଦୀ ନିହତ

ମୁମ୍ବଇ: ମହାରାଷ୍ଟ୍ରର ଗଡ଼ଚିରୋଲିରେ ପୁଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ମହାରାଷ୍ଟ୍ର ପୁଲିସର ସି-୬୦ ୟୁନିଟ୍‌ ଏବଂ ମାଓବାଦୀଙ୍କ ମଧ୍ୟରେ ଗଡ଼ଚିରୋଲି ସ୍ଥିତ ଆଟାପଲ୍ଲୀ ଧନଦାଟ ଜଙ୍ଗଲରେ ଏହି ଗୁଳିବିନିମୟ ଘଟିଥିବା ଗଡ଼ଚିରୋଲି ଡିଆଇଜି ସନ୍ଦୀପ ପାଟିଲ ସୂଚନା ଦେଇଛନ୍ତି। ଏଥିରେ ୧୩ ମାଓବାଦୀ ନିହତ ହୋଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, କସାନପୁର ଦଲମର କିଛି ମାଓ କ୍ୟାଡର୍ କେନ୍ଦୁ ପତ୍ର ନିଲାମକୁ ନେଇ ଗ୍ରାମବାସୀଙ୍କ ସହ ବୈଠକ କରୁଥିଲେ । ଏହି ସମୟରେ ପୁଲିସ ଓ ଯବାନଙ୍କୁ ଗୁଇନ୍ଦା ସୂଚନା ମିଳିଥିଲା ଏହା ପରେ ପୁଲିସ ପକ୍ଷରୁ ଉକ୍ତ ଜଙ୍ଗଲରେ ମାଓବାଦୀ ଦମନ ଅଭିଯାନ ଆରମ୍ଭ ହୋଇଥିଲା। ଅଭିଯାନ ସମୟରେ ପୁଲିସ ଏବଂ ମାଓବାଦୀମାନେ ମୁହାଁମୁହିଁ ହୋଇଥିଲେ। ଉଭୟ ପକ୍ଷ ମଧ୍ୟରେ ଜୋରଦାର ଗୁଳିବିନିମୟ ଘଟିଥିଲା। ପୁଲିସ ଘଟଣାସ୍ଥଳରୁ ୧୩ ମାଓବାଦୀଙ୍କ ମୃତଦେହ ଜବତ କରିଥିବା ଜଣାପଡ଼ିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର