ଗୋଡାଉନରେ ନିଆଁ ଲାଗି ଲକ୍ଷ ଲକ୍ଷ ଟଙ୍କାର ଟିକା ନଷ୍ଟ

The Sakala Picture
Published On

ଇନ୍ଦୋର: କରୋନା ଚେନରେ ବ୍ରେକ ଲଗାଇବା ପାଇଁ  ସମଗ୍ର ଦେଶରେ ଟିକାକରଣ ଚାଲିଛି। ଏହାରି ମଧ୍ୟରେ ଟିକାର ଅଭାବ ମଧ୍ୟ ଦେଖିବାକୁ ମିଳୁଛି। ଏଭଳି ପରିସ୍ଥିତିର ମଧ୍ୟପ୍ରଦେଶର ଇନ୍ଦୋରରୁ ଏକ ଦୁଃଖଦ ଘଟଣା ଆସିଛି। ଏକ ଗୋଡାଉନରେ ନିଆଁ ଲାଗି ଲକ୍ଷ ଲକ୍ଷ ଟଙ୍କାର ଟିକା ନଷ୍ଟ ହୋଇଯାଇଥିବା ଜଣା ପଡ଼ିଛି। ଏହି ଘଟଣା ଇନ୍ଦୋରର ଗୋଡାଉନ୍‌ ଭାରତ ସେରମ୍ ଏବଂ ଭ୍ୟାକ୍ସିନ୍ ଲିମିଟେଡରେ ଘଟିଛି। ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି […]

ଇନ୍ଦୋର: କରୋନା ଚେନରେ ବ୍ରେକ ଲଗାଇବା ପାଇଁ  ସମଗ୍ର ଦେଶରେ ଟିକାକରଣ ଚାଲିଛି। ଏହାରି ମଧ୍ୟରେ ଟିକାର ଅଭାବ ମଧ୍ୟ ଦେଖିବାକୁ ମିଳୁଛି। ଏଭଳି ପରିସ୍ଥିତିର ମଧ୍ୟପ୍ରଦେଶର ଇନ୍ଦୋରରୁ ଏକ ଦୁଃଖଦ ଘଟଣା ଆସିଛି। ଏକ ଗୋଡାଉନରେ ନିଆଁ ଲାଗି ଲକ୍ଷ ଲକ୍ଷ ଟଙ୍କାର ଟିକା ନଷ୍ଟ ହୋଇଯାଇଥିବା ଜଣା ପଡ଼ିଛି।

ଆହୁରି ପଢ଼ନ୍ତୁ: ଭାରତ-ଆମେରିକା ସମ୍ପର୍କ ହେବ ଆହୁରି ସୁଦୃଢ଼: ମାର୍କୋ ରୁବିଓଙ୍କ ଗସ୍ତରେ ବାଣିଜ୍ୟ, ସୁରକ୍ଷା ଓ ପ୍ରଯୁକ୍ତିବିଦ୍ୟା ଉପରେ ଗୁରୁତ୍ୱ

ଏହି ଘଟଣା ଇନ୍ଦୋରର ଗୋଡାଉନ୍‌ ଭାରତ ସେରମ୍ ଏବଂ ଭ୍ୟାକ୍ସିନ୍ ଲିମିଟେଡରେ ଘଟିଛି। ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଛି। ନିଆଁରେ ବ୍ଲାକ୍ ଫଙ୍ଗସ୍ ପାଇଁ ଇଞ୍ଜେକ୍ସନ୍ ସହିତ ଗୋଡାଉନରେ ରଖାଯାଇଥିବା ଟିକା ମଧ୍ୟ ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ପାକିସ୍ତାନରେ କ୍ଷମତା ଯୁଦ୍ଧ: ଇମ୍ରାନ ବନାମ ସରକାରଙ୍କ ଲଢ଼େଇରେ ଭୁସୁଡ଼ୁଛି ଦେଶର ଅର୍ଥନୀତି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର