ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଆଉ ଜଣେ ମନ୍ତ୍ରୀଙ୍କ ବଦଳିଲା ବିଭାଗ, ସ୍ବାସ୍ଥ୍ୟ ମନ୍ତ୍ରାଳୟକୁ ଗଲେ ଏସପି ସିଂହ ବଘେଲ

The Sakala Picture
Published On

ନୂଆଦିଲ୍ଲୀ: ଆଜି ଅଚାନକ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଅଦଳ ବଦଳ ହୋଇଛି । ପ୍ରଥମେ ଆଇନମନ୍ତ୍ରୀ କିରଣ ରିଜଜୁ ଓ ଏବେ କେନ୍ଦ୍ର ଆଇନ ମନ୍ତ୍ରୀ (ରାଜ୍ୟ) ଏସପି ସିଂ ବଘେଲଙ୍କ ବିଭାଗ ବଦଳ କରାଯାଇଛି । ଦୁଇ ମନ୍ତ୍ରୀଙ୍କୁ ଆଇନ ମନ୍ତ୍ରାଳୟରୁ ହଟାଇଲେ ମୋଦି ସରକାର । ବଘେଲ୍‌ ଏବେ ସ୍ବାସ୍ଥ୍ୟ ମନ୍ତ୍ରାଳୟର ଦାୟିତ୍ବ ନେବେ । ପୂର୍ବରୁ ସେ ଆଇନ ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ଥିଲେ । ବାଘେଲଙ୍କ ସ୍ଥାନରେ ଆଇନ ମନ୍ତ୍ରଣାଳୟର ଅର୍ଜୁନ ରାମ ମେଘୱାଲଙ୍କୁ […]

ନୂଆଦିଲ୍ଲୀ: ଆଜି ଅଚାନକ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଅଦଳ ବଦଳ ହୋଇଛି । ପ୍ରଥମେ ଆଇନମନ୍ତ୍ରୀ କିରଣ ରିଜଜୁ ଓ ଏବେ କେନ୍ଦ୍ର ଆଇନ ମନ୍ତ୍ରୀ (ରାଜ୍ୟ) ଏସପି ସିଂ ବଘେଲଙ୍କ ବିଭାଗ ବଦଳ କରାଯାଇଛି । ଦୁଇ ମନ୍ତ୍ରୀଙ୍କୁ ଆଇନ ମନ୍ତ୍ରାଳୟରୁ ହଟାଇଲେ ମୋଦି ସରକାର । ବଘେଲ୍‌ ଏବେ ସ୍ବାସ୍ଥ୍ୟ ମନ୍ତ୍ରାଳୟର ଦାୟିତ୍ବ ନେବେ । ପୂର୍ବରୁ ସେ ଆଇନ ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ଥିଲେ । ବାଘେଲଙ୍କ ସ୍ଥାନରେ ଆଇନ ମନ୍ତ୍ରଣାଳୟର ଅର୍ଜୁନ ରାମ ମେଘୱାଲଙ୍କୁ ରାଜ୍ୟ ମନ୍ତ୍ରୀ (ସ୍ୱତନ୍ତ୍ର ପ୍ରଭାର) ଭାବେ ନିଯୁକ୍ତ କରାଯାଇଛି । ଅର୍ଜୁନ ରାମ ମେଘାୱଲ ଏବେ ସଂସଦୀୟ କାର୍ଯ୍ୟମନ୍ତ୍ରୀ ଓ ସଂସ୍କୃତି ରାଜ୍ୟ ମନ୍ତ୍ରୀ ଅଛନ୍ତି । ମେଘାୱଲଙ୍କୁ ତାଙ୍କ ବିଭାଗ ସହିତ ଅତିରିକ୍ତ ଭାବେ ଆଇନ ଓ ନ୍ୟାୟାଳୟ ମନ୍ତ୍ରଣାଳୟର ମନ୍ତ୍ରୀ (ରାଜ୍ୟ) ଭାବେ ଦାୟିତ୍ୱ ଦିଆଯାଇଛି । ଏନେଇ ରାଷ୍ଟ୍ରପତି ଭବନ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ: ପଶ୍ଚିମ ଏସିଆରେ ବଢ଼ିଲା ଉତ୍ତେଜନା: ଇରାନ ଉପରେ ଇସ୍ରାଏଲର ପାଲଟା ମିସାଇଲ ମାଡ଼, ତେହେରାନରେ ଥରିଲା ଛାତି

ସୂଚନାଯୋଗ୍ୟ, ବିଚାରପତିଙ୍କ ନିଯୁକ୍ତିକୁ ନେଇ କଲେଜିୟମ ବ୍ୟବସ୍ଥା ଉପରେ ସରକାର ଏବଂ କୋର୍ଟଙ୍କ ମଧ୍ୟରେ ଅନେକ ବୟାନବାଜି ଦେଖିବାକୁ ମିଳିଥିଲା । ଏହା ମାମଲାରେ ନିଜ ବୟାନ ପାଇଁ ଆଇନ ମନ୍ତ୍ରୀ କିରଣ ରିଜିଜୁ ଚର୍ଚ୍ଚାରେ ଥିଲେ । ତେବେ ସରକାରଙ୍କ ପକ୍ଷରୁ କିରଣ ରିଜିଜୁ ଏବଂ ଏସପି ସିଂ ବଘେଲଙ୍କ ବିଭାଗ ପରିବର୍ତ୍ତନକୁ ନେଇ କୌଣସି ବୟାନ ଆସି ନାହିଁ ।

ଆହୁରି ପଢ଼ନ୍ତୁ: ଏୟାର ଇଣ୍ଡିଆ AI-171 ବିମାନ ଦୁର୍ଘଟଣାର ଏକମାତ୍ର ଜୀବିତ ବ୍ୟକ୍ତି: 'ବଞ୍ଚିବା ପରେ ଯାହା ସହିବାକୁ ପଡ଼ିଲା, ତାହା ଥିଲା ଅଧିକ କଷ୍ଟକର'

18 May 2023 By The Sakala

କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଆଉ ଜଣେ ମନ୍ତ୍ରୀଙ୍କ ବଦଳିଲା ବିଭାଗ, ସ୍ବାସ୍ଥ୍ୟ ମନ୍ତ୍ରାଳୟକୁ ଗଲେ ଏସପି ସିଂହ ବଘେଲ

ନୂଆଦିଲ୍ଲୀ: ଆଜି ଅଚାନକ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଅଦଳ ବଦଳ ହୋଇଛି । ପ୍ରଥମେ ଆଇନମନ୍ତ୍ରୀ କିରଣ ରିଜଜୁ ଓ ଏବେ କେନ୍ଦ୍ର ଆଇନ ମନ୍ତ୍ରୀ (ରାଜ୍ୟ) ଏସପି ସିଂ ବଘେଲଙ୍କ ବିଭାଗ ବଦଳ କରାଯାଇଛି । ଦୁଇ ମନ୍ତ୍ରୀଙ୍କୁ ଆଇନ ମନ୍ତ୍ରାଳୟରୁ ହଟାଇଲେ ମୋଦି ସରକାର । ବଘେଲ୍‌ ଏବେ ସ୍ବାସ୍ଥ୍ୟ ମନ୍ତ୍ରାଳୟର ଦାୟିତ୍ବ ନେବେ । ପୂର୍ବରୁ ସେ ଆଇନ ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ଥିଲେ । ବାଘେଲଙ୍କ ସ୍ଥାନରେ ଆଇନ ମନ୍ତ୍ରଣାଳୟର ଅର୍ଜୁନ ରାମ ମେଘୱାଲଙ୍କୁ ରାଜ୍ୟ ମନ୍ତ୍ରୀ (ସ୍ୱତନ୍ତ୍ର ପ୍ରଭାର) ଭାବେ ନିଯୁକ୍ତ କରାଯାଇଛି । ଅର୍ଜୁନ ରାମ ମେଘାୱଲ ଏବେ ସଂସଦୀୟ କାର୍ଯ୍ୟମନ୍ତ୍ରୀ ଓ ସଂସ୍କୃତି ରାଜ୍ୟ ମନ୍ତ୍ରୀ ଅଛନ୍ତି । ମେଘାୱଲଙ୍କୁ ତାଙ୍କ ବିଭାଗ ସହିତ ଅତିରିକ୍ତ ଭାବେ ଆଇନ ଓ ନ୍ୟାୟାଳୟ ମନ୍ତ୍ରଣାଳୟର ମନ୍ତ୍ରୀ (ରାଜ୍ୟ) ଭାବେ ଦାୟିତ୍ୱ ଦିଆଯାଇଛି । ଏନେଇ ରାଷ୍ଟ୍ରପତି ଭବନ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ସୂଚନାଯୋଗ୍ୟ, ବିଚାରପତିଙ୍କ ନିଯୁକ୍ତିକୁ ନେଇ କଲେଜିୟମ ବ୍ୟବସ୍ଥା ଉପରେ ସରକାର ଏବଂ କୋର୍ଟଙ୍କ ମଧ୍ୟରେ ଅନେକ ବୟାନବାଜି ଦେଖିବାକୁ ମିଳିଥିଲା । ଏହା ମାମଲାରେ ନିଜ ବୟାନ ପାଇଁ ଆଇନ ମନ୍ତ୍ରୀ କିରଣ ରିଜିଜୁ ଚର୍ଚ୍ଚାରେ ଥିଲେ । ତେବେ ସରକାରଙ୍କ ପକ୍ଷରୁ କିରଣ ରିଜିଜୁ ଏବଂ ଏସପି ସିଂ ବଘେଲଙ୍କ ବିଭାଗ ପରିବର୍ତ୍ତନକୁ ନେଇ କୌଣସି ବୟାନ ଆସି ନାହିଁ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର