ତିହାର ଜେଲରେ ଗ୍ୟାଙ୍ଗଓ୍ବାର; ବିରୋଧୀ ଗ୍ୟାଙ୍ଗ୍ କଏଦୀଙ୍କ ଆକ୍ରମଣରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ତିଲୁ ତାଜପୁରିଆ ମୃତ

The Sakala Picture
Published On

ନୂଆଦିଲ୍ଲୀ: ତିହାର ଜେଲରେ ଗ୍ୟାଙ୍ଗଓ୍ଵାର । ଏହି ଗ୍ୟାଙ୍ଗଓ୍ଵାରରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ତିଲୁ ତାଜପୁରିଆକୁ ହତ୍ୟା କରାଯାଇଛି । ତିହାର ଜେଲରେ ଦୁଇ ଗ୍ୟାଙ୍ଗ୍ ସଦସ୍ୟଙ୍କ ମଧ୍ୟରେ ବିବାଦ ଆଉ ପରେ ଘଟିଛି ଏହି ହତ୍ୟା । ଜେଲ ଭିତରେ ଥିବା ତା’ର ବିପକ୍ଷ ଗୋଷ୍ଠୀର ସଦସ୍ୟମାନେ ତାକୁ ଲୁହା ରଡ୍‌ରେ ପିଟି ପିଟି ମାରି ଦେଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଆଜି ସକାଳେ ତିହାର ଜେଲରେ ଟିଲୁ ତାଜପୁରିଆ ଉପରେ ଆକ୍ରମଣ ହୋଇଥିଲ । ଯୋଗେଶ […]

ନୂଆଦିଲ୍ଲୀ: ତିହାର ଜେଲରେ ଗ୍ୟାଙ୍ଗଓ୍ଵାର । ଏହି ଗ୍ୟାଙ୍ଗଓ୍ଵାରରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ତିଲୁ ତାଜପୁରିଆକୁ ହତ୍ୟା କରାଯାଇଛି । ତିହାର ଜେଲରେ ଦୁଇ ଗ୍ୟାଙ୍ଗ୍ ସଦସ୍ୟଙ୍କ ମଧ୍ୟରେ ବିବାଦ ଆଉ ପରେ ଘଟିଛି ଏହି ହତ୍ୟା । ଜେଲ ଭିତରେ ଥିବା ତା’ର ବିପକ୍ଷ ଗୋଷ୍ଠୀର ସଦସ୍ୟମାନେ ତାକୁ ଲୁହା ରଡ୍‌ରେ ପିଟି ପିଟି ମାରି ଦେଇଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଆସନ୍ତା ୧୭ ତାରିଖରେ ହୋଇପାରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ, ବାଦ୍‌ ପଡ଼ିପାରନ୍ତି ଡଜନେ ମନ୍ତ୍ରୀ

ସୂଚନା ଅନୁସାରେ, ଆଜି ସକାଳେ ତିହାର ଜେଲରେ ଟିଲୁ ତାଜପୁରିଆ ଉପରେ ଆକ୍ରମଣ ହୋଇଥିଲ । ଯୋଗେଶ ଟୁଣ୍ଡା ଏବଂ ତା’ର ସାଥି ଦୀପକ ତିତର ଲୁହା ରଡରେ ତିଲୁ ଉପରେ ଆକ୍ରମଣ କରିଥିଲେ । ତିହାର ଜେଲ୍ ପ୍ରଶାସନ ତାଙ୍କୁ ଗୁରୁତର ଅବସ୍ଥାରେ ଦୀନ ଦୟାଲ ଉପାଧ୍ୟାୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତିଲୁର ମୃତ୍ୟୁ ଘଟିଛି । ୨୦୨୧ ଦିଲ୍ଲୀର ରୋହିଣୀ କୋର୍ଟ ଗୁଳିକାଣ୍ଡର ମାଷ୍ଟରମାଇଣ୍ଡ ଥିଲା ଟିଲୁ ।

ଆହୁରି ପଢ଼ନ୍ତୁ: 'ଆପଣ ଗୁଗଲରେ ଅଶ୍ଳୀଳ ଭିଡିଓ ଦେଖିଛନ୍ତି...': କ୍ରାଇମବ୍ରାଞ୍ଚ ଅଫିସର ପରିଚୟ ଦେଇ ମହିଳାଙ୍କଠାରୁ ୪.୫୦ ଲକ୍ଷ ଟଙ୍କାର ସାଇବର ଠକେଇ

ଜେଲ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଜେଲ୍ ନମ୍ବର ୮ର ଯୋଗେଶ ଟୁଣ୍ଡା ନାମକ ଜଣେ କଏଦୀ ଜେଲ୍ ନମ୍ବର-୯ର ଅନ୍ତେବାସୀ ଟିଲୁକୁ ଲୁହା ରଡରେ ହଠାତ୍ ଆକ୍ରମଣ କରିଥିଲା । ଏହି ଘଟଣାରେ ଆଉ ଜଣେ କଏଦୀ ମଧ୍ୟ ଆହତ ହୋଇଥିଲେ ।

ଆହୁରି ପଢ଼ନ୍ତୁ: ପାକିସ୍ତାନ ସେନାର ଏମଆଇ-୧୭ ହେଲିକପ୍ଟର କ୍ରାସ୍: ସମସ୍ତ କର୍ମଚାରୀଙ୍କ ମୃତ୍ୟୁ

02 May 2023 By The Sakala

ତିହାର ଜେଲରେ ଗ୍ୟାଙ୍ଗଓ୍ବାର; ବିରୋଧୀ ଗ୍ୟାଙ୍ଗ୍ କଏଦୀଙ୍କ ଆକ୍ରମଣରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ତିଲୁ ତାଜପୁରିଆ ମୃତ

ନୂଆଦିଲ୍ଲୀ: ତିହାର ଜେଲରେ ଗ୍ୟାଙ୍ଗଓ୍ଵାର । ଏହି ଗ୍ୟାଙ୍ଗଓ୍ଵାରରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ତିଲୁ ତାଜପୁରିଆକୁ ହତ୍ୟା କରାଯାଇଛି । ତିହାର ଜେଲରେ ଦୁଇ ଗ୍ୟାଙ୍ଗ୍ ସଦସ୍ୟଙ୍କ ମଧ୍ୟରେ ବିବାଦ ଆଉ ପରେ ଘଟିଛି ଏହି ହତ୍ୟା । ଜେଲ ଭିତରେ ଥିବା ତା’ର ବିପକ୍ଷ ଗୋଷ୍ଠୀର ସଦସ୍ୟମାନେ ତାକୁ ଲୁହା ରଡ୍‌ରେ ପିଟି ପିଟି ମାରି ଦେଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ଆଜି ସକାଳେ ତିହାର ଜେଲରେ ଟିଲୁ ତାଜପୁରିଆ ଉପରେ ଆକ୍ରମଣ ହୋଇଥିଲ । ଯୋଗେଶ ଟୁଣ୍ଡା ଏବଂ ତା’ର ସାଥି ଦୀପକ ତିତର ଲୁହା ରଡରେ ତିଲୁ ଉପରେ ଆକ୍ରମଣ କରିଥିଲେ । ତିହାର ଜେଲ୍ ପ୍ରଶାସନ ତାଙ୍କୁ ଗୁରୁତର ଅବସ୍ଥାରେ ଦୀନ ଦୟାଲ ଉପାଧ୍ୟାୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତିଲୁର ମୃତ୍ୟୁ ଘଟିଛି । ୨୦୨୧ ଦିଲ୍ଲୀର ରୋହିଣୀ କୋର୍ଟ ଗୁଳିକାଣ୍ଡର ମାଷ୍ଟରମାଇଣ୍ଡ ଥିଲା ଟିଲୁ ।

ଜେଲ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଜେଲ୍ ନମ୍ବର ୮ର ଯୋଗେଶ ଟୁଣ୍ଡା ନାମକ ଜଣେ କଏଦୀ ଜେଲ୍ ନମ୍ବର-୯ର ଅନ୍ତେବାସୀ ଟିଲୁକୁ ଲୁହା ରଡରେ ହଠାତ୍ ଆକ୍ରମଣ କରିଥିଲା । ଏହି ଘଟଣାରେ ଆଉ ଜଣେ କଏଦୀ ମଧ୍ୟ ଆହତ ହୋଇଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର