ଇସ୍ରାଏଲର ଲାଗି ବି ଓମର ଉତ୍ସବରେ ଦଳାଚକଟା ୪୪ ମୃତ, ଶତାଧିକ ଆହତ

The Sakala Picture
Published On

ଉତ୍ତର ଇସ୍ରାଏଲରେ ଲାଗି ବି ଓମର ଉତ୍ସବରେ ଦଳାଚକଟା ହୋଇଛି । ଏଥିରେ ୪୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦୩ରୁ ଅଧିକ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ଅନେକଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି । ଇସ୍ରାଏଲର ସବୁଠୁ ବଡ଼ ପର୍ବ ଲାଗି ବି ଓମର ଉତ୍ସବ ପାଳନ ହୁଏ । ଏହି କାର୍ଯ୍ୟକ୍ରମରେ ଶୁକ୍ରବାର ହଜାର ହଜାର ଲୋକ ସାମିଲ୍ ହୋଇଥିଲେ । ଉତ୍ସବ ବେଳେ ଦଳାଚକଟା ହୋଇ ୪୪ ଜଣଙ୍କ ମୃତ୍ୟୁ ହୋଇଛି […]

ଉତ୍ତର ଇସ୍ରାଏଲରେ ଲାଗି ବି ଓମର ଉତ୍ସବରେ ଦଳାଚକଟା ହୋଇଛି । ଏଥିରେ ୪୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦୩ରୁ ଅଧିକ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ଅନେକଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି ।

ଆହୁରି ପଢ଼ନ୍ତୁ: ଖାଦ୍ୟ ପଦାର୍ଥରେ ଆଉ ବ୍ୟବହାର ହେବନି ଅଶ୍ୱଗନ୍ଧା ପତ୍ର, କେବଳ ଚେର ବ୍ୟବହାର ପାଇଁ ଅନୁମତି

ଇସ୍ରାଏଲର ସବୁଠୁ ବଡ଼ ପର୍ବ ଲାଗି ବି ଓମର ଉତ୍ସବ ପାଳନ ହୁଏ । ଏହି କାର୍ଯ୍ୟକ୍ରମରେ ଶୁକ୍ରବାର ହଜାର ହଜାର ଲୋକ ସାମିଲ୍ ହୋଇଥିଲେ । ଉତ୍ସବ ବେଳେ ଦଳାଚକଟା ହୋଇ ୪୪ ଜଣଙ୍କ ମୃତ୍ୟୁ ହୋଇଛି । ଉଦ୍ଧାର କାର୍ଯ୍ୟରେ ୬ଟି ହେଲିକପ୍ଟର ସହ ଏକାଧିକ ଆମ୍ବୁଲାନ୍ସ ନିୟୋଜିତ ଅଛନ୍ତି ।

ଆହୁରି ପଢ଼ନ୍ତୁ: ବିକାଜି ଫୁଡ୍ସର ପ୍ରତିଷ୍ଠାତା ଶିବ ରତନ ଅଗ୍ରୱାଲଙ୍କ ପରଲୋକ, ୭୪ ବର୍ଷ ବୟସରେ ହୃଦଘାତରେ ମୃତ୍ୟୁ

ଆହତଙ୍କୁ ସ୍ଥାନୀୟ ଜିଭ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଧିକ ଗହଳି ଯୋଗୁଁ ଷ୍ଟେଜ୍ ଭାଙ୍ଗିଯିବା ଫଳରେ ଦଳାଚକଟା ହୋଇଥିବା ଜଣାପଡ଼ିଛି । କରୋନା ସଂକ୍ରମଣ ପାଇଁ ସରକାର ଗତବର୍ଷ କାର୍ଯ୍ୟକ୍ରମକୁ ବାତିଲ୍ କରି ଦେଇଥିଲେ । ଚଳିତବର୍ଷ ମଧ୍ୟ ଉତ୍ସବରେ ଲୋକଙ୍କୁ ଭାଗ ନେବାକୁ ମନା କରିଥିଲେ ସରକାର ।

ଆହୁରି ପଢ଼ନ୍ତୁ: ବାଂଲାଦେଶରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା: ସାରା ଦେଶରେ ହାଇ ଆଲର୍ଟ ଜାରି

30 Apr 2021 By The Sakala

ଇସ୍ରାଏଲର ଲାଗି ବି ଓମର ଉତ୍ସବରେ ଦଳାଚକଟା ୪୪ ମୃତ, ଶତାଧିକ ଆହତ

ଉତ୍ତର ଇସ୍ରାଏଲରେ ଲାଗି ବି ଓମର ଉତ୍ସବରେ ଦଳାଚକଟା ହୋଇଛି । ଏଥିରେ ୪୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦୩ରୁ ଅଧିକ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ଅନେକଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି ।

ଇସ୍ରାଏଲର ସବୁଠୁ ବଡ଼ ପର୍ବ ଲାଗି ବି ଓମର ଉତ୍ସବ ପାଳନ ହୁଏ । ଏହି କାର୍ଯ୍ୟକ୍ରମରେ ଶୁକ୍ରବାର ହଜାର ହଜାର ଲୋକ ସାମିଲ୍ ହୋଇଥିଲେ । ଉତ୍ସବ ବେଳେ ଦଳାଚକଟା ହୋଇ ୪୪ ଜଣଙ୍କ ମୃତ୍ୟୁ ହୋଇଛି । ଉଦ୍ଧାର କାର୍ଯ୍ୟରେ ୬ଟି ହେଲିକପ୍ଟର ସହ ଏକାଧିକ ଆମ୍ବୁଲାନ୍ସ ନିୟୋଜିତ ଅଛନ୍ତି ।

ଆହତଙ୍କୁ ସ୍ଥାନୀୟ ଜିଭ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଧିକ ଗହଳି ଯୋଗୁଁ ଷ୍ଟେଜ୍ ଭାଙ୍ଗିଯିବା ଫଳରେ ଦଳାଚକଟା ହୋଇଥିବା ଜଣାପଡ଼ିଛି । କରୋନା ସଂକ୍ରମଣ ପାଇଁ ସରକାର ଗତବର୍ଷ କାର୍ଯ୍ୟକ୍ରମକୁ ବାତିଲ୍ କରି ଦେଇଥିଲେ । ଚଳିତବର୍ଷ ମଧ୍ୟ ଉତ୍ସବରେ ଲୋକଙ୍କୁ ଭାଗ ନେବାକୁ ମନା କରିଥିଲେ ସରକାର ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର