କରୋନାରେ ଟିଏମ୍‌ସିର ବିଧାୟକ ପ୍ରାର୍ଥୀ କାଜଲ ସିହ୍ନାଙ୍କ ମୃତ୍ଯୁ

The Sakala Picture
Published On

କୋଲକାତା: କରୋନା ପୁଣି ଜଣେ ବିଧାୟକ ପ୍ରାର୍ଥୀଙ୍କ ଜୀବନ ନେଇଛି। ପାରାଗାନା ଜିଲ୍ଲାର ଖାରଦା ବିଧାନସଭା ନିର୍ବାଚନମଣ୍ଡଳୀରୁ ଟିଏମ୍‌ସି ପ୍ରାର୍ଥୀ କାଜଲ ସିହ୍ନା ରବିବାର କୋଲକାତାରେ କୋଭିଡ ସଂକ୍ରମଣରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। Very, very sad. Shocked. Kajal Sinha, our candidate from Khardaha, succumbed to Covid.He dedicated his life to serving people & just fought a tireless campaign. He was a long-serving committed […]

କୋଲକାତା: କରୋନା ପୁଣି ଜଣେ ବିଧାୟକ ପ୍ରାର୍ଥୀଙ୍କ ଜୀବନ ନେଇଛି। ପାରାଗାନା ଜିଲ୍ଲାର ଖାରଦା ବିଧାନସଭା ନିର୍ବାଚନମଣ୍ଡଳୀରୁ ଟିଏମ୍‌ସି ପ୍ରାର୍ଥୀ କାଜଲ ସିହ୍ନା ରବିବାର କୋଲକାତାରେ କୋଭିଡ ସଂକ୍ରମଣରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ ଓ ସୁଜିତ କୁମାର, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟୁଇଟ୍ କରିଛନ୍ତି ଯେ, ସେ ନିଜ ଜୀବନକୁ ଲୋକଙ୍କ ସେବାରେ ଉତ୍ସର୍ଗ କରିଥିଲେ ଏବଂ କେବଳ ଏକ ନିରନ୍ତର ଅଭିଯାନ ଲଢିଚାଲିଥିଲେ। ସେ ଦୀର୍ଘ ଦିନର ପ୍ରତିବଦ୍ଧ ସଦସ୍ୟ ଥିଲେ। ସେ ଆମ ମନରେ ସର୍ବଦା ରହିବେ। ତାଙ୍କ ପରିବାର ଏବଂ ତାଙ୍କ ପ୍ରଶଂସକଙ୍କ ପ୍ରତି ମୋର ସମବେଦନା, ”।

ସୂଚନା ଅନୁଯାୟୀ, ସେ ଚଳିତ ନିର୍ବାଚନରେ ​ଖାରଦହ ବିଧାନସଭା ଆସନରୁ ଟିଏମସି ପ୍ରାର୍ଥୀ ହୋଇଥିଲେ। କାଜଲ ସିହ୍ନାଙ୍କୁ ଏପ୍ରିଲ ୨୧ ତାରିଖରେ କୋଲକାତାର ଆଇଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କର କରୋନା ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ରବିବାର ସକାଳେ ଡାକ୍ତରଖାନାରେ ହିଁ ତାଙ୍କର ମୃତ୍ୟୁ ଘଟିଛି।

25 Apr 2021 By The Sakala

କରୋନାରେ ଟିଏମ୍‌ସିର ବିଧାୟକ ପ୍ରାର୍ଥୀ କାଜଲ ସିହ୍ନାଙ୍କ ମୃତ୍ଯୁ

କୋଲକାତା: କରୋନା ପୁଣି ଜଣେ ବିଧାୟକ ପ୍ରାର୍ଥୀଙ୍କ ଜୀବନ ନେଇଛି। ପାରାଗାନା ଜିଲ୍ଲାର ଖାରଦା ବିଧାନସଭା ନିର୍ବାଚନମଣ୍ଡଳୀରୁ ଟିଏମ୍‌ସି ପ୍ରାର୍ଥୀ କାଜଲ ସିହ୍ନା ରବିବାର କୋଲକାତାରେ କୋଭିଡ ସଂକ୍ରମଣରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟୁଇଟ୍ କରିଛନ୍ତି ଯେ, ସେ ନିଜ ଜୀବନକୁ ଲୋକଙ୍କ ସେବାରେ ଉତ୍ସର୍ଗ କରିଥିଲେ ଏବଂ କେବଳ ଏକ ନିରନ୍ତର ଅଭିଯାନ ଲଢିଚାଲିଥିଲେ। ସେ ଦୀର୍ଘ ଦିନର ପ୍ରତିବଦ୍ଧ ସଦସ୍ୟ ଥିଲେ। ସେ ଆମ ମନରେ ସର୍ବଦା ରହିବେ। ତାଙ୍କ ପରିବାର ଏବଂ ତାଙ୍କ ପ୍ରଶଂସକଙ୍କ ପ୍ରତି ମୋର ସମବେଦନା, ”।

ସୂଚନା ଅନୁଯାୟୀ, ସେ ଚଳିତ ନିର୍ବାଚନରେ ​ଖାରଦହ ବିଧାନସଭା ଆସନରୁ ଟିଏମସି ପ୍ରାର୍ଥୀ ହୋଇଥିଲେ। କାଜଲ ସିହ୍ନାଙ୍କୁ ଏପ୍ରିଲ ୨୧ ତାରିଖରେ କୋଲକାତାର ଆଇଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କର କରୋନା ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ରବିବାର ସକାଳେ ଡାକ୍ତରଖାନାରେ ହିଁ ତାଙ୍କର ମୃତ୍ୟୁ ଘଟିଛି।

https://www.thesakala.in/national-international/trinamool-leader-dies-of-covid/article-1810
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର