ଗୋଧ୍ରା ଟ୍ରେନ୍‌ ପୋଡ଼ି ଘଟଣା: ଆଜୀବନ ଜେଲ ଦଣ୍ଡରେ ଦଣ୍ଡିତ ଦୋଷୀକୁ ମିଳିଲା ଜାମିନ

The Sakala Picture
Published On

ଗୁଜୁରାଟ: ୨୦୦୨ ଗୋଧ୍ରା ଟ୍ରେନ୍ ପୋଡ଼ି ଘଟଣାରେ ଆଜୀବନ ଜେଲ ଦଣ୍ଡରେ ଦଣ୍ଡିତ ହୋଇଥିବା ଦୋଷୀଙ୍କ ମଧ୍ୟରୁ ଜଣକୁ ଜାମିନ ପ୍ରଦାନ କରିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । ଗୁଜରାଟ ସରକାରଙ୍କ ତୀବ୍ର ବିରୋଧ ସତ୍ତ୍ୱେ ସୁପ୍ରିମକୋର୍ଟ ଆଜି ଫାରୁକକୁ ଜାମିନ ପ୍ରଦାନ କରିଛନ୍ତି। ଜଳୁଥିବା ଟ୍ରେନ ଉପରକୁ ଫାରୁକ୍ ପଥର ଫିଙ୍ଗି ଥିବାରୁ ଦୋଷୀ ସାବ୍ୟସ୍ତ ହୋଇଥିଲେ। କୋର୍ଟ ତରଫରୁ ଜାମିନ ପ୍ରଦାନ କରାଯିବା ପରେ କହିଛନ୍ତି କି, ଦୋଷୀ ଫାରୁକ୍ ୨୦୦୪ରୁ ୧୭ ବର୍ଷଧରି ଜେଲରେ […]

ଗୁଜୁରାଟ: ୨୦୦୨ ଗୋଧ୍ରା ଟ୍ରେନ୍ ପୋଡ଼ି ଘଟଣାରେ ଆଜୀବନ ଜେଲ ଦଣ୍ଡରେ ଦଣ୍ଡିତ ହୋଇଥିବା ଦୋଷୀଙ୍କ ମଧ୍ୟରୁ ଜଣକୁ ଜାମିନ ପ୍ରଦାନ କରିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । ଗୁଜରାଟ ସରକାରଙ୍କ ତୀବ୍ର ବିରୋଧ ସତ୍ତ୍ୱେ ସୁପ୍ରିମକୋର୍ଟ ଆଜି ଫାରୁକକୁ ଜାମିନ ପ୍ରଦାନ କରିଛନ୍ତି। ଜଳୁଥିବା ଟ୍ରେନ ଉପରକୁ ଫାରୁକ୍ ପଥର ଫିଙ୍ଗି ଥିବାରୁ ଦୋଷୀ ସାବ୍ୟସ୍ତ ହୋଇଥିଲେ। କୋର୍ଟ ତରଫରୁ ଜାମିନ ପ୍ରଦାନ କରାଯିବା ପରେ କହିଛନ୍ତି କି, ଦୋଷୀ ଫାରୁକ୍ ୨୦୦୪ରୁ ୧୭ ବର୍ଷଧରି ଜେଲରେ ଅଛନ୍ତି , ଏବେ ତାଙ୍କୁ ଜାମିନ ମିଳିବା ଆବଶ୍ୟକ ।

ଆହୁରି ପଢ଼ନ୍ତୁ: ଅନଶନ ଭାଙ୍ଗିବାକୁ ୩ ସର୍ତ୍ତ ରଖିଲେ ସୋନମ୍ ୱାଙ୍ଗଚୁକ୍: ନିଟ୍ ପ୍ରଶ୍ନପତ୍ର ଲିକ୍ ନେଇ ସରକାରଙ୍କୁ ଦାବି

ଏହାସହ ଏହି ମାମଲାରେ ଅନ୍ୟ ୧୭ ଜଣ ଦୋଷୀ ଜାମିନ ପାଇଁ ଆବେଦନ କରିଥିଲେ ବି ସେମାନଙ୍କ ଆବେଦନ ଉପରେ ଛୁଟି ପରେ ଶୁଣାଣି କରାଯିବ ବୋଲି କୁହାଯାଇଛି ।

ଆହୁରି ପଢ଼ନ୍ତୁ: ସୋନମ ରଘୁବଂଶୀଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟକା: ଜାମିନ ଖାରଜ, ୩ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ ପାଇଁ ନିର୍ଦ୍ଦେଶ

ଉଲ୍ଲେଖଯୋଗ୍ୟ, ୨୦୦୨ ଫେବ୍ରୁଆରି ୨୭ ତାରଖରେ ଗୁଜୁରାଟର ଗୋଧ୍ରା ରେଳ ଷ୍ଟେସନରେ କେତକ ଦୁର୍ବୃତ୍ତ ସାବରମତୀ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ନିଆଁ ଲଗାଇ ଦେଇଥିଲେ। ଏହି ଘଟଣାରେ ୫୯ ଜଣଙ୍କର ମୁତ୍ୟୁ ଘଟିବା ପରେ ସମଗ୍ର ଗୁଜୁରାଟରେ ଭୟଙ୍କର ସାଂପ୍ରଦାୟିକ ଦଙ୍ଗା ସୃଷ୍ଟି ହୋଇଥିଲା ଏବଂ ଦଙ୍ଗାରେ ଶହ ଶହ ଲୋକ ପ୍ରାଣ ହରାଇଥିଲେ।

ଆହୁରି ପଢ଼ନ୍ତୁ: ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାକୁ 'ଗଣତନ୍ତ୍ରର ବିଜୟ' କହିଲା CJP

15 Dec 2022 By The Sakala

ଗୋଧ୍ରା ଟ୍ରେନ୍‌ ପୋଡ଼ି ଘଟଣା: ଆଜୀବନ ଜେଲ ଦଣ୍ଡରେ ଦଣ୍ଡିତ ଦୋଷୀକୁ ମିଳିଲା ଜାମିନ

ଗୁଜୁରାଟ: ୨୦୦୨ ଗୋଧ୍ରା ଟ୍ରେନ୍ ପୋଡ଼ି ଘଟଣାରେ ଆଜୀବନ ଜେଲ ଦଣ୍ଡରେ ଦଣ୍ଡିତ ହୋଇଥିବା ଦୋଷୀଙ୍କ ମଧ୍ୟରୁ ଜଣକୁ ଜାମିନ ପ୍ରଦାନ କରିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । ଗୁଜରାଟ ସରକାରଙ୍କ ତୀବ୍ର ବିରୋଧ ସତ୍ତ୍ୱେ ସୁପ୍ରିମକୋର୍ଟ ଆଜି ଫାରୁକକୁ ଜାମିନ ପ୍ରଦାନ କରିଛନ୍ତି। ଜଳୁଥିବା ଟ୍ରେନ ଉପରକୁ ଫାରୁକ୍ ପଥର ଫିଙ୍ଗି ଥିବାରୁ ଦୋଷୀ ସାବ୍ୟସ୍ତ ହୋଇଥିଲେ। କୋର୍ଟ ତରଫରୁ ଜାମିନ ପ୍ରଦାନ କରାଯିବା ପରେ କହିଛନ୍ତି କି, ଦୋଷୀ ଫାରୁକ୍ ୨୦୦୪ରୁ ୧୭ ବର୍ଷଧରି ଜେଲରେ ଅଛନ୍ତି , ଏବେ ତାଙ୍କୁ ଜାମିନ ମିଳିବା ଆବଶ୍ୟକ ।

ଏହାସହ ଏହି ମାମଲାରେ ଅନ୍ୟ ୧୭ ଜଣ ଦୋଷୀ ଜାମିନ ପାଇଁ ଆବେଦନ କରିଥିଲେ ବି ସେମାନଙ୍କ ଆବେଦନ ଉପରେ ଛୁଟି ପରେ ଶୁଣାଣି କରାଯିବ ବୋଲି କୁହାଯାଇଛି ।

ଉଲ୍ଲେଖଯୋଗ୍ୟ, ୨୦୦୨ ଫେବ୍ରୁଆରି ୨୭ ତାରଖରେ ଗୁଜୁରାଟର ଗୋଧ୍ରା ରେଳ ଷ୍ଟେସନରେ କେତକ ଦୁର୍ବୃତ୍ତ ସାବରମତୀ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ନିଆଁ ଲଗାଇ ଦେଇଥିଲେ। ଏହି ଘଟଣାରେ ୫୯ ଜଣଙ୍କର ମୁତ୍ୟୁ ଘଟିବା ପରେ ସମଗ୍ର ଗୁଜୁରାଟରେ ଭୟଙ୍କର ସାଂପ୍ରଦାୟିକ ଦଙ୍ଗା ସୃଷ୍ଟି ହୋଇଥିଲା ଏବଂ ଦଙ୍ଗାରେ ଶହ ଶହ ଲୋକ ପ୍ରାଣ ହରାଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର