ମୋତିଆବିନ୍ଦୁ ଅସ୍ତ୍ରୋପଚାର ପରେ ବାସଭବନକୁ ଫେରିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

The Sakala Picture
Published On

ନୂଆଦିଲ୍ଲୀ: ସଫଳ ସର୍ଜରୀ ପରେ ଘରକୁ ଫେରିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ମୋତିଆବିନ୍ଦୁ ସମସ୍ୟା ଥିବାରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ରାଷ୍ଟ୍ରପତି ମୁର୍ମୁ। ତେବେ ସର୍ଜରୀ ପରେ ଏବେ ରାଷ୍ଟ୍ରପତି ନିଜ ବାସଭବନକୁ ଫେରିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ରାଷ୍ଟ୍ରପତି ମୁର୍ମୁ ଆଜି ସକାଳ ୧୧ଟା ୩୦ରେ ଦିଲ୍ଲୀ କ୍ୟାଣ୍ଟସ୍ଥିତ ଆର୍ମି ହସ୍ପିଟାଲ ରିସର୍ଚ୍ଚ ଆଣ୍ଡ ରେଫରାଲରେ ଭର୍ତ୍ତି ହୋଇଥିଲେ। ତାଙ୍କ ବାମ ଆଖିରେ ମୋତିଆବିନ୍ଦୁ ଥିଲା। ସର୍ଜରୀ ଦ୍ୱାରା ସେ ଆରୋଗ୍ୟ ଲାଭ କରିଛନ୍ତି। ବ୍ରିଗେଡିୟର୍ […]

ନୂଆଦିଲ୍ଲୀ: ସଫଳ ସର୍ଜରୀ ପରେ ଘରକୁ ଫେରିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ମୋତିଆବିନ୍ଦୁ ସମସ୍ୟା ଥିବାରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ରାଷ୍ଟ୍ରପତି ମୁର୍ମୁ। ତେବେ ସର୍ଜରୀ ପରେ ଏବେ ରାଷ୍ଟ୍ରପତି ନିଜ ବାସଭବନକୁ ଫେରିଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ୨୦୧୮ ମାନହାନି ମାମଲା: ୟୁଟ୍ୟୁବର ଧ୍ରୁବ ରାଠୀଙ୍କ ବିରୋଧରେ ଜାମିନଯୋଗ୍ୟ ୱାରେଣ୍ଟ ଜାରି କଲେ ଦିଲ୍ଲୀ କୋର୍ଟ

ସୂଚନା ଅନୁଯାୟୀ, ରାଷ୍ଟ୍ରପତି ମୁର୍ମୁ ଆଜି ସକାଳ ୧୧ଟା ୩୦ରେ ଦିଲ୍ଲୀ କ୍ୟାଣ୍ଟସ୍ଥିତ ଆର୍ମି ହସ୍ପିଟାଲ ରିସର୍ଚ୍ଚ ଆଣ୍ଡ ରେଫରାଲରେ ଭର୍ତ୍ତି ହୋଇଥିଲେ। ତାଙ୍କ ବାମ ଆଖିରେ ମୋତିଆବିନ୍ଦୁ ଥିଲା। ସର୍ଜରୀ ଦ୍ୱାରା ସେ ଆରୋଗ୍ୟ ଲାଭ କରିଛନ୍ତି। ବ୍ରିଗେଡିୟର୍ ଏସ.କେ ମିଶ୍ର ଏବଂ ତାଙ୍କ ଟିମ୍ ଦ୍ୱାରା ଏହି ସର୍ଜରୀ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ୟେମେନ୍ ସରକାରୀ ସେନା ଶିବିର ଉପରେ ହୁଥି ବିଦ୍ରୋହୀଙ୍କ ବଡ଼ ଆକ୍ରମଣ, ୧୮ ନିହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର