ଭାରତୀୟ ଚଳଚ୍ଚିତ୍ରକୁ ଜୀବନବ୍ୟାପୀ ଅବଦାନ ପାଇଁ ଆଶା ପାରେଖଙ୍କୁ ‘ଦାଦା ସାହେବ ଫାଲକେ ପୁରସ୍କାର’

The Sakala Picture
Published On

ନୂଆଦିଲ୍ଲୀ: ଭାରତୀୟ ଚଳଚ୍ଚିତ୍ରକୁ ଜୀବନବ୍ୟାପୀ ଅବଦାନ ପାଇଁ, ଚଳିତ ବର୍ଷର ସମ୍ମାନଜନକ ‘ଦାଦା ସାହେବ ଫାଲକେ ପୁରସ୍କାର’ ପ୍ରସିଦ୍ଧ ଅଭିନେତ୍ରୀ ଆଶା ପାରେଖଙ୍କୁ ପ୍ରଦାନ କରାଯିବି। ରଷ୍ଟ୍ରୀୟ ଫିଲ୍ମ ପୁରସ୍କାର ସମାରୋହରେ ଏହି ସମ୍ମାମରେ ସେ  ସମ୍ମାନୀତ ହେବେ।  ଏ ନେଇ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଛନ୍ତି। ୭୯ ବର୍ଷୀୟା ଲୋକପ୍ରିୟ ପୁରୁଖା ବଲିଉଡ୍ ଅଭିନେତ୍ରୀ ଆଶା ପାରେଖ  ୬୦ ଦଶକର ଦର୍ଶକଙ୍କ ମଧ୍ୟରେ  ରାଜ୍  କରୁଥିଲେ। କଟ୍ଟି ପତଙ୍ଗ, ତିସରି ମଞ୍ଜିଲ୍, ଆନ […]

ନୂଆଦିଲ୍ଲୀ: ଭାରତୀୟ ଚଳଚ୍ଚିତ୍ରକୁ ଜୀବନବ୍ୟାପୀ ଅବଦାନ ପାଇଁ, ଚଳିତ ବର୍ଷର ସମ୍ମାନଜନକ ‘ଦାଦା ସାହେବ ଫାଲକେ ପୁରସ୍କାର’ ପ୍ରସିଦ୍ଧ ଅଭିନେତ୍ରୀ ଆଶା ପାରେଖଙ୍କୁ ପ୍ରଦାନ କରାଯିବି। ରଷ୍ଟ୍ରୀୟ ଫିଲ୍ମ ପୁରସ୍କାର ସମାରୋହରେ ଏହି ସମ୍ମାମରେ ସେ  ସମ୍ମାନୀତ ହେବେ।  ଏ ନେଇ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଆଟଲାଣ୍ଟିକ୍ ମହାସାଗରର ନାମ ବଦଳାଇବାକୁ ଦାବି କଲେ ଡୋନାଲ୍ଡ ଟ୍ରମ୍ପ, ମନା କରିଦେଇଥିଲେ ଗୁଗୁଲ୍ ସିଇଓ ସୁନ୍ଦର ପିଚାଇ

୭୯ ବର୍ଷୀୟା ଲୋକପ୍ରିୟ ପୁରୁଖା ବଲିଉଡ୍ ଅଭିନେତ୍ରୀ ଆଶା ପାରେଖ  ୬୦ ଦଶକର ଦର୍ଶକଙ୍କ ମଧ୍ୟରେ  ରାଜ୍  କରୁଥିଲେ। କଟ୍ଟି ପତଙ୍ଗ, ତିସରି ମଞ୍ଜିଲ୍, ଆନ ମିଲୋ ସଜନା, ଲଭ୍ ଇନ୍ ଟୋକିଓ, ମେରା ଗାଓଢ ମେରା ଦେଶ ଭଳି ଅନେକ ଚଳଚିତ୍ର ଅଭିନୟ କରିଥିଲେ ଆଶା । ଏସବୁ ଫିଲ୍ମ ଥିଲା ହିଟ୍ । ତାଙ୍କର ଏହି ଅଭିନୟ ପାଇଁ ତାଙ୍କୁ ଚଳଚ୍ଚିତ୍ର ସମ୍ମାନରେ ସମ୍ମାନୀତ କରାଯାଇଛି । ୧୯୯୨ରେ ପଦ୍ମଶ୍ରୀ, ୨୦୦୨ ଲାଇଫ୍ ଟାଇମ ଆଚିଭମେଣ୍ଟ, ୨୦୦୬ରେ IIFA ଆଓ୍ୱାର୍ଡ ଭଳି ଅନେକ ସମ୍ମାନରେ ସମ୍ମାନୀତ ହୋଇଛନ୍ତି ଆଶା  ପାରେଖ।

ଆହୁରି ପଢ଼ନ୍ତୁ: ଇରାନ-ଆମେରିକା ତିକ୍ତତା: ଗଲ୍ଫ ଅଣ୍ଡରସି କେବୁଲ କାଟିବାକୁ ଇରାନର ଧମକ, ବିଶ୍ୱ ଇଣ୍ଟରନେଟ୍ ସେବା ପ୍ରତି ବିପଦ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର