ପ୍ରକାଶ ପାଇଲା ଆଇସିଏସଇ ଦଶମ ବୋର୍ଡ ପରୀକ୍ଷା ଫଳ, ଛାତ୍ରଙ୍କୁ ପଛରେ ପକାଇଲେ ଛାତ୍ରୀ

The Sakala Picture
Published On

ନୂଆଦିଲ୍ଲୀ : କାଉନସିଲ୍ ଫର୍ ଇଣ୍ଡିଆନ୍ ସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷା (ICSE) ଦଶମ ଫଳାଫଳ ପ୍ରକାଶ ପାଇଛି। ସନ୍ଧ୍ୟା ୫ ଟାରେ ସିଆଇଏସ୍‍ସିଇ(କାଉନ୍ସିଲ୍‍ ଫର୍‍ ଦ ଇଣ୍ଟିଆନ୍‍ ସ୍କୁଲ ସାର୍ଟିଫିକେଟ୍‍ ଏକଜାମିନେସନ) ପକ୍ଷରୁ ICSE ଦଶମ ଶ୍ରେଣୀ ଫଳାଫଳ ଘୋଷଣା କରାଯାଇଛି। ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ www.cisce.org ୱେବସାଇଟ୍‍ ଜରିଆରେ ଉପଲବ୍ଧ ହେବା ସହ ଏସଏମଏସ ଦ୍ୱାରା ଛାତ୍ରଛାତ୍ରୀ ମଧ୍ୟ ପରୀକ୍ଷା ଫଳ ପାଇ ପାରିବେ। ଛାତ୍ରଛାତ୍ରୀମାନେ ଆଇସିଏସଇ(ରୋଲ ନମ୍ବର) ଟାଇପ୍‍ କରି ୦୯୨୪୮୦୮୨୮୮୩ କୁ ଏସଏମଏସ […]

ନୂଆଦିଲ୍ଲୀ : କାଉନସିଲ୍ ଫର୍ ଇଣ୍ଡିଆନ୍ ସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷା (ICSE) ଦଶମ ଫଳାଫଳ ପ୍ରକାଶ ପାଇଛି। ସନ୍ଧ୍ୟା ୫ ଟାରେ ସିଆଇଏସ୍‍ସିଇ(କାଉନ୍ସିଲ୍‍ ଫର୍‍ ଦ ଇଣ୍ଟିଆନ୍‍ ସ୍କୁଲ ସାର୍ଟିଫିକେଟ୍‍ ଏକଜାମିନେସନ) ପକ୍ଷରୁ ICSE ଦଶମ ଶ୍ରେଣୀ ଫଳାଫଳ ଘୋଷଣା କରାଯାଇଛି। ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ www.cisce.org ୱେବସାଇଟ୍‍ ଜରିଆରେ ଉପଲବ୍ଧ ହେବା ସହ ଏସଏମଏସ ଦ୍ୱାରା ଛାତ୍ରଛାତ୍ରୀ ମଧ୍ୟ ପରୀକ୍ଷା ଫଳ ପାଇ ପାରିବେ। ଛାତ୍ରଛାତ୍ରୀମାନେ ଆଇସିଏସଇ(ରୋଲ ନମ୍ବର) ଟାଇପ୍‍ କରି ୦୯୨୪୮୦୮୨୮୮୩ କୁ ଏସଏମଏସ ପଠାଇ ରେଜଲ୍ଟ ମଧ୍ୟ ପାଇ ପାରିବେ।  ଦୁଇଟି ଟର୍ମ ପରୀକ୍ଷାକୁ ଭିତ୍ତି କରି ଆଇସିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ: ବିଜେଡିକୁ ଫେରିଲେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ଓ ଜୀବନ ପ୍ରଦୀପ ଦାସ

ଚଳିତ ଆଇସିଏସଇ ଦଶମ ବୋର୍ଡ ପରୀକ୍ଷା ଫଳରେ ମଧ୍ୟ ଛାତ୍ରଙ୍କୁ ପଛରେ ପକାଇଛନ୍ତି ଛାତ୍ରୀ।ଚଳିତ ବର୍ଷ ଆଇସିଏସ୍‌ଇ ଦଶମ ବୋର୍ଡ ପରୀକ୍ଷାରେ ୯୯.୯୭ ପ୍ରତିଶତ ଛାତ୍ର ପାସ୍‌ କରିଥିବା ବେଳେ ୯୯.୯୮ ପ୍ରତିଶତ ଛାତ୍ରୀ ପାସ୍‌ କରିଥିବା ନେଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଇରାନ-ଆମେରିକା ଯୁଦ୍ଧ ମଧ୍ୟରେ ଭାରତ ପାଇଁ ବଡ଼ ଖବର: ହୋରମୁଜ୍ ପ୍ରଣାଳୀ ଅତିକ୍ରମ କରୁଛନ୍ତି ଆଉ ଦୁଇଟି ତୈଳ ଜାହାଜ, ସଜାଗ ଅଛି ନୌସେନା

17 Jul 2022 By The Sakala

ପ୍ରକାଶ ପାଇଲା ଆଇସିଏସଇ ଦଶମ ବୋର୍ଡ ପରୀକ୍ଷା ଫଳ, ଛାତ୍ରଙ୍କୁ ପଛରେ ପକାଇଲେ ଛାତ୍ରୀ

ନୂଆଦିଲ୍ଲୀ : କାଉନସିଲ୍ ଫର୍ ଇଣ୍ଡିଆନ୍ ସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷା (ICSE) ଦଶମ ଫଳାଫଳ ପ୍ରକାଶ ପାଇଛି। ସନ୍ଧ୍ୟା ୫ ଟାରେ ସିଆଇଏସ୍‍ସିଇ(କାଉନ୍ସିଲ୍‍ ଫର୍‍ ଦ ଇଣ୍ଟିଆନ୍‍ ସ୍କୁଲ ସାର୍ଟିଫିକେଟ୍‍ ଏକଜାମିନେସନ) ପକ୍ଷରୁ ICSE ଦଶମ ଶ୍ରେଣୀ ଫଳାଫଳ ଘୋଷଣା କରାଯାଇଛି। ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ www.cisce.org ୱେବସାଇଟ୍‍ ଜରିଆରେ ଉପଲବ୍ଧ ହେବା ସହ ଏସଏମଏସ ଦ୍ୱାରା ଛାତ୍ରଛାତ୍ରୀ ମଧ୍ୟ ପରୀକ୍ଷା ଫଳ ପାଇ ପାରିବେ। ଛାତ୍ରଛାତ୍ରୀମାନେ ଆଇସିଏସଇ(ରୋଲ ନମ୍ବର) ଟାଇପ୍‍ କରି ୦୯୨୪୮୦୮୨୮୮୩ କୁ ଏସଏମଏସ ପଠାଇ ରେଜଲ୍ଟ ମଧ୍ୟ ପାଇ ପାରିବେ।  ଦୁଇଟି ଟର୍ମ ପରୀକ୍ଷାକୁ ଭିତ୍ତି କରି ଆଇସିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି।

ଚଳିତ ଆଇସିଏସଇ ଦଶମ ବୋର୍ଡ ପରୀକ୍ଷା ଫଳରେ ମଧ୍ୟ ଛାତ୍ରଙ୍କୁ ପଛରେ ପକାଇଛନ୍ତି ଛାତ୍ରୀ।ଚଳିତ ବର୍ଷ ଆଇସିଏସ୍‌ଇ ଦଶମ ବୋର୍ଡ ପରୀକ୍ଷାରେ ୯୯.୯୭ ପ୍ରତିଶତ ଛାତ୍ର ପାସ୍‌ କରିଥିବା ବେଳେ ୯୯.୯୮ ପ୍ରତିଶତ ଛାତ୍ରୀ ପାସ୍‌ କରିଥିବା ନେଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର