ମନୋରଞ୍ଜନ

ସଲମାନ ଖାନଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହଠାତ୍ ଅଦୃଶ୍ୟ, X ପେଜ୍ ସକ୍ରିୟ ଥିବାରୁ ପ୍ରଶଂସକଙ୍କ ମଧ୍ୟରେ ଛନକା
ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ
ପ୍ରସିଦ୍ଧ ଗାୟକଙ୍କୁ ବିବାହ କରିବେ କି କୋଟିପତି କାବ୍ୟା ମାରନ୍? ସ୍ପେନରେ ବାହାଘର ନେଇ ଜୋର ଧରିଛି ଚର୍ଚ୍ଚା

ଭାରତୀୟ ବଂଶୋଦ୍ଭବ ନୈରିତା ଚକ୍ରବର୍ତ୍ତୀ ‘ହିଷ୍ଟୋରିକ ଇଂଲଣ୍ଡ’ର କମିଶନର ନିଯୁକ୍ତ

The Sakala Picture
Published On

ଲଣ୍ଡନ: ବିଦେଶୀରେ ପୁଣି ଜଣେ ଭାରତୀୟ ବଂଶୋଦ୍ଭବଙ୍କୁ ଗୁରୁ ଦାୟିତ୍ୱ ଦିଆଯାଇଛି। ବାସ୍ତୁକାର ତଥା ଡିଜାଇନ ଆଡଭୋକେଟ ନୈରିତା ଚକ୍ରବର୍ତ୍ତୀ ‘ହିଷ୍ଟୋରିକ ଇଂଲଣ୍ଡ’ ର କମିଶନର ନିଯୁକ୍ତ ହୋଇଛନ୍ତି। ଏହି ପ୍ରତିଷ୍ଠାନ ଇଂଲଣ୍ଡରେ ପରିବେଶ ଏବଂ ଐତିହାସିକ ଧରୋହରର ସୁରକ୍ଷା ଦାୟିତ୍ୱ ନେଉଛି। କମିଶନର ନିଯୁକ୍ତ ହେବାପରେ ଚକ୍ରବର୍ତ୍ତୀ କହିଛନ୍ତି ଯେ ସହଯୋଗୀଙ୍କ ସହ କାମ କରିବାକୁ ସେ ଉତ୍ସାହିତ ଅଛନ୍ତି। ସହଯୋଗୀମାନେ ତାଙ୍କୁ ଭଲ କାମ କରିବାକୁ ପ୍ରେରଣା ଏବଂ ପରାମର୍ଶ ଯୋଗାଇଥାନ୍ତି। ଏବେ ଅତ୍ୟଧିକ […]

ଲଣ୍ଡନ: ବିଦେଶୀରେ ପୁଣି ଜଣେ ଭାରତୀୟ ବଂଶୋଦ୍ଭବଙ୍କୁ ଗୁରୁ ଦାୟିତ୍ୱ ଦିଆଯାଇଛି। ବାସ୍ତୁକାର ତଥା ଡିଜାଇନ ଆଡଭୋକେଟ ନୈରିତା ଚକ୍ରବର୍ତ୍ତୀ ‘ହିଷ୍ଟୋରିକ ଇଂଲଣ୍ଡ’ ର କମିଶନର ନିଯୁକ୍ତ ହୋଇଛନ୍ତି। ଏହି ପ୍ରତିଷ୍ଠାନ ଇଂଲଣ୍ଡରେ ପରିବେଶ ଏବଂ ଐତିହାସିକ ଧରୋହରର ସୁରକ୍ଷା ଦାୟିତ୍ୱ ନେଉଛି। କମିଶନର ନିଯୁକ୍ତ ହେବାପରେ ଚକ୍ରବର୍ତ୍ତୀ କହିଛନ୍ତି ଯେ ସହଯୋଗୀଙ୍କ ସହ କାମ କରିବାକୁ ସେ ଉତ୍ସାହିତ ଅଛନ୍ତି। ସହଯୋଗୀମାନେ ତାଙ୍କୁ ଭଲ କାମ କରିବାକୁ ପ୍ରେରଣା ଏବଂ ପରାମର୍ଶ ଯୋଗାଇଥାନ୍ତି। ଏବେ ଅତ୍ୟଧିକ ଆହ୍ବାନର ସମୟ ଦେଇ ଗତି କରୁଛେ। ଏହି ସଂସ୍ଥା ଆମର ସାଂସ୍କୃତିକ ପରିଚୟକୁ ବୃଦ୍ଧି କରୁଛି ଏବଂ ସମାଜକୁ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ଦେଉଛି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ତାରିଖ ଘୋଷଣା: ୧୨ଟି ରାଜ୍ୟର ୨୬ଟି ଆସନ ପାଇଁ ଜୁନ ୧୮ରେ ଭୋଟଗ୍ରହଣ

ସୂଚନା ଅନୁଯାୟୀ ଦିଲ୍ଲୀରେ ନୈରିତାଙ୍କ ଲାଳନପାଳନ ଏବଂ ପାଠପଢ଼ା ହୋଇଛି। ସେ ପରେ ‘ସ୍କୁଲ ଅଫ ପ୍ଲାନିଂ ଆଣ୍ଡ ଆର୍କିଟେକ୍ଚର’ରେ ପଢିବା ପାଇଁ ବ୍ରିଟେନ ଚାଲି ଯାଇଥିଲେ। ସେ ପୂର୍ବରୁ ‘ହିଷ୍ଟୋରିକ ଇଂଲଣ୍ଡ’ ମାର୍ଗଦର୍ଶକ କମିଟିର ସଦସ୍ୟ ଥିଲେ। ସେ କମିଶନର ପଦରେ ୪ ବର୍ଷ ପାଇଁ କାର୍ଯ୍ୟ କରିବେ।

ଆହୁରି ପଢ଼ନ୍ତୁ: ୧୦ ଦିନରେ ଚତୁର୍ଥ ଥର ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ, ଭୁବନେଶ୍ୱରରେ ୧୦୦ ପାର୍ କଲା ଡିଜେଲ

19 Jun 2022 By The Sakala

ଭାରତୀୟ ବଂଶୋଦ୍ଭବ ନୈରିତା ଚକ୍ରବର୍ତ୍ତୀ ‘ହିଷ୍ଟୋରିକ ଇଂଲଣ୍ଡ’ର କମିଶନର ନିଯୁକ୍ତ

ଲଣ୍ଡନ: ବିଦେଶୀରେ ପୁଣି ଜଣେ ଭାରତୀୟ ବଂଶୋଦ୍ଭବଙ୍କୁ ଗୁରୁ ଦାୟିତ୍ୱ ଦିଆଯାଇଛି। ବାସ୍ତୁକାର ତଥା ଡିଜାଇନ ଆଡଭୋକେଟ ନୈରିତା ଚକ୍ରବର୍ତ୍ତୀ ‘ହିଷ୍ଟୋରିକ ଇଂଲଣ୍ଡ’ ର କମିଶନର ନିଯୁକ୍ତ ହୋଇଛନ୍ତି। ଏହି ପ୍ରତିଷ୍ଠାନ ଇଂଲଣ୍ଡରେ ପରିବେଶ ଏବଂ ଐତିହାସିକ ଧରୋହରର ସୁରକ୍ଷା ଦାୟିତ୍ୱ ନେଉଛି। କମିଶନର ନିଯୁକ୍ତ ହେବାପରେ ଚକ୍ରବର୍ତ୍ତୀ କହିଛନ୍ତି ଯେ ସହଯୋଗୀଙ୍କ ସହ କାମ କରିବାକୁ ସେ ଉତ୍ସାହିତ ଅଛନ୍ତି। ସହଯୋଗୀମାନେ ତାଙ୍କୁ ଭଲ କାମ କରିବାକୁ ପ୍ରେରଣା ଏବଂ ପରାମର୍ଶ ଯୋଗାଇଥାନ୍ତି। ଏବେ ଅତ୍ୟଧିକ ଆହ୍ବାନର ସମୟ ଦେଇ ଗତି କରୁଛେ। ଏହି ସଂସ୍ଥା ଆମର ସାଂସ୍କୃତିକ ପରିଚୟକୁ ବୃଦ୍ଧି କରୁଛି ଏବଂ ସମାଜକୁ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ଦେଉଛି।

ସୂଚନା ଅନୁଯାୟୀ ଦିଲ୍ଲୀରେ ନୈରିତାଙ୍କ ଲାଳନପାଳନ ଏବଂ ପାଠପଢ଼ା ହୋଇଛି। ସେ ପରେ ‘ସ୍କୁଲ ଅଫ ପ୍ଲାନିଂ ଆଣ୍ଡ ଆର୍କିଟେକ୍ଚର’ରେ ପଢିବା ପାଇଁ ବ୍ରିଟେନ ଚାଲି ଯାଇଥିଲେ। ସେ ପୂର୍ବରୁ ‘ହିଷ୍ଟୋରିକ ଇଂଲଣ୍ଡ’ ମାର୍ଗଦର୍ଶକ କମିଟିର ସଦସ୍ୟ ଥିଲେ। ସେ କମିଶନର ପଦରେ ୪ ବର୍ଷ ପାଇଁ କାର୍ଯ୍ୟ କରିବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର