ଖାଲକୁ ଖସିଲା ଯାତ୍ରୀବାହୀ ବସ୍: ୨୨ ମୃତଦେହ ଉଦ୍ଧାର

The Sakala Picture
Published On

ଉତ୍ତରାଖଣ୍ଡ: ଉତ୍ତରକାଶୀ ଜିଲ୍ଲା ଯମୁନୋତ୍ରୀ ଜାତୀୟ ରାଜପଥର ଦାମତା ନିକଟରେ ଏକ ମର୍ମନ୍ତୁଦ ସଡ଼ ଦୁର୍ଘଟଣା ଘଟିଛି। ଭାରସାମ୍ଯ ହରାଇ ଏକ ଯାତ୍ରୀବାହୀ ବସ୍ ଖାଲରେ ଖସିପଡିଛି। ଉକ୍ତ ବସ୍‌ରେ ୨୮ ଜଣ ଯାତ୍ରୀ ଥିବା କୁହାଯାଉଛି। ବର୍ତ୍ତମାନ ସୁଦ୍ଧା ୨୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସୂଚନା ପାଇବା ମାତ୍ରେ ପୁଲିସ ଏବଂ SDRF ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ବର୍ତ୍ତମାନସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବସ୍ (UK-04 1541) ହରିଦ୍ୱାରରୁ ଯାତ୍ରାକରୁଥିଲା । […]

ଉତ୍ତରାଖଣ୍ଡ: ଉତ୍ତରକାଶୀ ଜିଲ୍ଲା ଯମୁନୋତ୍ରୀ ଜାତୀୟ ରାଜପଥର ଦାମତା ନିକଟରେ ଏକ ମର୍ମନ୍ତୁଦ ସଡ଼ ଦୁର୍ଘଟଣା ଘଟିଛି। ଭାରସାମ୍ଯ ହରାଇ ଏକ ଯାତ୍ରୀବାହୀ ବସ୍ ଖାଲରେ ଖସିପଡିଛି। ଉକ୍ତ ବସ୍‌ରେ ୨୮ ଜଣ ଯାତ୍ରୀ ଥିବା କୁହାଯାଉଛି। ବର୍ତ୍ତମାନ ସୁଦ୍ଧା ୨୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସୂଚନା ପାଇବା ମାତ୍ରେ ପୁଲିସ ଏବଂ SDRF ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ବର୍ତ୍ତମାନସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବସ୍ (UK-04 1541) ହରିଦ୍ୱାରରୁ ଯାତ୍ରାକରୁଥିଲା । ସମସ୍ତ ଯାତ୍ରୀ ମଧ୍ୟପ୍ରଦେଶର ପନ୍ନା ଜିଲ୍ଲାର ବାସିନ୍ଦା ବୋଲି କୁହାଯାଉଛି। ସମସ୍ତ ମୃତ ବ୍ଯକ୍ତିଙ୍କୁ ଚିହ୍ନଟ କରିବାକୁ ଚେଷ୍ଟା ଜାରି ରହିଛି।

ଆହୁରି ପଢ଼ନ୍ତୁ: ରାସ୍ତା ଖାଲରେ ପଡିଲା ଆମ୍ବୁଲାନ୍ସ, ବ୍ରେନ୍ ଡେଡ୍ ମହିଳାଙ୍କ ଶରୀରରେ ଫେରିଆସିଲା ଜୀବନ

05 Jun 2022 By The Sakala

ଖାଲକୁ ଖସିଲା ଯାତ୍ରୀବାହୀ ବସ୍: ୨୨ ମୃତଦେହ ଉଦ୍ଧାର

ଉତ୍ତରାଖଣ୍ଡ: ଉତ୍ତରକାଶୀ ଜିଲ୍ଲା ଯମୁନୋତ୍ରୀ ଜାତୀୟ ରାଜପଥର ଦାମତା ନିକଟରେ ଏକ ମର୍ମନ୍ତୁଦ ସଡ଼ ଦୁର୍ଘଟଣା ଘଟିଛି। ଭାରସାମ୍ଯ ହରାଇ ଏକ ଯାତ୍ରୀବାହୀ ବସ୍ ଖାଲରେ ଖସିପଡିଛି। ଉକ୍ତ ବସ୍‌ରେ ୨୮ ଜଣ ଯାତ୍ରୀ ଥିବା କୁହାଯାଉଛି। ବର୍ତ୍ତମାନ ସୁଦ୍ଧା ୨୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସୂଚନା ପାଇବା ମାତ୍ରେ ପୁଲିସ ଏବଂ SDRF ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ବର୍ତ୍ତମାନସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବସ୍ (UK-04 1541) ହରିଦ୍ୱାରରୁ ଯାତ୍ରାକରୁଥିଲା । ସମସ୍ତ ଯାତ୍ରୀ ମଧ୍ୟପ୍ରଦେଶର ପନ୍ନା ଜିଲ୍ଲାର ବାସିନ୍ଦା ବୋଲି କୁହାଯାଉଛି। ସମସ୍ତ ମୃତ ବ୍ଯକ୍ତିଙ୍କୁ ଚିହ୍ନଟ କରିବାକୁ ଚେଷ୍ଟା ଜାରି ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର